ସବୁଠାରୁ ବଡ ଖୁଲାସା – ଦେଖନ୍ତୁ ଏହି ଭାଇରଲ ଭିଡ଼ିଓ ରାନୀ ପଣ୍ଡା ନିଜେ ଭିଡିଓ କରି କାନ୍ଦି କାନ୍ଦି କହିଲେ ମୋ ବାହାଘର କିଏ ଭାଙ୍ଗିଛି

0

କରୋନା ମହାମାରୀ ରୁ ବଞ୍ଚିବା ପାଇଁ ଆମ ସରକାର ସାରା ଦେଶରେ ଲକ୍ଡାଉନ୍ କରିଦେଇଥିଲେ। ଲଗାତାର ୪,୫ ମାସ ଧରି ଏହି ଲକ୍ଡାଉନ୍ ଆମ ଦେଶରେ ବଳବତ୍ତର ରହିଲା। ଏହି ସମୟ ରେ ସରକାର କଡା ନିୟମ କରିଥିଲେ କି କେହି ବି ଲୋକ ଜରୁରୀ କାଳୀନ ପରିସ୍ଥିତି ଛଡା ଆଉ କୌଣସି କାରଣ ରେ ବି ଘରୁ ବାହାରିବେ ନାହିଁ। ଏହି ସମୟ ରେ ଲୋକ ମାନେ ମଧ୍ୟ ସରକାର ଙ୍କ କଥା କୁ ପାଳନ କରୁଥିଲେ, ସମସ୍ତେ ଘରେ ରହୁଥିଲେ,

କେବଳ ଜରୁରୀ ସମୟ ରେ ହିଁ ଘରୁ ବାହାରକୁ ବାହାରୁ ଥିଲେ। ଏହି ସମୟରେ ଲୋକ ମାନେ କାମ କରିବା ପାଇଁ ଅଫିସ୍ ମଧ୍ୟ ଯାଉନଥିଲେ, କଳାକାର ମାନେ ମଧ୍ୟ ଘରେ ରହୁଥିଲେ। ଯାତ୍ରା କଳାକାର ଙ୍କ ଠାରୁ ଆରମ୍ଭ କରି ଫିଲ୍ମ ଦୁନିଆ ପର୍ଯ୍ୟନ୍ତ ସମସ୍ତେ ଘରେ ବସିଥିଲେ। ଏବେ କିନ୍ତୁ ସରକାର ସିରିଏଲ୍ ଏବଂ ଫିଲ୍ମ କରିବା ପାଇଁ ଅନୁମତି ଦେଇଥିବା ବେଳେ, ଯାତ୍ରା କରିବା ପାଇଁ ଅନୁମତି ଦେଇନାହାନ୍ତି।

ଏହା କିଛି ଦିନ ତଳେ ଅଭିନେତ୍ରୀ ରାନୀ ପଣ୍ଡା କେତେକ କଳାକାର ମାନଙ୍କ ସହ ରାଜଧାନୀ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେ କହିଥିଲେ ସରକାର ସବୁ ଦୃଷ୍ଟିରୁ ଯାତ୍ରା କଳାକାର ମାନଙ୍କ ଦୁଃଖ ଦେଖି, ସେମାନଙ୍କ ଦୁଃଖ କୁ ବୁଝି ଟିକେ ଯାତ୍ରା କରିବା ପାଇଁ ଅନୁମତି ଦିଅନ୍ତୁ। ଅନେକ ପ୍ରକାର ର ଦାବି ମଧ୍ୟ ସେ ସରକାର ଙ୍କ ପାଖରେ ରଖିଥିଲେ। ସରକାରଙ୍କ ଆଗରେ ରାନୀ ନିଜର କ୍ଷୋଭ ମଧ୍ୟ ପ୍ରକାଶ କରିଥିଲେ ଆଉ ଏହା ନେଇ ଯାତ୍ରା ଦୁନିଆ ର ଆଉ ଜଣେ କରାକାର ବାପି ପଣ୍ଡା ରାନୀ ଙ୍କୁ ବିରୋଧ କରିଥିଲେ। ସେ କହିଛନ୍ତି, ରାନୀ ଙ୍କର ଏପରି କ୍ଷୋଭ ପାଇଁ ସରକାର ଯାତ୍ରା କଳାକାର ମାନଙ୍କ କଥା ଶୁଣି ନାହାନ୍ତି ବୋଲି ବାପି ପଣ୍ଡା କହିଥିଲେ।

ଏହାପରେ ରାନୀ ପଣ୍ଡା ଏବଂ ବାପି ପଣ୍ଡା ଙ୍କ ମଧ୍ୟରେ ଅନେକ ଝଗଡା ହୋଇଥିଲା, ଦୁହେଁ ମିଡିଆ ଆଗରେ ମଧ୍ୟ ବହୁତ ଜୋରରେ ପରସ୍ପର ମଧ୍ୟରେ ଝଗଡା ଲାଗିଯାଇଥିଲେ। ଦୁହେଁ ଦୁହିଁଙ୍କୁ ଅନେକ କଟୁ କଥା,ଅନେକ ଖରାପ ଭାଷା ମଧ୍ୟ କହିଥିଲେ। ଆପଣ ମାନେ ତ ଜାଣିଛନ୍ତି ରାନୀ ପଣ୍ଡା ସବୁବେଳେ ନିଜର କଟୁ ଶବ୍ଦ କୁ ନେଇ ଚର୍ଚ୍ଚା ରେ ଥାଆନ୍ତି,ସେ ସବୁବେଳେ ବିବାଦ ଘେର ମଧ୍ୟରେ ରହିଥାଆନ୍ତି। ଯେବେଠାରୁ ସେ ଯାତ୍ରା ଦୁନିଆରେ ପାଦ ଦେଇଛନ୍ତି ସେବେଠାରୁ ବିବାଦ ତାଙ୍କ ପିଛା ଛାଡୁନି ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ।

ଏବେ କିନ୍ତୁ ସୋସିଆଲ୍ ମିଡିଆରେ ରାନୀ ଙ୍କ ର ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁ ଥିରେ ରାନୀ କାହାକୁ ଗାଳି ଦେଉଥିବା ବେଳେ ନଜର ଆସିନାହାଁନ୍ତି ବରଂ କାନ୍ଦୁଥିବା ବେଳେ ନଜର ଆସିଛନ୍ତି। ସେ କାନ୍ଦି କାନ୍ଦି ନିଜର କାରଣ ମଧ୍ୟ କହୁଛନ୍ତି। ଯେତେବେଳେ ବାପି ଙ୍କ ସହ ତାଙ୍କ ବିବାଦ ତୀବ୍ର ଆଡକୁ ଗଲା, ସେତେବେଳେ ସେ ମିଡିଆ ଆଗରେ କାନ୍ଦି କାନ୍ଦି କହିଛନ୍ତି କି କେତେଜଣ ଯାତ୍ରା କଳାକାର ତାଙ୍କ ପଛରେ ଲାଗି ତାଙ୍କ ବାହାଘର କୁ ଭାଙ୍ଗି ଦେଇଛନ୍ତି ତାଙ୍କ ବାହାଘର ଦୁଇ ମାସ ପୂର୍ବରୁ ହେବାର ଥିଲା କିନ୍ତୁ ହୋଇନାହିଁ। ସେ କହିଛନ୍ତି ଏମାନେ ମୋ ଜୀବନ କୁ ନର୍କ ମଧ୍ୟ କୁ ଠେଲି ଦେଇଛନ୍ତି। ମୋତେ ବିବାଦୀୟ ରାନୀ ପଣ୍ଡା ସଜେଇ ଦେଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।