ପ୍ରତିଦିନ ଶିକ୍ଷୟତ୍ରୀ ଛାତ୍ର ଙ୍କୁ ପଢିବା ବାହାନାରେ ଘରକୁ ଡାକି କରୁଥିଲେ ଏମିତି କାମ, ହଠାତ ନିଜ ସାମ୍ନାରେ….

0

ପୂର୍ବକାଳରେ ଗୁରୁ-ଶିଷ୍ୟ ଏବଂ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଗୁରୁ-ଶିଷ୍ୟ ମଧ୍ୟରେ ରହିଛି ଆକାଶ ପାତାଳର ଫରକ । ପୂର୍ବ କାଳରେ ଗୁରୁ ଙ୍କୁ ପୁଲମାନେ ନିଜର ପିତା ପରି ମାନୁଥିଲେ ଏବଂ ତାଙ୍କର ପ୍ରତ୍ୟେକ ବାଣୀ ପିଲାଙ୍କ ପାଇଁ ଏକ ପ୍ରକାର ଶପଥ ଥିଲା ଏବଂ ସେହି ପରି ଶିକ୍ଷକ ମାନେ ମଧ୍ୟ ନିଜ ଶିଷ୍ୟଙ୍କୁ ନିଜର ପୁତ୍ର ପରି ଦେଖୁଥିଲେ ଏବଂ ସବୁବେଳେ ସେମାନଙ୍କର ଶୁଭ କାମନା ପାଇଁ ପ୍ରାର୍ଥନା କରୁଥିଲେ । କିନ୍ତୁ ବର୍ତ୍ତମାନ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଅତ୍ୟାଧୁନିକ ହୋଇଥିବାରୁ ଗୁରୁ ଓ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ସମ୍ପର୍କରେ ଏବେ ପ୍ରଶ୍ନବାଚୀ ଆସିଛି । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି ଜଣେ ପ୍ରଧାନ ଶିକ୍ଷକ ଓ ଜଣେ ଛାତ୍ରୀ ଙ୍କ ଅଶୀଳ କଲ ରେକର୍ଡ ଯାହା ଜାଣିଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।


ସୂଚନା ଅନୁସାରେ , ବର୍ତ୍ତମାନର ଏହି ଅତ୍ୟାଧୁନିକତା ର ପ୍ରଭାବ ରେ ଗୁରୁ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ବନ୍ଧନ ତଥା ସମ୍ପର୍କ ରେ ମଧ୍ୟ ଏବେ କଳଙ୍କ ଲଗଲାଣି ।ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପିଲା ଙ୍କର ପଥଦର୍ଶକ ହୋଇ ସେମାନଙ୍କୁ ତାଙ୍କର ଜୀବନ ର ମହତ୍ତ୍ୱ କଣ ବୁଝିବା କଥା ପାସରି ନିଜର ଘୃଣ୍ୟ କାମନା କୁ ପୂରଣ କରିବାକୁ ଛାତ୍ରଛାତ୍ରୀ ଙ୍କର ଜୀବନକୁ ମଧ୍ୟ ନଷ୍ଟ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି ।ତେବେ ଏହି ପରି ଏକ କୌଳିସିତ ଘଟଣା ଘଟିଛି ଆମେରିକା ର ଏକ ବିଦ୍ୟାଳୟରେ।

ଉଲେଖଯୋଗ୍ୟ ଯେ , ଆମେରିକା ର ଏକ ବିଦ୍ୟାଳୟ ରେ ଜଣେ ୨୯ ବର୍ଷୀୟ ଶିକ୍ଷୟତ୍ରୀ ସେହି ବିଦ୍ୟାଳୟ ର ଦୁଇ ଜଣ ଛାତ୍ର ଯଥା କ୍ରମେ ୧୬ ଏବଂ ୧୮ ବର୍ଷର ଛାତ୍ର ଙ୍କ ସହ ଅବୈଧ ତଥା ଅନୈତିକ ଶାରୀରିକ ସମ୍ପର୍କରେ ରହୁଥିବା ର ଅଭିଯୋଗ ହୋଇଥିଲା ପୋଲିସ ଷ୍ଟେସନ ରେ । ଆମେରିକା ର ଏକ ପୋଲିସ ଷ୍ଟେସନ ରେ ସେହି ଛାତ୍ର ଙ୍କର ଜଣେ ଅଭିଭାବକ ଅଭିଯୋଗ କରିବା ପରେ ପୋଲିସ ମଧ୍ୟ ସେହି ଯୁବତୀ ଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ ଦୁଇ ଜଣ ଛାତ୍ର ଙ୍କ ମଧ୍ୟରୁ ଜଣେ ଦଶମ ଏବଂ ଅନ୍ୟ ଜଣେ ଦ୍ଵାଦଶ ଶ୍ରେଣୀ ର ଛାତ୍ର ଥିଲେ । ସେମାନେ କହିଛନ୍ତି ଯେ , ସେହି ଶିକ୍ଷୟତ୍ରୀ ଙ୍କ ସହ ସେମାନ ଙ୍କର ଏହି ସମ୍ପର୍କ ଆରମ୍ଭ ହୋଇଥିଲା ମୋବାଇଲ ରେ Whatsapp ଚାଟ ରୁ । ପ୍ରଥମ ସେହି ଯୁବତୀ ଜଣଙ୍କ ଉଭୟ ଛାତ୍ର ଙ୍କ ସହ ମୋବାଇଲ ରେ ଚାଟ କରୁଥିଲେ ପରେ ସେମାନଙ୍କୁ ଅଶୀଳ ଭିଡ଼ିଓ ପଠେଇ ପରେ ତାଙ୍କ ସହ ସେକ୍ସ କରିବାକୁ ବାଧ୍ୟ କରିଥିଲେ। ସେହି ବିଦ୍ୟାଳୟ ର ପଢ଼ୁଥିବା ଅନ୍ୟ ଛାତ୍ର ଛାତ୍ରୀ ଙ୍କର କହିବା ଅନୁସାରେ ସେମାନେ ତାଙ୍କର ଏହି ଶିକ୍ଷୟତ୍ରୀ ଙ୍କୁ ଉକ୍ତ ଛାତ୍ର ଙ୍କ ସହ କାର ରେ ମଧ୍ୟ ସେକ୍ସ କରୁଥିବାର ସେମାନେ ଦେଖିଥିଲେ । ମାତ୍ର ଡର ରେ କେହି କିଛି ବି କହିବାକୁ ଚାହୁଁନଥିଲେ ।ପୋଲିସ ଗିରଫ ପରେ ସେହି ଶିକ୍ଷୟତ୍ରୀ ମଧ୍ୟ ଏସବୁ କୁ ସତ ବୋଲି ସ୍ୱୀକାର କରିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।ଶିକ୍ଷୟତ୍ରୀ ଛାତ୍ର ଙ୍କୁ ଡାକି କରୁଥିଲେ ହଠାତ ନିଜ ସାମ୍ନାରେ ଆଉ  ତା’ପରେ