ଦେଖନ୍ତୁ ମାଆ ”କାଳୀ” ଙ୍କ ଆଶ୍ଚର୍ଯ୍ୟ ଭିଡ଼ିଓ । ଆଳତୀ ବେଳେ ଜୀବନ୍ତ ହେଲେ ମା’ କାଳୀ, ଭିଡ଼ିଓ ଟି ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ….

0

ଆମେ ଆମ ସମାଜ ରେ ଅନେକ ଘଟଣା ଘଟୁ ଥିବାର ଦେଖିବାକୁ ପାଉ, ଯାହା ଦେଖିଲା ପରେ ଆମେ ବହୁତ ଆଶ୍ଚର୍ଯ୍ୟ ହେଇ ଯାଉ। ଆଉ ଏହି ଭଳି ହେବ ବୋଲି ଆମେ କେବେ ଭାବି ମଧ୍ୟ ନ ଥାଉ। ତେବେ ଏହି ଭଳି ଘଟଣା ସମାଜ ରେ ନୀତି ଦିନ ଘଟଣା ହୋଇ ଯାଇଛି। ପ୍ରତିଦିନ କିଛି ନୂଆ ନୂଆ ଘଟଣା ସବୁ ଦେଖି ବାକୁ ମିଳି ଥାଏ। ତେବେ ବେଳେ ବେଳେ ଏମିତି ସବୁ ଘଟଣା ଦେଖିବାକୁ ମିଳେ ଯାହା ଆମେ କେବେ ଭାବି ନଥିବା, ତେଣୁ ଯାହା କୁ ଆମେ ପ୍ରଥମ ଥର ଦେଖିଲେ ଆଶ୍ଚର୍ଯ୍ୟ ଲାଗେ,ଆଉ ବେଳେ ବେଳେ ଏମିତି ସବୁ ଘଟଣା ଘଟି ଥାଏ , ଯାହା ଆମେ ବିଶ୍ୱାସ କରି ପାରୁ ନାହିଁ। ବାସ୍ତବ୍ ରେ ଏହି ଅଜବ ଦୁନିଆ ରେ କିଛି ନା କିଛି ଅଜବ ପ୍ରକାର ଘଟଣା ସବୁ ଦେଖିବାକୁ ମିଳି ଥାଏ।ତେବେ ଏମିତି ଅନେକ ଘଟଣା ଆମେ ଦେଖିବାକୁ ପାଇ ଥାଉ ଯାହା ଆମେ ଦେଖିଲା ପରେ ହେୟ ଜ୍ଞାନ କରି ଥାଉ।


ତେବେ ସେହି ଘଟଣା ସବୁ ବାସ୍ତବ ରେ ବହୁତ ରହସ୍ୟମୟ ହୋଇ ଥାଏ, କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ କଣ ଅଟେ।ତେବେ ଆମ ଦେଶ ରେ ପ୍ରତେକ ଲୋକ ଈଶ୍ୱରଙ୍କୁ ବହୁତ ବିସ୍ଵାସ କରନ୍ତି। ତେବେ ଅନେକ ସ୍ଥାନ ରେ ତାଙ୍କର ମନ୍ଦିର ସ୍ଥାପନ କରା ଯାଇଛି, ଆପଣ ମାନେ ଶୁଣି ଥିବେ କି ଅନେକ ମନ୍ଦିର ଗୁଡିକ ରେ ଠାକୁର ମାନେ ଜିଅନ୍ତା ରହିଛନ୍ତି ଆଉ ସେଠାରେ ଅନେକ ପ୍ରକାର ଚମତ୍କାର ମଧ୍ୟ ଦେଖିବାକୁ ମିଳି ଥାଏ,ଯାହା କୁ ସାଧାରଣ ଲୋକ ବିଶ୍ୱାସ କରନ୍ତି। ତେବେ ଅନେକ ସ୍ଥାନ ରେ ଏହି ସବୁ ଘଟିବା ରେ ଆମେ ଦେଖି ଥିବା , ସେମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଯାହା ଆପଣ ମାନେ ଜାଣିଲେ ଚକିତ ହୋଇ ଯିବେ। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ ।

ତେବେ ଏହି ଘଟଣା ଟି ଏକ କେମେରା ରେ ରେକର୍ଡ଼ ହୋଇଛି।ତେବେ କେମେରା କୁ ଦେଖିବାକୁ ମିଳୁଛି କି ଗୋଟେ କାଳି ମନ୍ଦିର ରେ ଆରତୀ ହେଉଛି।ଆଉ ସେହି ସମୟ ରେ ମା କାଳି ଜୀବନ୍ତ ହୋଇ ଉଠୁଛନ୍ତି।ତେବେ ଦେଖିବାକୁ ମିଳିଛି କି କ୍ୟାମେରା ଯେଉଁ ପଟେ ବୁଲା ଯାଉଛି ଏହା ଦେଖିବାକୁ ମିଳୁଛି ଯେ ମାଆ କାଳୀ ମଧ୍ୟ ସେହି ପଟେ ଅନେଇ ରହିଥିବାର ଦେଖା ଯାଉଛି,ଯାହା ପୁରା ଜୀବନ୍ତ ଭଳି ଲାଗୁଛି,ଯେମିତି ସତରେ ଦେବୀ ସେଠାରେ ବିରାଜମାନ କରିଛନ୍ତି ଏବଂ ଭକ୍ତ ମାନଙ୍କୁ ଦେଖୁଛନ୍ତି।ତେବେ ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବହୁତ ଭାଇରଲ ହେବାରେ ଲାଗିଛି। ତେବେ ମା ଙ୍କର ଏଭଳି ଦୃଶ୍ୟ ଙ୍କୁ ସମସ୍ତେ ଦେଖି ପୁରା ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।


ତେବେ ଭିଡିଓ ଟି ଭାଇରଲ ହେବାରେ ମନ୍ଦିର ରେ ଅନେକ ଭିଡ଼ ଦେଖିବାକୁ ମିଳିଛି , ମା ଙ୍କୁ ଦର୍ଶନ କରିବା ପାଇଁ ।ତେବେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବା ପରେ ଲୋକ ମାନେ ଚିନ୍ତା ରେ ପଡି ଯାଇଛନ୍ତି।ତେବେ ଏବେ ସବୁ ଆଡେ ଭିଡିଓ ଅଧିକ ମାତ୍ରା ରେ ଭାଇରଲ ହୋଇଛି।ତେବେ ମା ଙ୍କର ଏଭଳି ଚମତ୍କାର ଦେଖିବାକୁ ମନ୍ଦିର ରେ ଭକ୍ତ ମାନଙ୍କ ଭିଡ଼ ଜମିଛି,ଆଉ ସେଠାରେ ମା କାଳି ଜୀବନ୍ତ ଅଛନ୍ତି ବୋଲି ସେ ପ୍ରମାଣ କରି ନିଜ ଭକ୍ତ ମାନଂକୁ ଜଣାଇ ଦେଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।