ସରକାରଙ୍କ ବଡ ନିଷ୍ପତ୍ତି ପୁଣି ଫେରିଲା ଲକଡାଉନ ଜାଣନ୍ତୁ କ’ଣ କ’ଣ ରହିବ ଗାଇଡଲାଇନ୍ସ

0

ଏବେ ସାରା ବିଶ୍ୱ କୋରୋନା ଭଳି ମାରାତ୍ମକ ରୋଗ ସବୁ ଆଡେ ବ୍ୟାପି ସାରିଲାଣି,ଯାହା ଦ୍ୱାରା ସବୁ ଦେଶ ରେ ମଧ୍ୟ ଏହାର ଅଧିକ ପ୍ରଭାବ ରହିଛି। ଏହି କୋରୋନା ରେ ଅନେକ ଲୋକ ମୁର୍ତ୍ୟୁ ବରଣ କରିସାରିଲେଣି। ପ୍ରତିଦିନ ହଜାର ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି ଆଉ ହଜାର୍ ହଜାର ହଜାର ଲୋକ ମୁର୍ତ୍ୟ୍ ମୁଖ ରେ ପଡୁଛନ୍ତି। ତେବେ ଯାହା ଦ୍ୱାରା ସାରା ଦେଶ ଏବେ ବିପଦ ମୁଖ ରେ ରହିଛି। ଡାକ୍ତର ମାନେ ଏହି ରୋଗ ର ଚିକିତ୍ସା ର ପଦ୍ଧତି ଜାଣି ନ ଥିବାରୁ ଲୋକ ମାନେ ପୋକ ମାଛି ଭଳି ମରି ଯାଉଛନ୍ତି। ତେବେ ତା ସହ ଏହାକୁ ଭଲ କରିବା ପାଇଁ କୌଣସି ଟୀକା ବା ଔଷଧ ବାହାରି ପାରି ନାହିଁ ଏବଂ ଏହା ପାଇଁ ମଣିଷ ମାନେ ମରି ଯାଉଛନ୍ତି।


ତେଣୁ ଦେଶ ର ସରକାର ଏହି ରୋଗ କୁ କିଛି ମାତ୍ରା ରେ ରୋକିବା ପାଇଁ ସାରା ଦେଶ ରେ ଲକ ଡାଉନ ଘୋଷଣା କରିଥିଲେ। ତେବେ ଏହା ପରେ ସାରା ଦେଶ ରେ ସବୁ କିଛି ବନ୍ଦ ରହି ଥିଲା ଆଉ ଲୋକ ମାନେ ସବୁ କିଛି ବନ୍ଦ ଥିବା ଯୋଗୁ ଖାଇବାକୁ ପାଇଲେ ନାହିଁ। ତା ସହ ସ୍କୁଲ କଲେଜ, ବଜାର , ଯାନବାହାନ , ଆଦି ସବୁ କିଛି ବନ୍ଦ ରହି ଥିଲା। ତେବେ ଏଥି ପାଇଁ ସାରା ଦେଶ ର ଅର୍ଥନିତି ବହୁତ ଖରାପ ହୋଇ ଯାଇ ଥିଲା ,ତେଣୁ ସରକାର ଧୀରେ ଧୀରେ ଅନଲକ ଜରିଆରେ ଖୋଲିବାର ବ୍ୟବସ୍ଥା କରିଛନ୍ତି। ଆଉ ଏବେ ଦେଶ ରେ ସବୁ କିଛି ଖୋଲି ଗଲାଣି । ତେବେ ଆଜି ଯାଏ ଦେଶ ରେ କୋରୋନା ର ପ୍ରଭାବ କମି ନାହିଁ,ଯାହା ଦ୍ୱାରା ଏବେ ବି ଲୋକ ମାନେ ମାରୁଛନ୍ତି ଆଉ ଅନେକ ଲୋକ ଆକ୍ରାନ୍ତ ମଧ୍ୟ ହେଉଛନ୍ତି। ତେବେ ଏଥି ପାଇଁ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି।

ତେବେ  ଦିଲ୍ଲୀରେ କରୋନା ଭାଇରସ ଥମିବାର ନାଁ ନେଉନାହିଁ । ମହାମାରୀର ତୃତୀୟ ଲହରୀ ଜାରି ରହିଛି । ଏହାକୁ ନଜରରେ ରଖି ସରକାର ପୁଣି ଥରେ ଲକଡାଉନ୍ ଲାଗୁ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି , ଯଦି ସହରରେ ଗହଳିଚହଳି ନ କମେ ତେବେ ପୁଣି ଥରେ ବଜାର ବନ୍ଦ କରିବା ପାଇଁ କେନ୍ଦ୍ର ଅନୁମତି ଦେଉ ବୋଲି କେଜ୍ରିଓ୍ୱାଲ କହିଛନ୍ତି ।ତେବେ କେଜ୍ରିୱାଲ କହିଛନ୍ତି କି ଦିନ କୁ ଦିନ ଦିଲ୍ଲୀ ରେ ଆକ୍ରାନ୍ତ ବଢ଼ି ଯାଉଛନ୍ତି କିନ୍ତୁ କମୁ ନାହାନ୍ତି। ତେଣୁ ସେ ଏକ ପ୍ରସ୍ତାବ କେନ୍ଦ୍ର ସରକାର ଙ୍କ ପାଖକୁ ପଠାଇଛନ୍ତି।


ତେବେ ଯଦି ଆବଶ୍ୟକ ହୁଏ , ତାହାଲେ ଅନେକ ଅଞ୍ଚଳ ରେ ଦୋକାନ ବଜାର କୁ ବନ୍ଦ କରିବାକୁ ପଡିବ। ତେବେ ସବୁ କିଛି ଖୋଲିଦେବା ଯୋଗୁ ଲୋକ ମାନେ କୋଭିଡ ଗାଇଡ଼ଲାଇନ ମାନୁ ନାହଁନ୍ତି। ଯାହା ଦ୍ୱାରା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ୁଛି।ତେବେ ସୂଚନା ମିଳିଛି କି ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୯୯ଜଣ ପ୍ରାଣ ହରାଇଛନ୍ତି । ନଭେମ୍ବର ମାସ ଆରମ୍ଭରୁ ପ୍ରତି ଘଣ୍ଟାରେ ୪ଜଣ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । କରୋନାର ଏପରି ସ୍ଥିତିକୁ ନେଇ ଦିଲ୍ଲୀର ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ଏବେ ବିବାହ କାର୍ଯ୍ୟକ୍ରମରେ ଲୋକଙ୍କୁ ଦିଆଯାଉଥିବା ସୁବିଧାକୁ ସୀମିତ ରଖାଯାଇଥିଲା,ବିବାହରେ ଅତିଥି ସଂଖ୍ୟାକୁ ୫୦ରେ ସୀମିତ ରଖାଯାଇଥିଲା ।ତେବେ ଏହି ୨୪ ଘଣ୍ଟାରେ ୩୭୯୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୯ ଜଣ ପ୍ରାଣ ହରାଇଛନ୍ତି ଏବେସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୮୯ ହଜାର ଟପିଛି । ତେବେ ଏହାକୁ ଶୀଘ୍ର ରୋକିବା ଦରକାର ନହେଲେ ଆକ୍ରାନ୍ତ ଙ୍କ ସଂଖ୍ୟା ଆହୁରି ବଢ଼ି ଯିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।