ଆପଣ କୌଣସି ଝିଅ କୁ ନିହାର ବଶବର୍ତ୍ତୀ କରାଇବା ପାଇଁ ଚାହୁଛନ୍ତି କି? ତେବେ ନିଶ୍ଚୟ କରନ୍ତୁ ଏହି ଉପାୟ 2 ଦିନ ରେ ହେବେ ସଫଳ।

0

ପ୍ରତ୍ୟକ ପୁଅ ଚାହିଁଥାନ୍ତି ଯେ ତାଙ୍କୁ ତାଙ୍କ ମନ ପସନ୍ଦର ଝିଅ ଟିଏ ମିଳୁ। କିନ୍ତୁ ସେମାନେ ସେଥିରେ ଅସଫଳ ହୋଇଥାନ୍ତି। ଅନେକ ଡା ଅନେକ ଝିଅ ଙ୍କୁ ଭଲ ପାଉଥାନ୍ତି କିନ୍ତୁ ତାହା ସଫଳ ହୋଇ ନଥାଏ କାରଣ ଭଲ ପାଇବା ଏକ ତରଫା ଥାଏ। ଅଧିକାଂଶ ଝିଅ ମାନେ ପୁଅ ମାନଙ୍କ ର ଭଲ ପାଇବା କୁ ପାଦରେ ଆଡେଇ ଦେଇଥାନ୍ତି। ଯାହା ଫଳରେ ଅନେକ ପୁଅ ମାନେ ବହୁତ ମାନସିକ ଚିନ୍ତା ଓ ମାନସିକ ବିଷାଦ ଭିତରେ ନିଜର ସମୟକୁ ଅତିବାହିତ କରନ୍ତି।

ତେବେ ଏହି ପରି ସମସ୍ୟା ର ସମାଧାନ ପାଇ ଆମେ ଆପଣଙ୍କ ପାଇଁ ଆଜି ନେଇ ଆସିଛୁ ଏକ ସରଳ ବସିକରଣ ଉପାୟ। ଯାହା କରିବାବିଶ୍ୱର ଆପଣ ଅତି ସହଜ ରେ ନିଜର ମନ ପସନ୍ଦର ମହିଳା ବା ନାରୀକୁ ନିଜର ବସବର୍ତୀ କରି ପାରିବେ। ଯାହା ଓହଳରେ ସେ ଆପଣଙ୍କ ପ୍ରେମରେ ପାଗଳ ହୋଇ ଆପଣଙ୍କ ପଛେ ପଛେ ଗୋଡ଼ାଇବା। ତେବେ ଚାଲନ୍ତୁ ଉପାୟଟି ବିଷୟ ରେ ଜାଣିବା।


ଏଥି ପାଇଁ ଆପଣଂକୁ ପ୍ରଥମେ ତିନୋଟି ତେଜ ପତ୍ର ର ଆବଶ୍ୟକ ରହିଛି। ଏହା ସହ ଚନ୍ଦନ ଗୁଣ୍ଡ, ଗୋଟିଏ କଲା ମାର୍କର, ଗୋଟିଏ ନାଲି ମାର୍କର ଓ ଗୋଟିଏ ସାଧା କାଗଜ ର ଆବଶ୍ୟକ ରହିଛି। ସର୍ବ ପ୍ରଥମେ ଆପଣ ତିନୋଟି ତେଜ ପତ୍ର କୁ ଏକ ସିଧାରେ ରଖିଦେବେ ଏହା ପରେ କଲା ମାର୍କର ସାହାଯ୍ୟରେ ପ୍ରଥମ ତେଜ ପତ୍ର ରେ ସେ ଝିଅ ର ନା ଲେଖନ୍ତୁ। ଏହା ପରେ ଲାଲ ମାର୍କର ସାହାଯ୍ୟରେ ମଝି ତେଜ ପତ୍ର ରେ ସ୍ୱସ୍ତିକ ଚିନ୍ହ କରନ୍ତୁ ଏହା ପରେ ତୃତୀୟ ତେଜ ପତ୍ର ରେ ନିଜର ନା ଲେଖନ୍ତୁ।  ଏହା ପରେ ସାଧା କାଗଜ ଏକ ମନ୍ତ୍ର ଟିକୁ ଲେଖି ଦିଅନ୍ତୁ। ଓ ଏହା ପରେ ସେହି ମନ୍ତ୍ର ଟିକୁ ଭଲ ଭାବରେ ଉଚାରଣ କରନ୍ତୁ। ମନ୍ତ୍ର ଟି ହେଉଛି-

ଓଁ ଆମୁକମ୍ ବସମ କାଲରାତ୍ରୀ ମମ ବଶ୍ୟମ ମେ ଫଟ ସ୍ୱାହା।

ଏହା ପରେ ସେହି ତିନୋଟି ତେଜ ପତ୍ର କୁ ଆଣି ଏହି କାଗଜ ଉପରେ ରଖି ଦିଅନ୍ତୁ ଏହା ପରେ ଏହି ମନ୍ତ୍ର ଟିକୁ ପୁଣି ଥରେ ଯପ କାଟନ୍ତୁ6। ଏପରି ସାତ ଥର ଯପ କରି ସାରିବା ପରେ ଏହି କାଗଜ ସହ ସେହି ଟିନଟି ତେଜ ପତ୍ର କୁ ଭଲ ଭାବରେ ମୋଦି ଦିଅନ୍ତୁ। ଏହା ପରେ ସେହି କାଗଜ ଓଡିଆ ଟିକୁ ନେଇ କୌଣସି ଏକ ନିରଳା ସ୍ଥାନରେ ମାଟି ଖକି ପୋତି ଦିଅନ୍ତୁ ଦେଖବେ ଆପଣ ଆପଣଙ୍କ ର ଉଦେଶ୍ୟ ରେ ନିଶ୍ଚୟ ସଫଳ ହେବେ। ତେବେ ଏହି ଉପାୟ ଟିକୁ କରିବା ପୂର୍ବରୁ ଆଓଅନ ସ୍ନାନ କରିବା ନିହାତି ଆବଶ୍ୟକ ଓ ଏହାକୁ କେବଳ କୌଣସି ନିର୍ଜନ ସ୍ଥାନରେ ହିଁ କରିବା ଉଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।