ସାବଧାନ ! ଦେଖନ୍ତୁ Earphone ବ୍ୟବହାର କରିବା ଦ୍ୱାରା ଏହି ସବୁ ଭୟଙ୍କର ରୋଗ ହେଉଛି……

0

ଆମ ଏ ଦେଶ ରେ ଏବେ ଆଧୁନିକ ହୋଇ ଗଲାଣି।ଲୋକ ମାନେ ସବୁ ଆଧୁନିକତା କୁ ଅଧିକ ପସନ୍ଦ କରୁଛନ୍ତି। ଏହି ଆଧୁନିକ ଯୁଗ ରେ ଲୋକ ମାନେ ନୂତନ ଜ୍ଞାନ କୌଶଳ ଦ୍ୱାରା ଅନେକ ୟନ୍ତ୍ର ସବୁ ବାହାରିଲନି। ଯାହା କୁ ଲୋକ ମାନେ ଅଧିକ ପସନ୍ଦ କରୁଛନ୍ତି। ଅଧିକ ବ୍ୟବହାର କରି ଥାନ୍ତି। ତେବେ ଏହି ସବୁ ଲୋକ ମାନଙ୍କ ପାଇଁ ବହୁତ ସୁବିଧା ଆଣି ଦେଉଛି। ତେଣୁ ଲୋକ ମାନେ ଏହା କୁ ପସନ୍ଦ କରିବା କୁ ଅଧିକ ଭଲ ପାନ୍ତି। ତେବେ ଲୋକ ଙ୍କ ସୁବିଧା ପାଇଁ ଏନେକ୍ ଜିନିଷ ବାହାରିଛି। ତେବେ ଲୋକ ମାନେ ମଧ୍ୟ ଏହି ସବୁ କୁ ବହୁତ ବ୍ୟବହାର କରୁଛନ୍ତି।

ଆଜି ର ଆଧୁନିକ ସମାଜ ରେ ଏମିତି ଅନେକ ଜିନିଷ ରହିଛି ଯାହା ପ୍ରତ୍ୟେକ ଲୋକ ଙ୍କ ବହୁତ ପସନ୍ଦ,ତେଣୁ ଏହାର ବ୍ୟବହାର ମଧ୍ୟ ବହୁଳ ଭାବେ ହୋଇ ଥାଏ। ଦେଖିବାକୁ ଗଲେ ପ୍ରତେକ ଜିନିଷ ର ଉପକାରୀତା ରହିଛି ସତ ହେଲେ ଅପକରିତା ମଧ୍ୟ ରହିଛି, ଯାହା ଆମ ପାଇଁ ବହୁତ ଅସୁବିଧା ର କାରଣ ହୋଇ ଥାଏ, ଆମ କୁ କ୍ଷତି ପହଞ୍ଚାଇ ଥାଏ। ତଥାପି ଏହି ସବୁ ଜିନିଷ ରେ ଆମ ଦେଶ ରେ ଅଧିକ ଚାହିଦା ରହିଛି,ଲୋକ ମାନେ ଏହା ବ୍ୟବହାର କରି ବାକୁ ଅଧିକ ପସନ୍ଦ କରୁଛନ୍ତି।


ତେବେ ଆପଣ ଇଅର୍ ଫୋନ ବା ହେଡ଼ ଫୋନ ର ବ୍ୟବହାର ବିଷୟ ରେ ଜାଣି ଥିବେ। ଏହା କୁ ପ୍ରତେକ ଲୋକ ଗୀତ ଶୁଣିବା , ଫିଲ୍ମ ଦେଖିବା , କଥା ହେବା ପାଇଁ ମଧ୍ୟ ବ୍ଯବହାର କରା ଯାଏ। ତେବେ ଏହା ବେଳେ ବେଳେ ଆମ ପାଇଁ ବହୁତ କ୍ଷତି ହୋଇ ଥାଏ, ଆସନ୍ତୁ ଜାଣିବା ଏହାର୍ ଅପକରିତା ବିଷୟ ରେ।

୧) ଶୁଣିବା:-
ତେବେ ବେଳେ ବେଳେ ଆମେ କିଛି ଶୁଣିଲା ବେଳେ ଅଧିକ ସାଉଣ୍ଡ ଦେଇ ଶୁଣି ଥାଉ। ତେବେ ସେତେବେଳେ ଆମ ପାଖ କୁ ଏକ୍ ମେସେଜ ଆସି ଥାଏ,କି ଏହା ଅଧିକ ସାଉଣ୍ଡ ରେ ଶୁଣିବା ଦ୍ୱାରା ଏହା ଆମର ଶୁଣିବା ଶକ୍ତି କମି ଯାଇପାରେ, ହେଲେ ଏହାକୁ ଆମେ ଅଣଦେଖା କରି ଥାଉ ଏବଂ ଅଧିକ ସାଉଣ୍ଡ ରେ ଶୁଣି ଥାଉ। ଯାହା ଆମ ପାଇଁ ବହୁତ କ୍ଷତିଜନକ ହୋଇ ଥାଏ।

୨) ରୋଗ ସଙ୍କ୍ରମନ ବ୍ୟାପିବା :-
ତେବେ ବେଳେ ବେଳେ ଆମେ ଅନ୍ୟର ଇଅର୍ ଫୋନ ମଧ୍ୟ ବ୍ଯବହାର କରି ଥାଉ। ସାଙ୍ଗ ମାନଂକର , ଘର ଲୋକ ଙ୍କର ବ୍ୟବହାର କରି ଥାଉ, ତେବେ ଯେତେବେଳେ ଏହାକୁ ବ୍ୟବହାର କରିବା ସେତେବେଳେ ତାକୁ ସଫା କରି ଏହାର ବ୍ୟବହାର କରିବା,ନହେଲେ ରୋଗ ବ୍ୟାପିବା ଆଶଙ୍କା ରହି ଥାଏ।

୩) କାନ ୟନ୍ତ୍ରଣା ହେବା: –
ତେବେ ବେଳେ ବେଳେ ଅଧିକ ସମୟ କାନ ରେ ଇଅର୍ ଫୋନ ବ୍ୟବହାର କରିବା ଦ୍ୱାରା ଆମ କାନ ରେ ୟନ୍ତ୍ରଣା ହୋଇ ଥାଏ। କାରଣ ଏହା ଆମ କାନ ଭିତର କୁ ପବନ ପସିବାକୁ ଦିଏ ନାହିଁ। ଯାହା ଦ୍ୱାରା କାନ ୟନ୍ତ୍ରଣା ହୁଏ। ତେବେ ଇଅର୍ ଫୋନ କୁ ଅଧିକ ସମୟ ଯାଏ କାନ ରେ ପୁରେଇ ରଖିବା ନାହିଁ, ନହେଲେ ଏହା ଆମ କାନ ପ୍ରତି ବିପଦ ଆଣି ପରେ।  ତେବେ ଆପଣ ଏହାର ବ୍ୟବହାର କୁ କମାଇ ଦିଅନ୍ତୁ। ନହେଲେ ଏହାର ପରିଣାମ ବହୁତ କ୍ଷତିକାରକ ହୋଇ ପାରେ। ତେବେ ସତର୍କ ନ ରହିଲେ ,ଏହା ଆମର ଅଧିକ କ୍ଷତି କରିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।