ପୁଣି ମାଳିକା ଦେଲା ବଡ ଚେତାବନୀ ! ଭୁବନେଶ୍ୱର ରେ ଘଟିବ ବଡ ଆଶ୍ଚର୍ଯ୍ୟକର ଅଘଟଣ ଦେଖନ୍ତୁ

0

ଆମ ସମାଜ ରେ ପ୍ରତେକ ଲୋକ ଭଗବନ୍ ଙ୍କୁ ପୂଜା କରନ୍ତି।ଆମ ଦେଶ ରେ ଅନେକ ଲୋକ ହିନ୍ଦୁ ଧର୍ମ ର ହେଇ ଥିବାରୁ ସେମାନେ ଭଗବାନ୍ ଙ୍କୁ ପୂଜା କରନ୍ତି।ତେବେ ହିନ୍ଦୁ ଧର୍ମ ର ଦେଖିବାକୁ ଗଲେ ଅନେକ ଦେବା ଦେବି ରହିଛନ୍ତି। ତେବେ ହିନ୍ଦୁ ମାନଂକର ପୁରାଣ ଅନୁଯାୟୀ ଦେବା ଦେବି ଙ୍କର ଅନେକ ଚମତ୍କାର ରହିଛି, ଯାହା ଲୋକ ଙ୍କୁ ଉଦ୍ଧାର କରିଛି । ତେବେ ଆମ ହିନ୍ଦୁ ସମାଜ ରେ ଅନେକ ଦେବା ଦେବି ରହି ଥାନ୍ତି । ତେବେ କୃଷ୍ଣ , ବିଷ୍ଣୁ , ଲକ୍ଷ୍ମୀ , ହନୁମାନ , ରାମ, ଗଣେଶ ଆଦି ଅନେକ ଦେବା ଦେବି ରହିଛନ୍ତି । ଯାହା କୁ ହିନ୍ଦୁ ଲୋକ ମାନେ ପୂଜା କରନ୍ତି।


ତେବେ ଆମ ଓଡିଶା ରେ ଅନେକ ଦେବା ଦେବି ଙ୍କର ମନ୍ଦିର ରହିଛି। ଯେଉଁଥି ପାଇଁ ଆମ ଓଡିଶା କୁ ମନ୍ଦିର ର ରାଜ୍ୟ ବୋଲି କୁହା ଯାଏ।ଆଉ ପ୍ରତେକ ଦେଶ ଭଗବାନ ଙ୍କୁ ଘର ରଖି ପୂଜା କରିବା ସହ ମନ୍ଦିର ରେ ରଖି ମଧ୍ୟ ପୂଜା କରା କରୁଛନ୍ତି। ତେବେ ଆମ ଓଡିଶା ରେ ଥିବା ଭୁବନେଶ୍ଵର ହେଉଛି। ଏମିତୁ ଗୋଟେ ଜାଗା ,ଯେଉଁ ଠାରେ ଆପଣ ବିଭିନ୍ନ ପ୍ରକାର ମନ୍ଦିର ର ଦେଖିବାକୁ ମିଳି ଥାଏ।


ଭୁବନେଶ୍ଵର ହେଉଛି ବହୁତ ପୁରୁଣା ସହର , ତାକୁ ଆମ ଓଡିଶା ର ରାଜଧାନୀ ବୋଲି କୁହା ଯାଏ। ତେବେ ଭୁବନେଶ୍ଵର କୁ ମଧ୍ୟ ମନ୍ଦିର ର ସହର ବୋଲି କୁହା ଯାଏ। ସେଠାରେ ଅନେକ ପୁରୁଣା ମନ୍ଦିର ସବୁ ଦେଖିବା କୁ ମିଳେ,ଯେଉଁଠି ରହିଛି ଖଣ୍ଡଗିରି, ଯାହା ଏକ ଗୁପ୍ତ ସ୍ଥାନ ଏବଂ ଏହି ଗୁପ୍ତ ସ୍ଥାନ ଭାବରେ ଏହା ମାଳିକା ରେ ବର୍ଣ୍ଣିତ ରହିଛି।ଏହା ହେଉଛି ଋଷିି ମୁନି ଋଷିି ମାନଙ୍କର ସ୍ଥାନ। ବ୍ରହ୍ମ ବିଦ୍ୟାର ପେଣ୍ଠ ସ୍ଥଳୀ ହେଉଛି ଭୁବନେଶ୍ଵର ଯାହା ମାଳିକା ରେ ବର୍ଣ୍ଣିତ ରହିଛି,ଭଗବାନ ଶିବ ମାତା ପାର୍ବତୀ ଙ୍କୁ ଭୁବନେଶ୍ୱର ଦାନ କରିଥିଲେ ଏବଂ ସେଠାରେ ସେ ପାର୍ବତୀଙ୍କୁ ବ୍ରହ୍ମ ତତ୍ତ୍ବ ପ୍ରଦାନ କରିଥିଲେ।ତେବେ ଏଠାରେ କେଦାର ଗୌରୀ ମନ୍ଦିର ମଧ୍ୟ ଦେଖିବାକୁ ମିଳି ଥାଏ,ଏହାଛଡା ଭୁବନେଶ୍ୱର ହେଉଛି ଏକ ଯୋଗ ଏବଂ ସାଧନାର ପୀଠ।


ତେବେ ଆପଣ ମାନେ ଦେଖି ଥିବେ କି ଜାଣି ଥିବେ ଭୁବନେଶ୍ୱର ରେ ପ୍ରତ୍ୟେକ ସ୍ଥାନ ରର ସାଧକ, ଧର୍ମଗୁରୁ ମାନଙ୍କର ଗୁପ୍ତ ସ୍ଥାନ ଧର୍ମ ପୀଠ ରହିଛି ଏବଂ ଗୁମ୍ଫା ରହିଛି,ଲିଙ୍ଗଚକ୍ର ସାଧନା ଯାହାର ନାହିଁ ସେ ଇନ୍ଦ୍ରିୟ ମାନଙ୍କୁ ଜୟ କରି ପାରିବ ନାହିଁ।ତେବେ ଶୁଣିବାକୁ ମିଳେ ଯେ , ଯେତେବେଳେ ଆପଣ ପୁରୀ କୁ ଯାଉଛନ୍ତି ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ପାଇଁ ସେତେବେଳେ ଆପଣ ଲିଙ୍ଗରଜ୍ ମନ୍ଦିର ନିହାତି ଦର୍ଶନ କରି ଯିବା ଉଚିତ,ଏହା ଦ୍ୱାରା ଆପଣ ଙ୍କ ଇଚ୍ଛା ପୁର୍ଣ୍ଣ ହେବ।ଭୁବନେଶ୍ୱର ରେ ଆପଣ ସବୁ ତତ୍ତ୍ବ, ତଥ୍ୟ ପାଇ ପାରିବେ, ବିଭିନ୍ନ ଧର୍ମର ସାଧକ ମାନଙ୍କ ପାଇଁ ଏଠାରେ ରହିଛି ଗୁମ୍ଫା।ସେଠାରେ ବଂଶୀ ଶୂନ୍ୟ ହୁଏ ରାତ୍ରୀରେ। ସେଠାରେ ମୃଦଙ୍ଗ, ମାଦଳ ଶୂନ୍ୟତା ଭିତରେ ଶୁଣିବାକୁ ମିଳିଥାଏ। ମହାଗିରି ରେ ରହିଛି ଏହି ଅନନ୍ତ ଙ୍କ ଗୁମ୍ଫା,ବଳଭଦ୍ର ଅନନ୍ତଙ୍କ ରୂପରେ ଏହି ଭୁବନ କୁ ସେ ଧରି ରଖିଛନ୍ତି ବୋଲି ମାଳିକା ରେ ବର୍ଣ୍ଣିତ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।