ସୋସିଆଲ ଆକାଉଣ୍ଟ ରେ ସେୟାର କରିଛନ୍ତି ଦେଖନ୍ତୁ ତାରା ତାରିଣୀ ସିରିଏଲ ର ତାରିଣୀ ଦେଲେ ଖୁସିଖବର ଦେଖନ୍ତୁ ଓ ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

0

ଲୋକ ମାନେ ନିଜ କୁ ଖୁସି ରଖିବା ଅନେକ କିଛି କରି ଥାନ୍ତି। କେହି କେହି ନାଚିବା କୁ ଗାଇବାକୁ ତ କେହି କେହି ଫିଲ୍ମ ଦେଖି ନିଜର ମନରଞ୍ଜନ କରି ଥାନ୍ତି। ତେବେ ଅଧିକ ଲୋକ ନିଜ ର ଖୁସି ପାଇଁ ନିଜର ମନରଞ୍ଜନ ପାଇଁ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି। ଆଉ ଫିଲ୍ମ ମଧ୍ୟ ଲୋକ ଙ୍କ ବହୁତ ପ୍ରିୟ ହୋଇଛି। ଅନେକ ଲୋକ ନିଜର ସମୟ ବାହାରି କରି ଫିଲ୍ମ ଦେଖି ଥାନ୍ତି,ତେବେ ଏହି ବ୍ୟସ୍ତବହୁଳ ଜୀବନର ଲୋକ ମାନେ ଟିକେ ଖୁସି ପାଇ ପାରୁ ନାହାନ୍ତି

ଆଉ ଲୋକ ଙ୍କ ସହ ସମୟ ବିତାଇ ପାରୁ ନାହାନ୍ତି। ତେଣୁ ସେମାନେ ନିଜର ଘର ଲୋକ ଙ୍କ ସହ ସମୟ ବିତାଇବା ପାଇଁ ଫିଲ୍ମ ଆଦି ଅନେକ କିଛି ଦେଖି ଖୁସି ହୋଇ ଥାନ୍ତି। ତେବେ ଅନେକ ଲୋକ ଓଡ଼ିଆ ଫିଲ୍ମ ଦେଖିବାକୁ ଭଲପାନ୍ତି ,ଆଉ ଆମ ଓଡିଶାରେ ମଧ୍ୟ ଅନେକ ଲୋକ ଓଡ଼ିଆ ଫିଲ୍ମ ଦେଖିବାକୁ ଅଧିକ ଭଲପାନ୍ତି ,ଆଉ ତା ସହ ଅଲଗା ଭାଷା ସହ ଓଡ଼ିଆ ଭାଷା ରେ ମଧ୍ୟ ଲୋକ ମାନେ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି।

ତେବେ ଫିଲ୍ମ ସହ ସିରିଏଲ ର ମଧ୍ୟ ବହୁତ ଲୋକପ୍ରିୟତା ରହିଛି।ଲୋକ ମାନେ ଫିଲ୍ମ ଦେଖିବା ସହ ଏବେ ଅନେକ କାଳ୍ପନିକ ସିରିଏଲ ଗୁଡିକ ଦେଖିବାକୁ ମଧ୍ୟ ଅଧିକ ପସନ୍ଦ କରୁଛନ୍ତି। ତେବେ ଏବେ ଘରେ ଘରେ ପ୍ରତେକ ଝିଅ ବହୁ ମାନେ ବିଭିନ୍ନ ପ୍ରକାର ସିରିଏଲ ଦେଖି ନିଜର ମନରଞ୍ଜନ କରୁ ଛନ୍ତି। ତେବେ ଓଡ଼ିଆ ରେ ମଧ୍ୟ ଆପଣ ମାନେ ଅନେକ ସିରିଏଲ ଗୁଡିକ ଦେଖୁ ଥିବେ, ଆଉ ଏହି ଓଡ଼ିଆ ସିରିଏଲ ଗୁଡିକ ମଧ୍ୟ ଘରେଘରେ ଲୋକ ମାନେ ଦେଖୁଛନ୍ତି।

ତେବେ ସେହି ସିରିଏଲ ଗୁଡିକ ରେ ଅନେକ କଳାକାର ଭିନ୍ନ ଭିନ୍ନ ଭୂମିକା ରେ ରହି ନିଜର ଚରିତ୍ର କୁ ଦର୍ସାଇ ଥାନ୍ତି। ତେବେ ଅନେକ ଲୋକ ମଧ୍ୟ ଏହି ଚରିତ୍ର ଆଉ ସେହି ଚରିତ୍ର ରେ ଅଭିନୟ କରୁ ଥିବା କଳାକାର ମାନଂକୁ ମଧ୍ୟ ଅନେକ ପସନ୍ଦ କରନ୍ତି। ତେବେ ଆଜି ଆମେ ସେମିତି ଜଣେ ସିରିଏଲ କଳାକାର ଙ୍କ ବିଷୟ ରେ ଜାଣିବା ଯିଏ କି ବହୁତ ଚର୍ଚ୍ଚିତ ,ତେବେ ତାଙ୍କୁ ମଧ୍ୟ ଲୋକ ମାନେ ବହୁତ ପସନ୍ଦ କରନ୍ତି।

ତେବେ ଆପଣ ମାନେ ତାରା ତାରିଣୀ ସିରିଏଲ ଦେଖୁ ଥିବେ,ସେଥିରେ ତାରିଣୀ କୁ ମଧ୍ୟ ଜାଣି ଥିବେ। ତେବେ ସେ ଏବେ ବହୁତ ଚର୍ଚ୍ଚିତ , ଲୋକମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରନ୍ତି। ତେବେ ଏବେ ତାଙ୍କ ବିଷୟରେ ଏକ ଖବର ଶୁଣିବାକୁ ମିଳିଛି। ତେବେ ଶୁଣିବାକୁ ମିଳିଛି କି ତାରିଣୀ ଏବେ ମାଉସୀ ହେବାକୁ ଯାଉଛନ୍ତି।ତେବେ ସେ ଏଥି ପାଇଁ ବହୁତ ଖୁସି ଅଛନ୍ତି,ଆଉ ନିଜର ଏହି ଖୁସି କୁ ସେ ତାଙ୍କର ସୋସିଆଲ ଆକାଉଣ୍ଟ ରେ ନିଜର ଫେନ ମାନଙ୍କ ସହ ସେୟାର କରିଛନ୍ତି,

ଆଉ ତା ସହ ତାଙ୍କ ଝିଆରୀ ସହ ଅନେକ ଫୋଟ ଉଠାଇ ସେ ସେୟାର କରିଛନ୍ତି। ତେବେ ସେ ମାଉସୀ ହୋଇଛନ୍ତି ବୋଲି ବହୁତ ଖୁସି ଅଛନ୍ତି । ଆଉ ଏହି ଖୁସି କୁ ସେ ସମସ୍ତଙ୍କ ସହ ବାଣ୍ଟି ଛନ୍ତି। ତେବେ ଏହି ଖବର ଏବେ ସାରା ସୋସିଆଲ ମିଡିଆରେ ଭାଇରାଲ ହୋଇଛି,ଆଉ ଏହା ଭାଇରଲ ହେବା ପରେ ଅନେକ ସ୍ଥାନ ରୁ ଅଭିନନ୍ଦ ର ସୁଅ ଛୁଟିଛି। ତେବେ ସେ ଏହାକୁ ନେଇ ଆଗକୁ ମଧ୍ୟ ଖୁସି ରହିବେ ବୋଲି କହିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।