ଦେଖନ୍ତୁ ଭିଡିଓ – ଆଜକୁ ଅନେକ ବର୍ଷ ପରେ ଧବଳେଶ୍ବରରେ ନାଗ ଦେବତା ଦେଖିବାକୁ ମିଶିଛି ଅଲୌକିକ ଦୃଶ୍ୟକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

0

ପ୍ରଭୁଙ୍କ ଉପସ୍ଥିତି ଅନେକ ସମୟରେ ଆମେ ଅବିଶ୍ୱାସ କରୁ। କିନ୍ତୁ ଯଦି ଏହାର ପ୍ରମାଣ ପ୍ରଭୁ ନିଜେ ଆବିର୍ଭାବ ହୋଇ ଦେବେ ତାହାଲେ ଅବିଶ୍ୱାସ କରୁଥିବା ବ୍ୟକ୍ତି ମଧ୍ୟ ନିହାତି ଭାବରେ ବିଶ୍ୱାସ କରିବ। ଏହାକୁ ମାନିବାକୁ ବାଧ୍ୟ ହେବେ କି ଭଗବାନଙ୍କ ଉପସ୍ଥିତି ରହିଛି ଏହା ସହିତ ଭଗବାନ ପ୍ରତି ମୁହୂର୍ତ୍ତରେ ତାଙ୍କର ଲୀଳା ଖେଳା ଜାରି ରଖିଛନ୍ତି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଏକ ମହାଦେବ ଙ୍କ ମନ୍ଦିର ରେ। ମହାଦେବ ଙ୍କ ଉପସ୍ଥିତି ଦେଖିବାକୁ ମିଳିଛି। ଭକ୍ତ ମାନେ ଏପରି ଦୃଶ୍ୟ ଦେଖି ଭକ୍ତି ଭାବରେ ବୁଡି ଯାଇଛନ୍ତି।

ଏହି ମନ୍ଦିର ଟି ହେଉଛି ଧବଳେଶ୍ବର ମହାଦେବଙ୍କ ମନ୍ଦିର । ଏହି ମନ୍ଦିର ଟି ରହିଛି ଆପଣଙ୍କ କଟକ ଜିଲ୍ଲାରେ। ପ୍ରତିଦିନ ଏହି ମନ୍ଦିରକୁ ହଜାର ହଜାର ଭକ୍ତିଙ୍କ ସମାଗମ ହୁଏ। ଆଉ ମହଦେବ ଙ୍କ ଉପସ୍ଥିତି ଏଠାରେ ଜାହିର ହୁଏ। ନାଗ ସାପର ଆବିର୍ଭାବ ଏହା ସୂଚିତ କରେ କି ମହାଦେବ ଏହି ଲିଙ୍ଗ ରେ ବିରାଜମାନ କରିଛନ୍ତି। ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ମନରେ ଅଗାଢ଼ ପ୍ରେମ ଏବଂ ଭକ୍ତି ଭାବ ମହାଦେବଙ୍କ ପ୍ରତି ଜାଗୃତ ହେବ।

ଏହି ମନ୍ଦିରରେ ଅନେକ ଭକ୍ତି ପ୍ରତିଦିନ ଆସି ନିଜର ମନ ର ଅଭିଳାଷ ପୂରଣ ପାଇଁ ଆସି ପୂଜା ଅର୍ଚ୍ଚନା କରନ୍ତି। ଏହା ସହିତ ଏହି ମନ୍ଦିର ରେ ମହାଶିବରାତ୍ରି ଦିନ ଧୂମ ଧାମ ରେ ପାଳନ ହୁଏ। ଲକ୍ଷାଧିକ ଭକ୍ତଙ୍କ ସମାଗମ ରେ ଏହି ସ୍ଥାନ ର ପବିତ୍ରତା ଭରି ଉଠେ। ତେଣୁ ଅନେକ।ଲୋକ ଏହି ମନ୍ଦିର କୁ ଆସି ନିଜର ମାନସିକ ପୂରଣ ପାଇଁ ପୂଜା ଅର୍ଚ୍ଚନା କରନ୍ତି। ଅନେକ ଲୋକ ଏପରି କରି ନିଜର ମନସ୍କାମନା ପୂରଣ ହେଉ ଥିବାର ମଧ୍ୟ ନିଜର ଅଭିଜ୍ଞତା ପ୍ରକାଶ କରନ୍ତି।

ଏହି ମନ୍ଦିର ର ପୂଜକ ଙ୍କ କହିବା କଥା ଏହି ଧବଳେଶ୍ବର ମହାଦେବଙ୍କ ଲିଙ୍ଗ ପାଖରେ ପ୍ରତିଦିନ ନାଗ ସର୍ପ ଆସି ଦର୍ଶନ ଦିଅନ୍ତି। ଏହାକୁ ଦେଖି ଅନେକ ଭକ୍ତ କ୍ଷୀର ସହିତ ବେଲ ପତ୍ର ମଧ୍ୟ ବହୁ ସଂଖ୍ୟାରେ ଚଢାନ୍ତି। ପ୍ରତିଦିନ ମହାଦେବ ଙ୍କ ର ନିତୀ କାନ୍ତି ହେବାପରେ ଏପରି ଦୃଶ୍ୟ ଦେଖିବାକୁ ମିଳେ। ନାଗ ଦେବତା ଙ୍କ ଆବିର୍ଭାବ ଘଟେ। ଏହି ନାଗ ଦେବତା ନିଜେ ବାହାରି ଦ୍ୱାର ସାମ୍ନା ରେ ଥିବା କବାଟ ର ବନ୍ଧ ରେ ଧିରେ ଧିରେ କରି ଗତି କରନ୍ତି। ଆଉ କିଛି ସମୟ ପରେ ଆପେ
ଆପେ ଗାଏବ ହୋଇ ଯାଆନ୍ତି।

ବିଶ୍ୱାସ କରୁଥିବା ଲୋକେ।ଏହାକୁ ନିହାତି ଭାବରେ ମହାଦେବଙ୍କ ଅଲୌକିକ ଶକ୍ତି ର ପ୍ରଦର୍ଶନ ବୋଲି କୁହନ୍ତି। କାରଣ ଏହି ଧବଳେଶ୍ବର ମନ୍ଦିର ରେ ମହାଦେବ ଙ୍କ ଉପସ୍ଥିତି ରହିଛି ଏବଂ ଏହାର ନିଦର୍ଶନ ନିଜେଏଠାକୁ ଆସୁଥିବା ହଜାର ହଜାର ଭକ୍ତ ପ୍ରତିଦିନ ନିଜ ଆଖିରେ ଦର୍ଶନ କରୁଛନ୍ତି। ମନରେ ଥିବା ସବୁ।ଅଭିଳାଷ ଏହି ମହାଦେବ ଙ୍କ କୃପାରୁ ପୂରଣ ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।