ନିଆଁ ଭଳି ଭାଇରାଲ ହେଉଛି ଏହି ଅଭିନେତ୍ରୀ ଙ୍କର ଡେନସ ରେ ଡ୍ରେସ ଖୋଲିଦେବା ଭିଡିଓ ଆଉ ତା’ପରେ ଯାହା ହେଲା

0

ଆମ ବଲିଉଡ୍ ଇଣ୍ଡଷ୍ଟ୍ରି ରେ ଅନେକ ସୁନ୍ଦର ସୁନ୍ଦର ଅଭିନେତ୍ରୀ ଅଛନ୍ତି, ଯେଉଁମାନେ କି ନିଜର ଆକ୍ଟିଙ୍ଗ୍, ଡ୍ୟାନ୍ସ ଆଦି ଅପେକ୍ଷା ନିଜର ସୁନ୍ଦରତା ପାଇଁ ବେଶୀ ପ୍ରସିଦ୍ଧ। ସେମାନେ ପ୍ରକୃତ ରେ ଏତେ ସୁନ୍ଦର କି ତାଙ୍କୁ ପ୍ରଡ୍ୟୁସର୍ ମାନେ ଅଧିକ ରୁ ଅଧିକ ଫିଲ୍ମ ରେ ରଖିବା ପାଇଁ ଚାହାଁନ୍ତି, ଯାହା ଦ୍ୱାରା କି ସେମାନଙ୍କ ଫିଲ୍ମ ସୁପରହିଟ୍ ହେବ। ଆମ ବଲିଉଡ୍ ରେ କେବଳ ଆମ ଦେଶରୁ ନୁହେଁ ବାହାର ଦେଶରୁ ଝିଅ ମାନେ ଆସି ଫିଲ୍ମ କରି ବହୁ ସୁଟରହିଟ୍ ହୈଉଛନ୍ତି ଏବଂ ଲୋକ ମାନେ ମଧ୍ୟ ବହୁ ମାତ୍ରାରେ ସେମାନଙ୍କୁ ପସନ୍ଦ ମଧ୍ୟ କରୁଛନ୍ତି,

ବଲିଉଡ୍ ର ସେହିପରି ଜଣେ ହିରୋଇନ୍ ହେଉଛନ୍ତି ଉର୍ବଶୀ ରେଟେଲା,ଯିଏ କି ନିଜ ର ସୁନ୍ଦରତା ପାଇଁ ଅଧିକ ପ୍ରସିଦ୍ଧ। ତାଙ୍କୁ ପ୍ରକୃତି ସୁନ୍ଦରୀ ବୋଲି ମଧ୍ୟ କୁହାଯାଏ।  ବଲିଉଡ୍ ରେ ଏବେ ସମସ୍ତେ ଉର୍ବଶୀ ଙ୍କ ର ସୁନ୍ଦରତା ପଛରେ ପଡିଯାଇଛନ୍ତି। ବଲିଉଡ୍ କୁ ସେ ସିଂହ ସାହାବ ଦି ଗ୍ରେଟ୍ ଫିଲ୍ମ ଦ୍ୱାରା ଫେରି ଆସିଥିଲେ। ଏହି ଫିଲ୍ମ ଦ୍ୱାରା ଉର୍ବଶୀ ସମସ୍ତ ଙ୍କୁ ନିଜର ଦିୱାନା କରିଦେଇଥିଲେ,ଆଉ ଏପରି ଅନେକ ଫିଲ୍ମ ଅଛି ଯେଉଁଥିରେ ଉର୍ବଶୀ ରେଟେଲା ନିଜର ସମସ୍ତ ବୋଲ୍ଡନେଶ୍ ର ସୀମା ପାର କରି ଯାଇଛନ୍ତି। ଆଉ ଏବେ ସୋସିଆଲ୍ ମିଡିଆରେ ଉର୍ବଶୀ ରେଟେଲା ଙ୍କ ର ସେହିପରି ଏକ ଭିଡିଓ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି।

ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଉର୍ବଶୀ ରେଟେଲା ନିଜର ଏକ ଡ୍ୟାନ୍ସ ପ୍ରାକ୍ଟିସ୍ ସମୟ ରେ ନିଜର ଟପ୍ସ ଓହ୍ଲାଇ ଦେଇଥିଲେ।ଉର୍ବଶୀ ଚାଇନା ରେ ହୋଇଥିବା ଏକ ପ୍ରତିଯୋଗିତା ରେ ଉଈନ୍ ହୋଇଥିଲେ ଯାହାର ନାମ ଥିଲା ଟୁରୀଜମ୍ କୁଈନ୍ ଅଫ୍ ଦି ଇଅର୍ 2011। ଏହା ପରେ ଉର୍ବଶୀ ବେଶ୍ ଚର୍ଚ୍ଚିତ ଏକ ଚେହେରା ପାଲଟି ଯାଇଥିଲେ,ଏହାପରେ ତାଙ୍କୁ ଅନେକ ଗୁଡିଏ ଫିଲ୍ମ ରେ କାମ କରିବା ପାଇଁ ଅଫର୍ ମଧ୍ୟ ଆସିଲା। ଆଜି ର ରେଟ୍ ରେ ଉର୍ବଶୀ ଜଣେ ଏପରି ହିରୋଇନ୍ ହୋଇଯାଇଛନ୍ତି ଯିଏ କି ବଲିଉଡ୍ ରେ ଅଧିକ ଟଙ୍କା ନେଉଥିବା ହିରୋଇନ୍ ମାନଙ୍କ ଭିତରୁ ଜଣେ।


ଉର୍ବଶୀ ନିଜର ଏକ ଡ୍ୟାନ୍ସ ବିଜଲି ତାର୍ ପ୍ରାକ୍ଟିସ୍ ସମୟରେ ନିଜର ଟପ୍ସ ଟି କୁ ଓହ୍ଲାଇ ଦେଇଥିଲେ। ଆଉ ସେ ନିଜର ଏହି ଡ୍ୟାନ୍ସ ଟି କୁ ନିଜର ଇନ୍ଷ୍ଟାଗ୍ରାମ୍ ଏକାଉଣ୍ଟ ରେ ମଧ୍ୟ ପୋଷ୍ଟ କରିଥିଲେ। ଲକ୍ଷ ଲକ୍ଷ ଲୋକ ଏହି ଭିଡିଓ ଟି କୁ ଦେଖିଥିଲେ। ଅନେକ ଲୋକ ଉର୍ବଶୀ ଙ୍କ ର ଏପରି ମୁଭ୍ କୁ ବହୁତ ପ୍ରଶଂସା କରିଥିଲେ ଏବଂ ଆଉ ଅନେକ ଲୋକ ଏହାକୁ ନେଇ ଉର୍ବଶୀ ଙ୍କୁ ଅନେକ ଗାଳି ମଧ୍ୟ ଦେଇଥିଲେ,ଉର୍ବଶୀ ଙ୍କ ର ଏହି ନାଚ ଅଭ୍ୟାସ ଟି ଲୋକ ମାନଙ୍କ ଦ୍ୱାରା ବହୁତ ଚର୍ଚ୍ଚା ର ବିଷୟ ହେବା ରେ ଲାଗିଛି।

ଉର୍ବଶୀ ଙ୍କ ସହ ପ୍ରଡ୍ୟୁସର୍ ଜୟନ୍ତୀ ଲାଲ୍ ଗଡା ଙ୍କ ର ପୁଅ ର ରିସେପ୍ସନ୍ ପାର୍ଟି ରେ ଏପରି ଏକ ଘଟଣା ଘଟିଥିଲା। ଉର୍ବଶୀ ସେହି ପାର୍ଟି କୁ ଯାଇ ସେଠାରେ ଥିବା ସବୁ ଲୋକ ମାନଙ୍କ ସହ ମିଶୁଥିଲେ। ସେଠାରେ ବୋନି କପୁର ମଧ୍ୟ ଥିଲେ, ସେ ତାଙ୍କ ପାଖକୁ ଯାଇ ତାଙ୍କ ସହ ମଧ୍ୟ ମିଶୁଥିଲେ। କିନ୍ତୁ ତାଙ୍କ ସହ କଥା ହେବା ସମୟ ରେ କ୍ୟାମେରା ମେନ୍ ଜଣଙ୍କ ଏପରି କିଛି ଫଟୋ ଏବଂ ଭିଡିଓ କରି ଦେଇଥିଲେ, ଯାହା ପରେ ସୋସିଆଲ୍ ମିଡିଆ ରେ ଭାଇରାଲ୍ ହେବା ପରେ ଉର୍ବଶୀ ଙ୍କୁ ଏଥିପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ପରେ ଉର୍ବଶୀ କହିଥିଲେ,ଏପରି କିଛି ନୁହେଁ, ଆପଣ ମାନେ ଯାହା ବି ଦେଖିଛନ୍ତି ତାହା କିଛି ବି ନୁହେଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।