ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡ଼ିଓ । ଛିଃ ଛିଃ ବୋହୂର ନିଜ ଅସହାୟ ଶାଶୂ କୁ ଅତ୍ୟାଧୁନିକ ଅତ୍ୟାଚାର। କ୍ୟାମେରାରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ….

0

ଆମ ସମାଜ ଏବେ ବହୁତ ଉନ୍ନତ ହୋଇ ଗଲାଣି , ପ୍ରତେକ ଲୋକ ଏବେ ଶିକ୍ଷିତ ହୋଇ ଗଲେଣି। ତେବେ ଲୋକ ଙ୍କ ଶିକ୍ଷିତ ହେବା ଯୋଗୁ ଆଜି ଦେଶ ବହୁତ ଆଗକୁ ଯାଇଛି। ତେବେ ଆଉ ଲୋକ ମାନେ ଆଗ ଭଳି ନାହାନ୍ତି।ସମସ୍ତେ ଏବେ ପାଠ ପଢିବା ପାଇଁ ଆଗ୍ରହୀ ହୋଇ ଗଲେଣି କିନ୍ତୁ ଆଗରୁ ଲୋକ ମାନେ ପାଠ କଣ ଜାଣି ନ ଥିଲେ, ଆଉ ଭଦ୍ରାମି ମଧ୍ୟ ନ ଥିଲା କାହାକୁ କେମିତି ବ୍ୟବହାର କରିବା ଦରକାର କୌଣସି ଜ୍ଞାନ ନ ଥିଲା । ତେବେ ଧୀରେ ଧୀରେ ସମୟ ବଦଲିବା ସହ ଲୋକ ମାନେ ମଧ୍ୟ ବଦଳି ଯାଉଛନ୍ତି,ଲୋକ ମାନଙ୍କ କଥା ବାର୍ତା ,ଆଚାର ବ୍ୟବହାର , ଆଦି ସବୁ କିଛି ହେଲେ ଏବେ ସମାଜ ରେ ମନୁଷ୍ଯତା ଆଉ ନାହିଁ।


ତେବେ ଏହି ଶିକ୍ଷିତ ସମାଜ ରେ ଲୋକ ମାନଙ୍କ ମନ ରେ ଆଜି କାଲି ସବୁ ଏହି ଭଳି ଭାବ ଅଧିକ ମାତ୍ରା ରେ ଭରି ରହିଛି ।କୁହାଯାଉଛି ଆଧୁନିକ ଯୁଗରେ ଆଧୁନିକ ପାଠ ପଢ଼ିବା ଦ୍ବାରା ଯୁବକ ଯୁବତୀ ଜ୍ଞାନ ଅର୍ଜନ କରିବା ସହିତ ନିଜର ଚରିତ୍ର କୁ ମାର୍ଜିତ କରୁଛନ୍ତି। ଗୁରୁଜନଙ୍କୁ ସମ୍ମାନ ଜଣାଇବା ଅନ୍ୟକୁ ଉତ୍ତମ ବ୍ୟବହାର ଦେଖାଇବା ଆଦି ଗୁଣ ଉତ୍ତମ ଶିକ୍ଷା ରୁ ସେମାନଙ୍କ ପାଖକୁ ଆସିଥାଏ।ତେବେ ଜଣେ ଶାଶୁ ମା ସମ୍ପର୍କର ହୋଇଥିବା ବେଳେ ଏବଂ ବୋହୂ ଝିଅ ଭଳି ହୋଇଥିବା ବେଳେ କିନ୍ତୁ ଅନେକ ସମୟରେ ଏହି ସମ୍ପର୍କରେ ଦେଖା ଦେଇଥାଏ ତିକ୍ତତା ଏବଂ ନିଷ୍ଠୁରତା।ଆପଣ ମାନେ ଏବେ ସମାଜ ରେ ଦେଖିବାକୁ ପାଉ ଥିବେ କି ସବୁ ବେଳେ କୌଣସି ନା କୌଣସି ଘରେ ଝଗଡା , କଳି ଲାଗି ରହିଛି ।ତେବେ ଏହା ଏବେ ନିତିଦିନିଆ ଘଟଣା ହୋଇ ଯାଇଛି।

ତେବେ ଆଗରୁ ଆପଣ ଜାଣି ଥିବେ ଅନେକ ଲୋକ ଙ୍କ ଘରେ ଶାଶୁ ଆଉ ବହୁ ମଧ୍ୟ ରେ ଅନେକ ତିକ୍ତତା ଦେଖା ଦେଉ ଥିଲା।ହେଲେ ଏବେ ସେହି ସବୁ ଆଉ ନାହିଁ କିନ୍ତୁ ଅନେକ ପରିବାର ରେ ମଧ୍ୟ ଆଜି ବି ସେମିତି ତିକ୍ତତା ଦେଖା ଦଉଚି।ଯାହା ଦ୍ୱାରା ଶାଶୁ ଓ ବହୁ ର ସମ୍ପର୍କ ମଧ୍ୟ ରେ ଫାଟ ସୃଷ୍ଟି ହେଉଛି।ତେବେ ବୋହୁ କୁ ଝିଅ ଭଳି ଦେଖୁନି ଶାଶୁ ତ ପୁଣି କେତେବେଳେ ଶାଶୁ କୁ ମାଆ ଭଳି ଗଣନା କରୁନି ବୋହୁ।ତେବେ କୁହା ଯାଇ ପାରେ ମଣିଷ ଧୀରେ ଧୀରେ ତାର ଭଦ୍ରାମି ଏବଂ ସଭ୍ୟତା କୁ ଭୁଲି ଅସଭ୍ୟ ଆଚରଣ କରିବାକୁ ଲାଗିଲାଣି।ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି , ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।


ତେବେ ଏହି ଦୁଖଦଃ ଘଟଣା ଉତ୍ତର ପ୍ରଦେଶର ରେ କଉସମ୍ବି ଅଞ୍ଚଳ ରେ ଦେଖିବାକୁ ମିଳିଛି । ତେବେ ସେଠାରେ ଜଣେ ବୋହୁ ତା ଶାଶୁ କୁ ଅତି ଅଭଦ୍ର ଭଳି ବ୍ୟବହାର କରୁଛି,ତେବେ ତାକୁ ଅନେକ ପ୍ରକାର ଅତ୍ୟାଚାର କରୁଛି। ତେବେ ସେହି ବହୁ ଜଣକ ତାର ଅସହାୟ ଶାଶୁ କୁ ତଳକୁ ଟାଣି ପକାଇ ଦଉଚି।ତାଙ୍କ ମୁଁହ ରେ ଲୁଗା ଦେଇ ତାକୁ ଗୋଇଠା , ଚାପୁଡ଼ା ପିତୁଛି। ଆଉ ତାଙ୍କୁ ତଳକୁ ଟାଣି ପକାଇ ଦଉଚି ,ସୋଇଥିବା ଅବସ୍ଥା ରେ ତାକୁ ତଳକୁ ପେଲି ଦେଉଛି। ଆଉ ସେହି ନିସହୟ୍ ଶାଶୁ ଜଣକ କିଛି ନ୍ କରି ପରି ତଳେ ମୁଁହ ମାଡି ପଡି ଯାଉଛି।

ତେବେ ଏହି ଘଟଣା ର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବହୁତ ଭାଇରଲ ହୋଉଛି।ତେବେ ଏହିଭଳି ଏକ ଘଟଣା ଓ ହିଂସାକାଣ୍ଡ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି,ସ୍ୱାମୀ ସ୍ତ୍ରୀ ର ଅଜାଣତ ରେ ସେଠାରେ ଏକ କେମେରା ଲଗାଇ ଦେଇ ଥିଲା। ତେବେ ସ୍ତ୍ରୀ ର ଏଭଳି କାର୍ଯ୍ୟ ଦେଖି ତା ସ୍ୱାମୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛି।ତେବେ ଏହି ଘଟଣା ଏବେ ସବୁ ସ୍ଥାନ ରେ ଚର୍ଚ୍ଚା ର ବିଷୟ ହୋଇଛି। ତେବେ ଲୋକ ମାନେ ମଧ୍ୟ ଏହାକୁ ତୀବ୍ର ନିନ୍ଦା କରୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।