ମାଆ ଝିଅ ଉଭୟ ଙ୍କ ସହ ଏକା ସମୟ ରେ ହେଲା ଏହି ଚମତ୍କାର ସମ୍ପୂର୍ଣ୍ଣ ଘଟଣା ଟି ଶୁଣିଲେ ପାଦ ତଳୁ ମାଟି ଖସିଯିବ

0

ବେଳେ ବେଳେ ଆମ ସମାଜ ରେ ଏଭଳି କିଛି ଘଟଣା ଦେଖିବାକୁ ମିଳେ ଯାହା ଦେଖିଲା ପରେ ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉ, ତେବେ ଏଭଳି ଘଟଣା ଆମ ଆଖ ପାଖ ରେ ଅନେକ ଥର ଦେଖିବାକୁ ମିଳେ। ତେବେ ଏହି ଘଟଣା ଗୁଡିକ ଅନେକ ଲୋକ ଙ୍କ ପାଇଁ ବହୁତ କ୍ଷତି ହୋଇ ଥାଏ ତ ଆଉ କିଛି ଜଣକ ଙ୍କ ପାଇଁ ବହୁତ ଲାଭ ଦାୟକ ହୋଇ ଥାଏ। ତେବେ ଏସବୁ ଘଟଣା ଆଜି କାଲି ଆପଣ ସୋସିଆଲ ମିଡିଆରେ ସବୁ ଦେଖିବାକୁ ପାଉ ଥିବେ, ଏହି ସୋସିଆଲ ମିଡ଼ିଆ ରେ ଆପଣ ବହୁତ ଆଶ୍ଚର୍ଯ୍ୟଜନକ ଘଟଣା ଘଟୁ ଥିବାର ଦେଖିବାକୁ ପାଉ ଥିବେ ,ଯାହା ଦେଖିଲା ପରେ ଆମ କୁ ବିଶ୍ୱାସ ହୋଇ ନଥାଏ ଆଉ ଏହାକୁ ଆମେ ମିଛ ବୋଲି ଭାବି ଥାଉ କିନ୍ତୁ ବେଳେ ବେଳେ ସାମ୍ନା କୁ ଏମିତି ଖବର ଆସେ ଯାହା କୁ ବିଶ୍ୱାସ କରିବା କଷ୍ଟ ହୋଇ ଯାଏ।ଏହି ସବୁ ଘଟଣା ଗୁଡିକ ହଠାତ୍ ଘଟିବାରେ ଦେଖିବାକୁ ମିଳେ ।


ତେବେ ଆପଣ ମାନେ ଅନେକ ସ୍ଥାନ ରେ ଅନେକ କିଛି ଘଟଣା ଦେଖିବାକୁ ପାଉ ଥିବେ। ତେବେ ଆପଣ ଦେଖି ଥିବେ କି ଯେତେବେଳେ ପିଲା ଜନ୍ମ ହୁଏ ହେଲେ ଆଜି କାଲି ବହୁତ ଅଜିବ୍ ପ୍ରକାର ଘଟଣା ସବୁ ଦେଖିବାକୁ ମିଳୁଛି । ତେବେ ପିଲା ଜନ୍ମ ହେଲା ବେଳେ ଏମିତି ସବୁ ଘଟଣା ଦେଖିବାକୁ ମିଳୁଛି ,ଯାହା ଡାକ୍ତର ମାନେ ମଧ୍ୟ ଏହି ଭଳି ଘଟଣା ଆଗରୁ ଦେଖି ନ୍ ଥିବେ ବୋଲି କହୁଛନ୍ତି। ତେବେ ସେହି ଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟି ଥିବାର ଜାଣିବାକୁ ମିଳିଛି, ଆସନ୍ତୁ ଜାଣିବା ଘଟଣା ଟିକଣ

ତେବେ ଏହି ଘଟଣା ଟି ସିରିୟାରେ,ସେଠାରେ ଏହି ଘଟଣା ଦେଖି ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ତେବେ ଘଟଣା ଟି ଏହା କି ଜଣେ ମା ଝିଅ ଉଭୟ ସନ୍ତାନ ଜନ୍ମ କରିଛନ୍ତି,ତାହା ପୁଣି ଗୋଟେ ହସ୍ପିଟାଲରେ ଆଉ ଏକ ସମୟରେ।ତେବେ ସେହି ମା ର ନାମ ଫାତ୍ମ ବିରିନିଶି ଯାହାଙ୍କ ବୟସ ପାଖା ପାଖି 42 ବର୍ଷ ହେବ ଓ ସେହି ଝିଅ ର ନାମ ଗେଡ ବିରିନିସ ଯାହାଙ୍କ ବୟସ 21 ବର୍ଷ ହେବ।ଦୁଇ ଜଣ ମା ଝିଅ ସିଯାରିଂ ଅପରେସନ ମାଧ୍ୟମ ରେ ଛୁଆ ଜନ୍ମ କରିଛନ୍ତି । ତେବେ ସେଠାକାର ଡାକ୍ତର ମଧ୍ୟ ଏହି ଘଟଣା ଦେଖି ଚକିତ ହୋଇଛନ୍ତି ଆଉ କହିଛନ୍ତି ସେମାନେ ଏହି ପରି ଘଟଣା ତାଙ୍କ ଜୀବନ ରେ ପ୍ରଥମ ଥର ଦେଖିଛନ୍ତି । ତେବେ ଖାଲି ଡାକ୍ତର ନୁହଁ ସେଠାରେ ରହି ଥିବା ସବୁ ଷ୍ଟାଫ ଓ ଲୋକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଆଉ ଏହି ଘଟଣା ପ୍ରଥମ ଥର ଦେଖିଛନ୍ତି ବୋଲି କହିଛନ୍ତି।

ତେବେ ସେହି ଦୁଇ ଜଣ ମା ଓ ଝିଅ ୨୦୧୪ ରେ ହୋଇ ଥିବା ଏକ ଯୁଦ୍ଧ ରୁ ତୁର୍କି ରୁ ସିରିୟାକୁ ଆସିଥିଲେ,ଏହା ପରେ ସିରିୟା ରେ ହିଁ ନିଜର ଜୀବନଯାପନ ଆରମ୍ଭ କରିଲେ। ଆଉ ଏବେ ଦୁଇ ଜଣ ମା ଓ ଝିଅ ଗୋଟିଏ ସମୟ ରେ ଗୋଟିଏ ହସ୍ପିଟାଲ୍ ରେ ଓ ଉଭୟ ସିଜରିଙ୍ଗ୍ ମାଧ୍ୟମ ରେ ସନ୍ତାନ ଜନ୍ମ ଦେଇଛନ୍ତି । ଡାକ୍ତର ଙ୍କ କହିବା ଅନୁସାରେ ସେ ଏହି ପରି ଘଟଣା ନିଜ ଜୀବନ କାଳ ରେ ପ୍ରଥମ ଥର ପାଇଁ ଦେଖୁ ଅଛନ୍ତି । ସେମାନେ ଯେତେବେଳେ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ ତାଙ୍କ ସହିତ କେହି ନଥିଲେ, ଆଉ ସବୁଠୁ ବଡ଼ କଥା ସେହି ଦୁଇ ମହିଳା ଙ୍କ ର ସ୍ବାମୀ ବିଷୟ ରେ ହସ୍ପିଟାଲ୍ ର କତୃପକ୍ଷ କୁ କିଛି ବି ଜଣା ନାହିଁ । ତେବେ ଏହି ଘଟଣା ଟି କୁ ଦେଖି ଦେଖି ଚକିତ ହୋଇ ଅଛନ୍ତି ଆଉ ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।