ପସନ୍ଦ କରନ୍ତୁ ଗୋଟେ ରଙ୍ଗ – ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ ବିଷୟରେ ଯାହା କେବେବି ଭାବି ବି ନଥିବେ

0

ଆମ ସମାଜ ଯେତେ ମାତ୍ରା ରେ ଅଗ୍ରଗତି ହେଉଛି ମଣିଷ ସେତେ ମାତ୍ରାରେ ସହଜବାଦୀ ହୋଇ ପଡୁଛି। ମଣିଷ ନିଜ ଜୀବନକୁ ହସ ଏବଂ ଖୁସିରେ ଭରି ଦେବାକୁ ସର୍ବଦା ଚେଷ୍ଟିତ। ମାତ୍ର ଏହା ସବୁବେଳେ ଭାଗ୍ୟରେ ସମ୍ଭବ ହୋଇ ନଥାଏ। ଅନେକ ଲୋକ ଅନ୍ଧବିଶ୍ୱାସର ମଧ୍ୟ ଏବେ ବଞ୍ଚିଛନ୍ତି। ଆଉ ସବୁ କିଛି ହାସଲ କରିବାକୁ କଳା ଯାଦୁର ମଧ୍ୟ ପ୍ରୟୋଗ କରୁଛନ୍ତି। ତେବେ ଏହା କେତେ ମାତ୍ରା ସତ୍ୟତା ରହିଛି ତାହା ଆପଣ ଆକଳନ କରିବେ।  ତେବେ ଆଜି ଆମେ ଆପଣଙ୍କ ସହିତ ଏକ ରଙ୍ଗ ର କୌଶଳ ପ୍ରୟୋଗ କରିବୁ। ଆଉ ଆପଣଙ୍କ ପସନ୍ଦ ଜଣାଇଦେଵ ଆପଣଙ୍କ ଭବିଷ୍ୟତରେ କଣ ଘଟଣା ଘଟିବ। ଆପଣ ଯଦି ଏଥିପାଇଁ ଆଗ୍ରହୀ ତେବେ ଆପଣଙ୍କୁ ଚିତ୍ର ରେ ଦିଆ ଯାଇଥିବା ତିନିଟି ରଙ୍ଗ ମଧ୍ୟରୁ ଗୋଟିଏ ଚୟନ କରିବାକୁ ହେବ। ଏହି ତିନିଟା ରଙ୍ଗ ହେଲା ହଳଦିଆ, ନାଲି ଏବଂ ସବୁଜ।

ଯେଉଁ ବ୍ୟକ୍ତି ମାନେ ହଳଦିଆ ରଙ୍ଗ କୁ ପସନ୍ଦ କରିଛନ୍ତି ସେହି ମାନଙ୍କ ର ଭବିଷ୍ୟତ ବିଷୟରେ ଆସନ୍ତୁ ଜାଣିବା।

ଏହି ବ୍ୟକ୍ତି ମାନେ ସାଧାରଣତଃ ଅନେକ ସମୟରେ ଆର୍ଥିକ ସମସ୍ୟା ର ସମ୍ମୁଖୀନ ହୋଇଥାନ୍ତି। ଆଉ ଏହି ବ୍ୟକ୍ତି ମାନେ ଅନେକ ଅନ୍ୟ ମାନଙ୍କ ପାଇଁ ଅନେକ ସମୟରେ ବିପଦ ରେ ଅଜାଣତରେ ପଡି ଯାଆନ୍ତି। ଏହି ବ୍ୟକ୍ତି ମାନଙ୍କ ର ସାହାଯ୍ୟ ମାନବୃତି ପାଇଁ ଅନ୍ୟ ମାନେ ତାଙ୍କର ଫାଇଦା ନେଇଥାନ୍ତି। ଏହି ବ୍ୟକ୍ତି ମାନେ ଜୀବନ ରେ ଯେଉଁ ଖୁସି ଅନୁଭୂତ କରନ୍ତି ତାହା ବହୁତ ଅଳ୍ପ ସମୟ ପାଇଁ ହୋଇଥାଏ।

ଯେଉଁ ବ୍ୟକ୍ତି ମାନେ ନାଲି ବା ଲାଲ ରଙ୍ଗ କୁ ପସନ୍ଦ କରିଛନ୍ତି ଆସନ୍ତୁ ଜାଣିବା ତାଙ୍କ ଭବିଷ୍ୟତ ବିଷୟରେ।

ଏହି ବ୍ୟକ୍ତି ମାନେ ନିର୍ମଳ ହୃଦୟର ହୋଇଥାନ୍ତି। ନାଲି ଅର୍ଥାତ ପ୍ରେମ ର ପ୍ରତୀକ। ଏହି ବ୍ୟକ୍ତି ମାନେ ସର୍ବଦା ହସ ଖୁସି ଏବଂ ପ୍ରେମ ର ସହିତ ଦିନ ବିତାଇଥାନ୍ତି। ଏହି ବ୍ୟକ୍ତି ମାନେ ପ୍ରେମ ସମ୍ପର୍କ ରେ ସର୍ବଦା ସିରିଏସ ହୋଇଥାନ୍ତି। ଅନ୍ୟ ମାନଙ୍କୁ ଭଲ ବ୍ୟବହାର କରି ମନ ଜିତି ପାରନ୍ତି। ତାହା ସହିତ ଏହି ବ୍ୟକ୍ତି ମାନଙ୍କ ରେ କେହି ଶତ୍ରୁ ହୁଅନ୍ତି ନାହିଁ। କାରଣ ଏମାନେ କାହାରି ଅନିଷ୍ଟ କରନ୍ତି ନାହିଁ।

ଶେଷ ରଙ୍ଗ ହେଉଛି ସବୁଜ। ଏହି ରଙ୍ଗ କୁ ଯେଉଁ ବ୍ୟକ୍ତି ମାନେ ପସନ୍ଦ କରିଛନ୍ତି ଆସନ୍ତୁ ଜାଣିବା ତାଙ୍କର ଭବିଷ୍ୟତ ବିଷୟରେ।

ଏହି ବ୍ୟକ୍ତି ମାନେ ସର୍ବଦା ସାହସୀ ହୋଇଥାନ୍ତି। ଯେତେ ବଡ଼ ସମସ୍ୟା ଆସିଲେ ମଧ୍ୟ ଏମାନେ ଏହାକୁ ସାମ୍ନା କରିବାକୁ ସାହସ ରଖନ୍ତି। ଏହି ବ୍ୟକ୍ତି ମାନଙ୍କ ସହିତ ଅନେକ।ବ୍ୟକ୍ତି ଶତ୍ରୁତା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି। ଯେଉଁମାନେ ନିଜ ପରିଶ୍ରମ କୁ ଭରଷା କରନ୍ତି ସେହି ବବ୍ୟକ୍ତି ମାନେ ଭବିଷ୍ୟତ ରେ ମନ ପସନ୍ଦ ର ଚାକିରୀ ମଧ୍ୟ ପ୍ରାପ୍ତ କରନ୍ତି। ତେଣୁ ପରିଶ୍ରମ ଦ୍ୱାର ଏମାନେ ଏହାକୁ ହାସଲ କରିବାର ଶକ୍ତି ରଖିଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।