ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆମେ ବର୍ତ୍ତମାନ ଏକ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଚୁ ।ଏବଂ ଆମକୁ ଏହି ସମାଜ ରେ ସଂମାନର ସହ ବଞ୍ଚିବାକୁ ହେଲେ ପ୍ରଥମେ ଆମକୁ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ହୋଇଥାଏ ।ଏବଂ ଆମକୁ ନିଜର ଏକ ପରିଚୟ କରିବାକୁ ହେଲେ ପ୍ରଥମେ ଭଲ ପାଠ ପଢିବା କୁ ହୋଇଥାଏ। କିନ୍ତୁ କେବେ କେବେ ଆମେ ଆମର ବହି ରୁ ଯେତେ ପଢିଲେ ମଧ୍ୟ କୌଣସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ଅସଫଳ ହୋଇଥାଉ ।

କାରଣ ଆମର ଭବିଷ୍ୟତ ରେ ଦେବାକୁ ଯାଉଥିବା ବା ଦେଉଥିବା ପରୀକ୍ଷା ରେ ସମସ୍ତ ପ୍ରଶ୍ନ ସବୁବେଳେ ଆମେ ପଡିଥିବା ପାଠ ମଧ୍ୟରୁ ଆସିନଥାଏ । କେବେ ପ୍ରଶ୍ନ ଗୁଡିକ ଆମର ନିତିଦିନିଆ ବ୍ୟବହୃତ ଜିନିଷ କୁ ନେଇ ଆସିଥାଏ । ତେଣୁ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ମଜାଦାର ପ୍ରଶ୍ନ ଏବଂ ଏହାର ଉତ୍ତର ବିଷୟରେ ଜଣେଇବୁ ଯାହାକି ଆପଣଙ୍କୁ ଆଗକୁ ଦେବାକୁ ଯାଉଥିବା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବାରେ ସାହାଯ୍ୟ କରିବ ।

୧.ପ୍ରଥମ ପ୍ରଶ୍ନ ଟି ହେଉଛି ଯେ,M, L,XL, XXL ଆଦି ସାଇଜ ଗୁଡ଼ିକ ର ପୁରା ନାମ କଣ ଅଟେ ??
ଉତ୍ତର-ଏହାର ଉତ୍ତର ହେଉଛି M-ମିଡିୟମ ,L-ଲାର୍ଜ
XL-ଏକ୍ସଟ୍ରା ଲାର୍ଜ ଏବଂ XXL-ଏକ୍ସଟ୍ରା ଏକ୍ସଟ୍ରା ଲାର୍ଜ ।

୨.ଦ୍ୱିତୀୟ ପ୍ରଶ୍ନ ଟି ହେଉଛି , କେଉଁ ପଶୁ ର କ୍ଷୀର ପିଇବା ଦ୍ୱାରା ମଣିଷ ର ନିଶ ହୋଇଥାଏ ?
ଉତ୍ତର-ଏହାର ଉତ୍ତର ହେଉଛି ହାତୀ । ହାତୀ ର କ୍ଷୀର ପିଇବା ଦ୍ୱାରା ମଣିଷର ନିଶ ହୋଇଥାଏ ।

୩.ତୃତୀୟ ପ୍ରଶ୍ନ ଟି ହେଉଛି ଯେ , ବିଶ୍ୱ ଖାଦ୍ୟ ଦିବସ ରୂପରେ ବର୍ଷ ର କେଉଁ ଦିନ ଟୀକୁ ପାଳନ କରାଯାଏ ??
ଉତ୍ତର-ଏହାର ଉତ୍ତର ହେଉଛି ଅକ୍ଟୋବର ୧୬ ।ପ୍ରକୃତ ରେ ଅକ୍ଟୋବର ୧୬ କୁ ବିଶ୍ୱ ଖାଦ୍ୟ ଦିବସ ରୂପେ ପାଳନ କରାଯାଏ ।ଏହା ଆପଣ ନିଶ୍ଚିତ ଭାବରେ ମନେ ରଖିବା ଦରକାର କାରଣ ଏହା ବହୁ ପରୀକ୍ଷା ରେ ଆସିଥାଏ ।

୪.ଚତୁର୍ଥ ପ୍ରଶ୍ନ ଟି ହେଉଛି ଯେ ,’ହିରୋଇନ’ ନିଶା ଦ୍ରବ୍ୟ ଟି କେଉଁ ଗଛ ରୁ ପ୍ରସ୍ତୁତ ହୋଇଥାଏ ?
ଉତ୍ତର-ଏହାର ଉତ୍ତର ହେଉଛି ଅଫିମ ବୃକ୍ଷ ।ଅଫିମ ଗଛ କୁ ବିଭିନ୍ନ ପ୍ରକାର ର ନିଶା ଦ୍ରବ୍ୟ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଏ ।ତା ମଧ୍ୟରୁ ହିରୋଇନ ହେଉଛି ଏକ ପ୍ରକାରର ନିଶା ଦ୍ରବ୍ୟ ।

୫.ପଞ୍ଚମ ପ୍ରଶ୍ନ ଟି ହେଉଛି ଯେ , ଗୋଟିଏ ବାଡୁଅ ବା ଅବିବାହିତ ଝିଅ ପ୍ରଥମ ଥର ପାଇଁ କଣ କଲେ ତାଙ୍କୁ କଷ୍ଟ ହୋଇଥାଏ ଏବଂ ରକ୍ତ ବାହାରିଥାଏ ??
ଉତ୍ତର-ଏହାର ଉତ୍ତର ହେଉଛି ପ୍ରଥମ ଥର ପାଇଁ କାନ ବା ନାକ ଫୋଡିବା ଦ୍ବାରା । ଆଜ୍ଞା ହଁ ପ୍ରଥମ ଥର ଝିଅ ଟିଏ କାନ ବା ନାକ ଫୁଡିବା ବେଳେ ତାକୁ କଷ୍ଟ ହୋଇଥାଏ ଏବଂ ସେହି ସ୍ଥାନରୁ ରକ୍ତ ବାହାରି ଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।