ସୁମନ ଙ୍କ ପରିବାର କୁ ଆଗରୁ କେବେ ଦେଖି ନଥିବେ , ଜାଣି ମଧ୍ୟ ନଥିବେ ତାଙ୍କ ବିଷୟରେ କିଛି ଅଜଣା କଥା

0

ଲୋକ ମାନେ ନିଜ ଜୀବନ କୁ ଖୁସି ରେ ଆଉ ଆନନ୍ଦ ରେ ବିତାଇବା ପାଇଁ କିଛି ନା କିଛି କାର୍ଯ୍ୟ କରନ୍ତି। ତେବେ ତାଙ୍କ ଭିତରୁ ଅନେକ ଲୋକ ନିଜର ଖୁସି ପାଇଁ ନିଜର ମନରଞ୍ଜନ ପାଇଁ ଫିଲ୍ମ ଦେଖିବକୁ ପସନ୍ଦ କରନ୍ତି। ତେବେ ଆମ ଦେଶ ରେ ଫିଲ୍ମ ର ଲୋକ ପ୍ରିୟତା ଅଧିକ ରହିଛି।ପ୍ରତେକ ଲୋକ ଏହାକୁ ଅଧିକ ମାତ୍ରା ରେ ପସନ୍ଦ କରନ୍ତି। ଚଳଚିତ୍ର ଦେଖିବାକୁ ସମସ୍ତେ ପସନ୍ଦ କରନ୍ତି। ତେବେ ଏହି ଫିଲ୍ମ ବା ଚଲଚିତ୍ର ଟି ଅନେକ ଭାଷା ରେ ଦେଖିବାକୁ ମିଳେ ହିନ୍ଦୀ , ଓଡ଼ିଆ , ଇଂରାଜୀ , ତେଲଗୁ ଆଦି ଅନେକ ଭାଷା ରେ ।

ତେବେ ଏହି ସବୁ ଭାଷା ରେ ଲୋକପ୍ରିୟତା ରହିଛି ବହୁତ ଚହିଦା ରହିଛି। ତେଣୁ ଏହା ଅଧିକ ଲୋକ ଦେଖିବାକୁ ପସନ୍ଦ କରନ୍ତି। ତେବେ ଏହି ଚଳଚିତ୍ର ଜଗତ ରେ ଓଡ଼ିଆ ଚଳଚିତ୍ର ର ଅନେକ ଲୋକପ୍ରିୟତା ରହିଛି। ତେବେ ଅନେକ ଲୋକ ମଧ୍ୟ ଓଡ଼ିଆ ଫିଲ୍ମ ଦେଖିବାକୁ ବହୁତ୍ ପସନ୍ଦ କରନ୍ତି। ତେଣୁ ଆଜିବି ଓଡ଼ିଆ ଫିଲ୍ମ ର ଅନେକ ଚହିଦା ରହିଛି।ତେବେ ଅଭିନୟ କରୁଥିବା କଳାକାର ମାନେ ମଧ୍ୟ ତାଙ୍କ ଚଳଚିତ୍ର ପରି ଅନେକ ଲୋକ ଙ୍କ ପାଖରେ ଲୋକପ୍ରିୟ୍। ତେବେ ଅନେକ ଲୋକ କମେଡି କଳାକାର ମାନଂକୁ ମଧ୍ୟ ବହୁତ ପସନ୍ଦ କରନ୍ତି।

ତେବେ ଏମିତି ଅନେକ କମେଡି କଳାକାର ରହିଛନ୍ତି , ଯିଏ କି ନିଜର କମେଡି ମାଧ୍ୟମ ରେ ଲୋକ ଙ୍କ ମନ କୁ ଜିତିଛନ୍ତି।ତେବେ ଆଜି ଆଣେ ଓଲିଉଡ଼ ରେ ସବୁଠୁ ଚର୍ଚ୍ଚିତ କମେଡି କଳାକାର ଙ୍କ ବିଷୟ ରେ ଜାଣିବା , ଯାହା ଆପଣ ମାନେ ଆଗରୁ ଜାଣି ନଥିବେ। ତେବେ ଆସନ୍ତୁ ଜାଣିବା ସେହି ସବୁ ତଥ୍ୟ ଗୁଡିକ ବିଷୟ ରେ।  ତେବେ ଓଡ଼ିଆ ଫିଲ୍ମ ଜଗତ ରେ ଆପଣ ଅନେକ କମେଡିଆନ୍ ମାନଂକୁ ଜାଣି ଥିବେ।କିନ୍ତୁ ତାଙ୍କ ଭିତରୁ ସୁମନ ମହାରଣା ହେଉଛନ୍ତି ।ଜଣେ ଯିଏ କି ନିଜ କମେଡି ମାଧ୍ୟମ ରେ ସମସ୍ତ ଙ୍କୁ ଖୁସି କରାଉଛନ୍ତି। ତେବେ ଆଜି ଆମେ ତାଙ୍କ ସମ୍ପର୍କ ରେ କିଛି ଜାଣିବା। ତେବେ ସୁମନ ୨୦୦୨ ରେ କଣ୍ଡେଇ ଆଖି ରେ ଲୁହ ଚଳଚିତ୍ର ରେ ଜଣେ ଶିଶୁ କଳାକାର ଭାବେ ନିଜର କରେୟର୍ ଆରମ୍ଭ କରି ଥିଲେ।

ତେବେ ଏହି ଚଳଚିତ୍ର ପାଇଁ ସେ ଜଣେ ଶ୍ରେଷ୍ଠ ଶିଶୁ କଳାକାର ଭାବେ ମାନ୍ୟତା ପାଇ ଥିଲେ। ତେବେ କଥା ଚିତ୍ର ଲକ୍ଷ୍ମୀ ପ୍ରତିମା ରେ ହାସ୍ୟ ଅଭିନୟ କରି ଚର୍ଚ୍ଚିତ ହୋଇ ଥିଲେ। ତେବେ ସେ ଜଣେ ଗରିବ ପରିବାର ରୁ ଆସି ଥିଲେ। ତେବେ ସେ ଭୁବନେଶ୍ଵର ରୁ ଗୋଟେ ବସ୍ତି ଅଞ୍ଚଳ ରୁ ଆସିଥିଲେ । ତେବେ ତାଙ୍କର ଉଚତା ୩ ଫୁଟ । ତେବେ ତାଙ୍କ ଉଚତା କମ ହୋଇ ଥିବାରୁ ସେ ଅନେକ ଫିଲ୍ମ ରେ ବାମନ ଭୂମିକାରେ ଅଭିନୟ କରନ୍ତି।

ତେବେ ୨୦୦୮ ମସିହା ରେ ତେଜସ୍ଵିନି ସିରିଏଲ କରି ଜଣେ ଶ୍ରେଷ୍ଠ କମେଡିଆନ୍ ର ପୁରସ୍କାର ପାଇ ଥିଲେ। ତେବେ ସୁମନ ଙ୍କ ପରିବାର ରେ ତାଙ୍କ ବାପା ମା , ତାଙ୍କ ସ୍ତ୍ରୀ ଓ ତାଙ୍କର ଜଣେ ଭଉଣୀ ମଧ୍ୟ ରହିଛନ୍ତି। ତେବେ ତାଙ୍କ କମେଡି ପାଇଁ ତାଙ୍କୁ ବହୁତ୍ ଲୋକ ପସନ୍ଦ କରନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।