ବିବାହ ମଣ୍ଡପରେ 7 ଫେରା ପରେ ନେବା ସମୟରେ ହଟାତ୍ ଝିଅ କଲା ବାନ୍ତି .. ପରିବାର ଏହା ଦେଖି ତୁରନ୍ତ ନେଲେ ହସ୍ପିଟାଲ , କିନ୍ତୁ ପରେ ଯାହା ଶୁଣିବାକୁ ମିଳିଲା ଜାଣିଲେ ଆଶ୍ଟର୍ଯ୍ୟ ହେବେ ?

0

ଆଜି କାଲି ଦୁନିଆରେ ବହୁତ ସନ୍ଦେହୀ ହୋଇଗଲାଣି, କାହା ଉପରେ ବି ଏବେ କାହାର ବିଶ୍ୱାସ ନାହିଁ। ଆଉ ସବୁଠୁ ବେଶୀ ସନ୍ଦେହ ଲୋକ ମାନେ କରୁଛନ୍ତି ଗୋଟେ ଝିଅ ହେଉ କିମ୍ବା ଏକ ବୋହୂ ର ଇଜ୍ଜତ୍ ଉପରେ। ଆଜି କାଲି ଦୁନିଆ ଯାହା ହେଲାଣି ଲୋକ ମାନଙ୍କ ର ଏପରି ସନ୍ଦେହ କରିବା ମଧ୍ୟ ସ୍ୱଭାବିକ ଅଟେ। କେତେକ ସ୍ଥାନ ରେ ଏକ ଝିଅ ର ଅନିଚ୍ଚା ସତ୍ତ୍ୱେ ତାକୁ ଦୁନିଆ ଆଗରେ କଳଙ୍କିନି ସଜେଇ ଦିଆଯାଉଛି।


ଆଉ କେତେକ ନାରୀ ନିଜେ ନିଜ କୁ କଳଙ୍କିନି ସଜଉଛନ୍ତି, ବିବାହ ପୂର୍ବରୁ ଅନ୍ୟ ପୁରୁଷ ମାନଙ୍କ ସହ ସମ୍ପର୍କ ରଖୁଛନ୍ତି। ବିବାହ ପରେ ଗର୍ଭବତୀ ହେଉଛି ଏବଂ 2 ଟି ଘର କୁ ବଦ୍ନାମ କରୁଛନ୍ତି। ଏକ ନାରୀ ର ଇଜ୍ଜତ ଉପରେ ଆଙ୍ଗୁଳି ଉଠା ଯାଉଛି। ଏହି ପରି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ରାଜ୍ୟର ବେଙ୍ଗାଳୁରୁ ସହର ରେ, ଯେଉଁ ଠାରେ ଏକ ନାରୀ ନିର୍ଦ୍ଦୋଷ ଥିଲେ ମଧ୍ୟ ତାକୁ ତାର ସ୍ୱାମୀ ଦୋଷୀ ବୋଲି କହିଛନ୍ତି। ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ ଘଟଣା ସମ୍ପର୍କରେ।


ବେଙ୍ଗାଲୁରୁ ଏକ ବିବାହ ହେଉଥିଲା, ଯେଉଁଠାରେ ବିବାହ ର ତୁରନ୍ତ ପରେ ଝିଅ ଟି ବାନ୍ତି କରିଥିଲେ।ଏହାପରେ ତାଙ୍କ ସ୍ୱାମୀ ତାଙ୍କୁ ଡାକ୍ତର ଙ୍କ ପାଖକୁ ନେଇଥିଲେ ଏବଂ ସେଠାରେ ତାଙ୍କର ଗର୍ଭଧାରଣ ଏବଂ କୁମାରୀତ୍ୱ ପରୀକ୍ଷା କରାଇଥିଲେ, କିନ୍ତୁ ସେହି ମହିଳା ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଥିଲା। ତେବେ ସୂଚନା ରୁ ଯାହା ଜଣାପଡୁଛି ଉତ୍ତର କର୍ଣ୍ଣାଟକ ର ଏକ ମେଟ୍ରିମୋନିୟଲ୍ସ୍ ସାଇଡ୍ ଦ୍ୱାରା ଜଣେ 29 ବର୍ଷୀୟ ଯୁବକ ଏବଂ ଜଣେ 26 ବର୍ଷୀୟ ଯୁବତୀ ଙ୍କ ର ବିବାହ ହୋଇଥିଲା ଯେଉଁ ମାନଙ୍କ ର ନାମ ଥିଲା ଶରଦ ଏବଂ ରକ୍ଷା। ଦୁହେଁ ପରସ୍ପର ସହ ବହୁଦିନ ଧରି ଏକାଠି ରହିଥିଲେ। ଏହାପରେ ଦୁହେଁ 2018 ରେ ପରସ୍ପର କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।


ଏହାପରେ ବିବାହ ମଣ୍ଡପରେ ରକ୍ଷା ଙ୍କ ର ଗ୍ୟାଷ୍ଟୋଇଟିସ୍ ପାଇଁ ବାନ୍ତି ହୋଇଥିଲା,କିନ୍ତୁ ତାଙ୍କ ସ୍ୱାମୀ ତାଙ୍କ ପ୍ରତି ସନ୍ଦେହ କରି ତାଙ୍କ ର ଗର୍ଭଧାରଣ ଏବଂ କୁମାରୀତ୍ୱ ଟେଷ୍ଟ କରାଇଥିଲେ। ପୁଣି ସେହି ଟେଷ୍ଟ ସିଏ ରକ୍ଷା ଙ୍କ ର ଅଜାଣତରେ କରାଇଥିଲେ। ସେହି କଥାକୁ ନେଇ ରକ୍ଷା ବହୁତ ରାଗିଯାଇଥିଲେ ଶରଦ ଙ୍କୁ ଅନେକ ପାଟି ମଧ୍ୟ କରିଥିଲେ ଏବଂ 3 ମାସ ପାଇଁ ତାଙ୍କ ଭଉଣୀ ଙ୍କ ଘରକୁ ମଧ୍ୟ ଚାଲି ଯାଇଥିଲେ। ଏହା ପରେ ରକ୍ଷା ଙ୍କୁ ଡକାଯାଇଥିଲା, ରକ୍ଷା ସେଠାକୁ ଆସି ସବୁ ସତ କଥା କହିଥିଲେ ଏବଂ ଶରଦ ନାମ ରେ ଆଉ ଏକ କେସ୍ କରିଥିଲେ। ପରେ ଏହି ମାମଲା କୋର୍ଟ କୁ ଯାଇଥିଲା।

ରକ୍ଷା ଙ୍କ ବିବାହ ର 15 ଦିନ ପୂର୍ବରୁ ତାଙ୍କ ମାଆ ଙ୍କ ର କ୍ୟାନ୍ସର୍ ରେ ମୃତ୍ୟୁ ହୋଇଥିଲା। ଏଥିପାଇଁ ସେ ଅନେକ ଶୋକ ଏବଂ ଦୁଃଖ ରେ ରହୁଥିଲେ। ଏଥିପାଇଁ ଶରଦ ଭାବିଥିଲେ ତାଙ୍କୁ ବିବାହ କରି ଖୁସି ଦେବେ ବୋଲି। ରକ୍ଷା ତାଙ୍କ ର ସୁଖ ଦୁଃଖ ର ସାଙ୍ଗ ଙ୍କ ସହ ନିଜ ର ଦୁଃଖ ବାଣ୍ଟୁଥିବା ବେଳେ ଶରଦ ଶୁଣିଥିଲେ ଏବଂ ରକ୍ଷା ଙ୍କୁ ସନ୍ଦେହ କରି ଏପରି କାର୍ଯ୍ୟ କରିଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।