ଦେଖନ୍ତୁ ଭିଡ଼ିଓ । ଜଙ୍ଗଲକୁ ଟାଣି ନେଇ ମହିଳାଙ୍କ ସହ ଦୁର୍ବ୍ୟବହାର କରିବାର ଭିଡ଼ିଓ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି…..

0

ସମାଜ ରେ ରହୁଥିବା ଲୋକ ମାନେ ଦିନକୁ ଦିନ ଅତି ହିଂସ୍ର ହୋଇ ଯାଉଛନ୍ତି। ଏହି ଶିକ୍ଷିତ ସମାଜ ରେ ମଣିଷ ମାନେ ଧୀରେ ଧୀରେ ଅଶିକ୍ଷିତ ଭଳି କାର୍ଯ୍ୟ କରୁଛନ୍ତି, ଯାହା ଦ୍ୱାରା ଅନ୍ୟ ମାନେ ଅସୁବିଧା ର ସମୁଖୀନ ହେଉଛନ୍ତି,ଆଉ ଏହାକୁ ରୋକିବା ବହୁତ କଠିନ ହୋଇ ଯାଇଛି। ତେବେ ଦେଶ ଏତେ ଆଗକୁ ଗଲାଣି , ହେଲେ ଏହି ମଣିଷ ମାନଙ୍କ ଚିନ୍ତା ଧାରା ଅତି ନୀଚ ହୋଇ ଯାଉଛି। ଏବେ ମଣିଷ ମାନଙ୍କ ଭିତରେ ଖାଲି କ୍ରୋଧ , ହିଂସା , ଲୋଭ , ରାଗ ଆଦି ଭରି ରହିଛି, ଯାହା ଦ୍ୱାରା ସେ ଗୋଟେ ପରେ ଗୋଟେ ଅନ୍ୟାୟ୍ ଅତ୍ୟାଚାର କରି ଚାଲିଛି। ତେବେ ପ୍ରତେକ ଟି ମଣିଷ ଏହି ଭଳି ବ୍ୟବହାର କରୁଛି ।


ଆପଣ ମାନେ ଦେଖିବାକୁ ପାଉ ଥିବେ ସମାଜ ରେ କେଉଁ ଭଳି ଭାବେ ସବୁ ଘଟଣା ଘଟୁଛି।ହତ୍ୟା, ଦୁଷ୍କର୍ମ, ବଳାତ୍କାର ଭଳି ଅମାନବୀୟ ଏବଂ ଅମାନୁଷିକ କାର୍ଯ୍ୟ ଆଜିର ସମାଜରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକେ କୌଣସି କ୍ଷେତ୍ରରେ ନିଜକୁ ସୁରକ୍ଷିତ ଭାବିବା ପାଇଁ ଉଚିତ୍ ମନେ କରୁ ନାହାନ୍ତି, ଦିନକୁ ଦିନ ଏହିଭଳି ଅନେକ ଘଟଣା ଘଟୁଛି ଆମ ଭାରତ ବର୍ଷରେ। ଏହି ସମାଜ ରେ କୌଣସି ବି ନାରୀ ସୁରକ୍ଷିତ ହୋଇ ନାହଁନ୍ତି,ପ୍ରତି ଟି ସମୟ ରେ ନାରୀ ମାନଙ୍କ ପ୍ରତି ଅନେକ୍ ପ୍ରକାର ଅତ୍ୟାଚାର ହେବାର ଦେଖିବାକୁ ମିଳୁଛି। ତେବେ ସ୍ବାଧିନତା ର ଏତେ ବର୍ଷ ପରେ ମଧ୍ୟ ଆଜି ବି ନାରୀ ମାନଂକୁ ସୁରକ୍ଷା ମିଳି ପାରିନାହିଁ। ତେବେ ପୁଣି ସେମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ ।

ତେବେ ପ୍ରତିଟି ସମୟ ରେ ନାରୀ ମାନଂକୁ ଧୁସ୍କର୍ମ୍ ହେଉଛି, ତା ପ୍ରତି ଖରାପ ବ୍ୟବହାର ହେଉଛି ଯାହା ଦ୍ୱାରା ସେ ସମାଜ ରେ ନିଜ କୁ ସୁରକ୍ଷିତ ମନେ କରି ପାରୁ ନାହିଁ। ତେବେ ଏହି କିଛି ଦିନ ତଳେ ଦୁଇ ଜଣ ଯୁବକ ଜଣେ ମହିଳା ଙ୍କୁ ଜଙ୍ଗଲ ଭିତରକୁ ଟାଣି ଆଣି ତା ସହ ଜବରଦସ୍ତୀ କରିବାକୁ ଚେଷ୍ଟା କରିଛନ୍ତି , ଆଉ ଜଣେ ଯୁବକ କେମେରା ରେ ସବୁ ରେକର୍ଡ଼ କରୁଛି।ତେବେ ଏହି ଦୁଇ ଯୁବକ ମହିଳା ଙ୍କ ସହିତ ଖରାପ୍ ବ୍ୟବହାର କରିବା ସହିତ ତାଙ୍କୁ ଜୋର୍ ପାଟିରେ ଗାଳି ଦେଉଛନ୍ତି ମଧ୍ୟ,ଉତ୍ତ୍ୟକ୍ତ ହୋଇ ମହିଳା ଜଣଙ୍କୁ ଟାଣି ଓଟାରି ସେମାନେ ହଇରାଣ କରୁଛନ୍ତି।

ତେବେ ଏହି ଅପ ବ୍ୟବହାର କରୁ ଥିବା ସମୟ ରେ ଆଉ ଜଣେ ଯୁବକ ଏହାର ଭିଡିଓ କରୁଛନ୍ତି ।ତେବେ ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଘଟଣା ର ଖବର ପାଇ ପୋଲିସ ସେହି ଅପରାଧୀ ଙ୍କୁ ଧରିଛି। ସେହି ଅପରାଧ ଗୁଡିକ ହେଉଛନ୍ତି ରାହୁଲ , ଆକାଶ । ତେବେ ପୋଲିସ ସେମାନ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏହି ସବୁ କାର୍ଯ୍ୟ କରିବା ବନ୍ଦ କରନ୍ତୁ,ଏହା ଦ୍ୱାରା ସମାଜ ରେ ରହୁ ଥିବା ଝିଅ ମାନେ ନିଜ କୁ ଆହୁରି ଅସୁରକ୍ଷିତ ମନେ କରିବେ ଆଉ ଏହା ଆମ ସମାଜ ଉପରେ ଏକ ଖରାପ ପ୍ରଭାବ ପକାଇ ।