ଡିଏସପି ଅଫିସର ୧୦ବର୍ଷପରେ ଭିକାରୀ ରୂପରେ ପାଇଲେ ନିଜ ସାଙ୍ଗ ଙ୍କୁ ତାପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଆଜିର ସ୍ୱାର୍ଥପର ଦୁନିଆରେ ଆପଣାର ଲୋକ ବୋଲି କୁଚିତ ଥାନ୍ତି। କାରଣ ଟଙ୍କା ଏବଂ ସମ୍ମାନ ପାଇଁ ଆପଣଙ୍କ ସାଥିରେ ଯେଉଁମାନେ ରୁହନ୍ତି ସେମାନେ ମାତ୍ର ଅଳ୍ପ ଦିନର। ମାତ୍ର ନିଜ ସ୍ୱାର୍ଥ ସରିଗଲେ ସବୁ ଆପଣା ଆପଣା ର ରାସ୍ତାରେ।ଚାଲି ଯାଆନ୍ତି। ମାତ୍ର ଏପରି ବନ୍ଧୁ ଟେ ପାଇବା ନିହାତି ଏକ ସୌଭାଗ୍ୟ ର କଥା। ଆପଣ ଜାଣିଥିବେ ଭିକାରୀ ହେଲେ କେତେ କଣ ଦୁଃଖ କଷ୍ଟ ସହିବାକୁ ପଡେ। ମାତ୍ର ଆଜି ଆମେ ଯେଉଁ ଭିକାରୀର କଥା କହିବାକୁ ଯାଉଛୁ ଶୁଣିଲେ ଆପଣ ମଧ୍ୟ ଏହି ଭିକାରୀ ହେବାକୁ ସ୍ୱପ୍ନ ଦେଖିବେ।


ଏହି ଘଟଣା ଟି ଘଟିଛି ମଧ୍ୟପ୍ରଦେଶ ର ଗବାଲିଆର ଅଂଚଳରେ। ଏହି ଅଂଚଳେ ରେ ଭିକାରୀ ଦୀର୍ଘ ୧୦ ବର୍ଷ ହେବ ଭିକ ମାଗି ଆସୁଛନ୍ତି। ରାସ୍ତା କଡରେ ଅତି।ଶୋଚନୀୟ ଅବସ୍ଥାରେ ଭିକ ମାଗି ଦୁଇ ଓଳି ପେଟକୁ ଦାନା ଦେଇ ପାରନ୍ତି। କିନ୍ତୁ ଏହିପରି ସବୁଦିନ କଟିଯାଏ ଦୁଃଖରେ। ଭିକାରୀ ର ଦୁଃଖ ବା ରାସ୍ତାରେ ଯାଉଥିବା କେଉଁ ଲୋକ ନଜର କରେ। ସଭିଏଁ ନିଜ ବାଟ କାଢି ଚାଲି ଯାଆନ୍ତି।  କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ରାସ୍ତା ଦେଇ ଯାଉଥିବା ପୋଲିସ ଡିଏସପି ନିଜେ ଗାଡିରୁ ତଳକୁ ଆସି ଏହି ଭିକାରୀ ସହ କଥାବାର୍ତ୍ତା କଲେ।ଆପଣ ଯାହାକୁ ଭିକାରୀ ବୋଲି ଭାବୁଛନ୍ତି ସେ ପ୍ରକୃତରେ ଭିକାରୀ ପ୍ରଥମରୁ ନୁହନ୍ତି। ତାଙ୍କୁ ପରିସ୍ଥିତି ଏହି ବାଟରେ ଆଣି ପହଞ୍ଚାଇ ଦେଇଛି।


ଏହି ଭିକ ମାଗୁଥିବା ଭିକାରୀ ହେଲେ ଜଣେ ଆଇପିଏସ ଅଫିସର। ସେ ଏହି ଡିଏସପି ଙ୍କ ବ୍ୟାଚର ଥିଲେ ଦକ୍ଷ ସୁଟର ଏବଂ ଆଥଲେଟ। ୧୯୯୯ ମସିହାର ମନୀଷ ମିଶ୍ର ଥିଲେ ଏହି ଭିକାରୀ ଜଣକ। ତଥ୍ୟ ଅନୁଯାୟୀ ମନୀଷ ପ୍ରାୟତଃ ୨୦୦୫ ପର୍ଯ୍ୟନ୍ତ ଏହି ପଦବୀ ରେ ରହି ଠିକ ରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିଲେ। ମାତ୍ର ତାଙ୍କର ମାନସିକ ସ୍ତରରେ ଧୀରେ ଧୀରେ ସନ୍ତୁଳନ ବିଗିଡିବାରେ ଲାଗିଲା। ତାଙ୍କର ପରିବାର ଲୋକେ ତାଙ୍କୁ ନେଇ ବିଭିନ୍ନ ହସପିଟାଲରେ ଦେଖେଇଲେ ମାତ୍ର କୌଣସି ଉପଚାର ହୋଇ ପାରିଲା ନାହିଁ। ଏହି ସମୟରେ ତାଙ୍କର ପତ୍ନୀ ତାଙ୍କୁ ଦିଭର୍ସ ଦେଇ ଚାଲିଗଲେ। ତାଙ୍କର ମାନସିକ ସ୍ଥିତି ଆହୁରି ବିଗିଡି ଗଲା।


ତାଙ୍କ ଘର ଲୋକେ ତାଙ୍କୁ ସେବା କରି ପାରିଲେ ନାହିଁ। ଶେଷରେ ଆସି।ସେ ରାସ୍ତା ରେ ପାଗଳ ଭଳି ଭିକ ମାଗି ନିଜର ପେଟ ପୋଷଣ କଲେ। କିନ୍ତୁ ଏହି ସମୟରେ ଏହି ଡିଜିପି।ତାଙ୍କର ବନ୍ଧୁତା ର ନିଦର୍ଶନ ସୁରୁପ ଆସି ତାଙ୍କୁ ଏହି ସ୍ଥାନରୁ ନେଇ ଚିକିତ୍ସା କରି ତାଙ୍କୁ।ସୁସ୍ଥ କରିବାକୁ ଚେଷ୍ଟା କରୁଛନ୍ତି। ଏହିପରି ବନ୍ଧୁ ଏହି ସମୟରେ ପାଇବା ହୁଏତ କାହାରି।ସୌଭାଗ୍ୟ ରେ ନଥାଏ। ତେବେ ଆପଣା ର ସବୁ ପର କରି ଦେବା ପରେ ଏହିପରି ଜଣେ ଅଫିସର ଭିକାରୀ କୁ।ସାହାଯ୍ୟ କରି ବନ୍ଧୁତା ର ନିଦର୍ଶନ କରିବା ନିହାତି ସୌଭାଗ୍ୟ ର କଥା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।