ଜାଣନ୍ତୁ ଏହି ମଜାଦାର ପ୍ରଶ୍ନ ଗୁଡିକର ଉତ୍ତର କଣ ହେବ। ଯାହା ଆପଣଙ୍କୁ ଚକିତ କରିବ

0

ଆଜିର ଏହି ଜଗତ ରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ମହାଭାରତ ର ଏମିତି କିଛି ପାଠ ରହିଥାଏ । ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ । କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ ।


ତେବେ ଏହି ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ। ତେବେ ଏହି ସବୁ ଛୋଟ ଛୋଟ କଥା । ଯାହା ଆମର ଜାଣିବା ଦରକାର। ତାକୁ ପ୍ରତିଦିନ ପଢିବା ଦରକାର। ସରକାର ଏହି ପାଠ କୁ ଆମର ଶିକ୍ଷା ସହ ଜଡିତ କରିଛନ୍ତି। ତେବେ ସେହି ପରୀକ୍ଷା ରେ ଏଭଳି ସାଧାରଣ ଜ୍ଞାନ ର୍ ପ୍ରଶ୍ନ ପଚାର ଯାଏ।ତେବେ ଆସନ୍ତୁ ଜାଣିବା ଏମିତି କିଛି ପ୍ରଶ୍ନ ଓ ଉତ୍ତର ଯାହା ଆପଣ କେବେ ଜାଣି ନଥିବେ। କି କେବେ ଶୁଣି ନଥିବେ।

୧) କେଉଁ ମହର୍ସି ନିଜ ପିତା ଙ୍କ ଆଦେଶ ରେ ମାତା ଙ୍କ ମୁଣ୍ଡ କାଟି ଦେଇ ଥିଲେ ?
ଉତ୍ତର:-ମହର୍ସି ପର୍ଶୁରାମ

୨)ପୂର୍ବ ଜନ୍ମ ରେ ରାବଣ ର ନାମ କଣ ଥିଲା ?
ଉତ୍ତର:- ପ୍ରତାଭ ଭାନୁ

୩) ରାମାୟଣ କେଉଁ ଯୁଗ ସହ ସମ୍ବନ୍ଧିତ୍ ଅଟେ?
ଉତ୍ତର:- ତ୍ରେତୟା ଯୁଗ

୪)ଯମ ରାଜ ଙ୍କ ହସ୍ତୀ ଙ୍କ ନାମ କଣ ?
ଉତ୍ତର:-ମହା ପଦ୍ମ

୫) ରାବଣ ର ଭୟ ରେ କେଉଁ ଦେବତା ନିଜ କୁ କାଉ ରୂପ ରେ ଲୁଚାଇ ରଖି ଥିଲେ ?
ଉତ୍ତର:- ଯମ

୬) ଚାରି ଓଳି କହିଲେ କେତେ ଦିନ ?
ଉତ୍ତର:- ଦୁଇ ଦିନ

୭)’ ସାକ୍ଷର ‘ ଶବ୍ଦ ର ବିପରୀତ ଶବ୍ଦ କଣ ?
ଉତ୍ତର :- ନିରକ୍ଷର

୮)ସାଙ୍କୁଚ କଣ ?
ଉତ୍ତର:- ଏକ ଜଳ ଜୀବ

୯) ଆସ୍ଵିନ ମାସ ଶୁକ୍ଲ ଦଶମୀ ରେ କେଉଁ ବ୍ରତ ପାଳନ କରା ଯାଏ ?
ଉତ୍ତର:- ସୋମୋନାଥ ବ୍ରତ

୧୦)ଦୁଷ୍ମନ୍ତ ଓ ଶକୁନ୍ତଳା ଙ୍କ ପୁତ୍ର ଙ୍କ ନାମ କଣ ?
ଉତ୍ତର:- ଭରତ

୧୧)ବିର୍ସା ମୁଣ୍ଡା କିଏ ?
ଉତ୍ତର:- ସ୍ୱାଧୀନତା ସଂଗ୍ରାମୀ

୧୨) ଓଡିଶା ର ଗଙ୍ଗା ନଦୀ ବୋଲି କାହାକୁ କୁହାଯାଏ ?
ଉତ୍ତର:- ମହାନଦୀ

୧୩)କେଉଁ ସ୍ଥାନ କୁ ଓଡିଶା ର ସ୍ଵର୍ଣ୍ଣ କ୍ଷେତ୍ର ବୋଲି କୁହା ଯାଏ ?
ଉତ୍ତର:- ମହାଙ୍ଗା

୧୪)ଓଡିଶା ର କାଶ୍ମୀର କାହାକୁ କୁହାଯାଏ ?
ଉତ୍ତର:- ଦାରିଙ୍ଗ୍ ବାଡ଼ି

୧୫) କେଉଁ ସ୍ଥାନ କୁ ଓଡିଶା ରେ ତୁଳସୀ କ୍ଷେତ୍ର ବୋଲି କୁହା ଯାଏ ?
ଉତ୍ତର:- କେନ୍ଦ୍ରାପଡା

୧୬)କେଉଁ ସ୍ଥାନ କୁ ଓଡିଶା ର ଅର୍କ କ୍ଷେତ୍ର ବୋଲି କୁହା ଯାଏ?
ଉତ୍ତର:- କୋଣାର୍କ

୧୭)କେଉଁ ସ୍ଥାନ କୁ ଓଡିଶା ର ଗଦା କ୍ଷେତ୍ର ବୋଲି କୁହାଯାଏ ?
ଉତ୍ତର:- ଯାଜପୁର

୧୮)କେଉଁ ସ୍ଥାନ କୁ ଓଡିଶା ର କୈଳାସ ବୋଲି କୁହା ଯାଏ ?
ଉତ୍ତର:- କପିଳାସ

୧୯)କେଉଁ ସ୍ଥାନ କୁ ଓଡିଶା ର ବାଣି କ୍ଷେତ୍ର ବୋଲି କୁହାଯାଏ ?
ଉତ୍ତର:- ଜଗତସିଂପୁର

୨୦)ଡୁଡୁମା ଜଳ ପ୍ରପାତ ଓଡିଶା ର କେଉଁ ଜିଲ୍ଲା ରେ ଅବସ୍ତିତ ?
ଉତ୍ତର:-କୋରାପୁଟ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।