ଦେଖନ୍ତୁ ବୈଜ୍ଞାନିକ ମାନେ ବାହାର କରିଲେ ଶସ୍ତା ଚିକିତ୍ସା , ୧୦ ଦିନରେ ଦୂର ହେବ କ୍ୟାନସର୍ ର ସମସ୍ୟା

0

ମଣିଷ ର ଶରୀର ରହିଛି ମାନେ ରୋଗ ମଧ୍ୟ ରହିଛି। ତେବେ ମଣିଷ ମାନଂକୁ ଅନେକ ପ୍ରକାର ରୋଗ ହୋଇ ଥାଏ,ଆଉ ଏହି ରୋଗ ଗୁଡିକୁ ଭଲ କରିବା ପାଇଁ ବିଭିନ୍ନ ପ୍ରକାର ଚିକିତ୍ସା ର ଆବଶ୍ୟକ ହୋଇ ଥାଏ। ତେବେ ଆମେ ସୁସ୍ଥ ରହିବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ଖାଇ ଥାଉ। ତେବେ ଏହି ଖାଦ୍ୟ ଆମ ଶରୀର କୁ ଶକ୍ତି ଦେଇ ଥାଏ ଆଉ ଏହା ଆମ କୁ ରୋଗ ମୁକ୍ତ କରାଇ ଥାଏ, ତେଣୁ ଆମେ ପ୍ରତିଦିନ ଆମ ଖାଦ୍ୟ ରେ କିଛି ପ୍ରୋଟିନ ଯୁକ୍ତ ଖାଦ୍ୟ ମିଶାଇ ଖାଇବା ଉଚିତ। ତେବେ ମଣିଷ ମାନଂକୁ ଅନେକ ପ୍ରକାର ରୋଗ ଦେଖା ଦେଇ ଥାଏ ଯଥା ଥଣ୍ଡା , ଜର , କାଶ , ବାନ୍ତି , ଆଦି ରୋଗ ହେଇ ଥାଏ। ତେବେ ଏମିତି କିଛି ରୋଗ ରହିଛି ଯାହାର୍ ଚିକିତ୍ସା ଆଜି ଯାଏ ବାହାରି ନାହିଁ ଆଉ ଏହି ରୋଗ ଗୁଡିକ ପାଇଁ ଅନେକ ଲୋକ ମୁର୍ତ୍ୟୁ ବରଣ କରନ୍ତି।


ତେବେ ଏହି ରୋଗ ଗୁଡିକ ରେ ଆଜି ଯାଏ କୌଣସି ଔଷଧ ବାହାରି ନାହିଁ । ତେବେ ଏହି ରୋଗ କୁ ଭଲ କରା ଯାଇ ପାରୁ ନାହିଁ । ତେବେ ଏହା ଉପରେ ଅନେକ ବୈଜ୍ଞାନିକ ମାନେ କାମ କରୁଛନ୍ତି ସତ , ହେଲେ ଏହାର କୌଣସି ଉପଚାର ବାହାରି ପାରୁ ନାହିଁ। ତେବେ ଏହି ସେହି ରୋଗ ହେଉଛି କର୍କଟ ରୋଗ। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କର୍କଟ ରୋଗରେ ମୃତ୍ୟୁ ବରଣ କରନ୍ତି , କାରଣ କର୍କଟ ରୋଗରୁ ମୁକ୍ତି ପାଇବା ପାଇଁ ଔଷଧ ତିଆରି କରାଯାଇଛି, ଯାହା ବହୁତ ମହଙ୍ଗା , ସାଧାରଣ ଲୋକ ସେହି ଔଷଧ କିଣନ୍ତି ନାହିଁ , ଅନେକ ସାଧାରଣ ଲୋକ ଔଷଧ ନ ନେଇ ମୃତ୍ୟୁ ବରଣ କରନ୍ତି। ତେବେ ଏହି ରୋଗ ଦିନ କୁ ଦିନ ଅଧିକ ବଢ଼ିବାରେ ଲାଗିଛି।

ତେବେ ଜଣେ ଡାକ୍ତର ଏହି ରୋଗ ର ଔଷଧ ବାହାର କରିଛନ୍ତି ବୋଲି ଦାବି କରୁଛନ୍ତି । ଏହି ଡାକ୍ତର ୨ ଟଙ୍କା ରେ କର୍କଟ ରୋଗର ଚିକିତ୍ସା କରନ୍ତି -ଡାକ୍ତର ଦାବି କରିଛନ୍ତି ଯେ ବର୍ତ୍ତମାନ ଘରେ ଗୋଟିଏ ଜିନିଷ ସହିତ କର୍କଟ ଚିକିତ୍ସା କରାଯାଏ , ଡାକ୍ତର କର୍କଟ ରୋଗୀଙ୍କୁ ୨ ରୁ ୧୦ ଟଙ୍କା ବେକିଂ ସୋଡା ସହିତ ଚିକିତ୍ସା କରିଛନ୍ତି, ସେମାନେ ଏହି ସୋଡା ଦ୍ୱାରା କର୍କଟ ରୋଗକୁ ଭଲ କରୁଛନ୍ତି। ତେବେ ଡାକ୍ତର ଙ୍କ ମତ ଅନୁସାରେ ଏହି ଉପଚାର୍ ନିହାତି କାର୍ଯ୍ୟ କରିବ ବୋଲି କହିଛନ୍ତି।ତେବେ ଏହା ଦ୍ୱାରା ମାତ୍ର ୧୦ ଦିନ ମଧ୍ୟ ରେ କର୍କଟ ଭଳି ରୋଗ ଭଲ ହୋଇ ଯାଉଛି।

ତେବେ ଏହା ଗୋଟେ ଏମିତି ରୋଗ ଯାହାର ମଣିଷ ବଂଚିବାର କୌଣସି ସମ୍ଭାବନା ନ ଥାଏ , ଏହି ଉପଚାର ୧୦ ଦିନ ମଧ୍ୟ ରେ କାର୍ଯ୍ୟ କରିବ। ତେବେ ସେ କହିଛନ୍ତି ୨୦ ବର୍ଷ ଧରି ବେକିଂ ସୋଡା ସହିତ କର୍କଟ ରୋଗର ଚିକିତ୍ସା କରି ଆସୁଛନ୍ତି ।ତେବେ ତାଙ୍କ ମତ ରେ ଯେ କ୍ୟାନସରରୁ ମୁକ୍ତି ପାଇବାକୁ ଆସୁଥିବା ଔଷଧ କେବଳ କୋଷରେ କାମ କରେ ।ସେ ଆହୁରି ମଧ୍ୟ କହିଛନ୍ତି ଯେ ଚର୍ମ କର୍କଟ, ଆୟୋଡିନ୍ ଟିଣ୍ଟୁର ଏବଂ ସୋଡାରୁ ମୁକ୍ତି ପାଇବା ପାଇଁ ଭଲ ପଦକ୍ଷେପ ରହିଛି, ଏହା ବହୁ ଅନୁସନ୍ଧାନ ପରେ ପ୍ରମାଣିତ ହୋଇଛି । ସେ ତାଙ୍କ ରୋଗୀଙ୍କୁ୨୦ ବର୍ଷ ଧରି ବେକିଂ ସୋଡା ସହିତ ଚିକିତ୍ସା କରୁଛନ୍ତି। ତେବେ ଏହା ସବୁ କର୍କଟ ରୋଗୀ ଙ୍କ ପାଇଁ ବହୁତ ଫଳପ୍ରଦ୍ ହେବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।