ଡାକ୍ତର ୮ ଘଣ୍ଟା ଧରି ଜଣେ ମହିଳାଙ୍କୁ କରୁଥିଲେ ଅପେରେଶନ କିନ୍ତୁ ମହିଳା ଅବସ୍ଥା ଏପରି ହେଇଗଲେ ଜଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଆମେ ବର୍ତ୍ତମାନ ଏକ ଅତ୍ୟାଧୁନିକ ଯୁଗରେ ବସବାସ କରୁଛନ୍ତି ।ଏବଂ ଆମର ବର୍ତ୍ତମାନ ଦୁନିଆଁ ରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ହେବା ସଙ୍ଗେ ସଙ୍ଗେ ଆମ ଲୋକମାନ ଙ୍କର ମାନସିକ ଚିନ୍ତା ଧାରା ରେ ମଧ୍ୟ ବିକାଶ ଘଟିଛି ।ତେବେ ବର୍ତ୍ତମାନ ର ଏହି ଆଧୁନିକ ସମାଜରେ ଲୋକମାନେ ଦୁଇ ଜଣ ଙ୍କର ଉପରେ ସବୁଠାରୁ ଅଧିକ ନିର୍ଭର କରିଥାନ୍ତି ।ସେମାନେ ହେଉଛନ୍ତି ଭଗବାନ ଏବଂ ଡାକ୍ତର । ଆମେ ପ୍ରାୟ ସବୁବେଳେ ଡାକ୍ତର ମାନଙ୍କୁ ଭଗବାନ ଙ୍କ ସହ ସମାନ ବୋଲି ଗଣନା କରିଥାଉ କାରଣ ଡାକ୍ତର ମାନେ ବହୁତ ଲୋକ ଙ୍କୁ ନୂତନ ଜନ୍ମ ଦେଇଥାନ୍ତି ତାଙ୍କର ଜୀବନ ବଞ୍ଚେଇ ଥାନ୍ତି ।


କିନ୍ତୁ ଆମେ ଆଜି ଆପଣ ଙ୍କୁ ଯେଉଁ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମଣିଷ କୁ ଏକ ନୂଆ ଜୀବନ ଦେଉଥିବା ଡାକ୍ତର ମାନେ ମଧ୍ୟ ଏବେ କାମନା ଓ ବାସନା ର ବଶୀଭୂତ ହୋଇ ନିଜ ରୋଗୀ ର ଜୀବନକୁ ବର୍ବାଦ କରିବାରେ ଲାଗିଛନ୍ତି । ଉଲେଖଯୋଗ୍ୟ ଯେ ,ଗୋଟିଏ ହସ୍ପିଟାଲରେ ଜଣେ ମହିଳା ନିଜର ସର୍ଜରୀ କରିବା କୁ ୨୪ ନଭେମ୍ବର ରେ ଆସିଥିଲେ । ତେବେ ଡାକ୍ତର ତାଙ୍କର ସର୍ଜରୀ କରିବାକୁ ୮ ଘଣ୍ଟା ସମୟ ନେଇଥିଲେ ।କିନ୍ତୁ ସର୍ଜରୀ ପରେ ଯେତେବେଳେ ମହିଳା ଙ୍କର ହୋସ ଆସିଲା ସେତେବେଳେ ସେ ଯାହା ଅନୁଭବ କଲେ ତାହା ଥିଲା ଅତ୍ୟନ୍ତ ବିସ୍ମୟ କର ଘଟଣା ।ଯାହା ଜାଣିଲେ ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ ।


ମହିଳା ଜଣଙ୍କ କହିଛନ୍ତି ଯେ , ତାଙ୍କର ପାଇଲସ ରୋଗ ଥିଲା ଏବଂ ସେ ଏହାର ସର୍ଜରୀ କରିବାକୁ ଆସିଥିଲେ ।ତେବେ ତାଙ୍କର ସର୍ଜରୀ କରିବାକୁ ଡାକ୍ତର ମାନେ ପ୍ରାୟ ୮ ଘଣ୍ଟା ସମୟ ନେଇଥିଲେ ଏବଂ ଅପରେସନ ପରେ ସେହି ଦିନ ସନ୍ଧ୍ୟା ରେ ମହିଳା ଙ୍କୁ ହସ୍ପିଟାଲ ରୁ ଡିସ୍ଚାର୍ଜ ମଧ୍ୟ କରେଇ ଥିଲେ ।କିନ୍ତୁ ଯେତେବେଳେ ମହିଳା ଜଣଙ୍କ ର ହୋସ ଆସିଲା ସେ ସେତେବେଳେ ନିଜର ଗୁପ୍ତାଙ୍ଗ ରେ କଷ୍ଟ ଅନୁଭବ କଲେ ।ତେବେ କଷ୍ଟ ଅତ୍ୟଧିକ ହେବାରୁ ସେ ଦେଖିଲେ ଯେ ତାଙ୍କର ଗୁପ୍ତାଙ୍ଗ ରୁ ରକ୍ତ ମଧ୍ୟ ବାହାରୁଚି ।ଏହା ଜାଣିବା ପରେ ସେ ତାଙ୍କର ପରିବାର ଲୋକଙ୍କୁ ଜଣେଇଲେ ଏବଂ ନିଜର ଭଉଣୀ ସହ ଅନ୍ୟ ଏକ ହସ୍ପିଟାଲରେ ପରୀକ୍ଷା କରିବା ପରେ ଜାଣିପାରିଲେ କି ତାଙ୍କର ବଳାତ୍କାର ହୋଇଛି ।ଡାକ୍ତର ମାନେ ତାଙ୍କର ଦୁଷ୍କର୍ମ କରିଛନ୍ତି ବୋଲି ।


ଏହା ଜାଣିବା ପରେ , ସେ ତାଙ୍କର ଘର ନିକଟ ରେ ଥିବା ଏକ ପୋଲିସ ଷ୍ଟେସନ ରେ ସେହି ଡାକ୍ତର ଙ୍କର ନାମରେ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ରେ ଏକ ଏଫଆଇଆର(FIR) ରୁଜ୍ଜୁ କରିଥିଲେ ।ମହିଳା ଙ୍କର ଅଭିଯୋଗ ପରେ ପୋଲିସ ସେହି ଡାକ୍ତର ମାନଙ୍କୁ ଗିରଫ କାରି କୋଟ ଚାଲାଣ କରିଥିବାର ସୂଚନା ରହିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।