ଦେଖନ୍ତୁ Live ଭିଡ଼ିଓ – ଲୁଚି କରି ମନ୍ଦିରରେ ବିବାହ କରିଲେ ଦୁଇଜଣ ପ୍ରେମିଯୁଗଳ ତାପରେ ଯାହା ହେଲା ସମ୍ପୂର୍ଣ୍ଣ କଥା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଉଠିବେ

0

ଆଜି ର ସମୟରେ ପ୍ରେମ ର ଅର୍ଥ ଅଲଗା ହୋଇଗଲାଣି। ଏକ ଲୋକ ଦେଖାଣିଆ ଭଲ ପାଇବା କୁ ନେଇ ଯୁବ ସମାଜ ଆଗେଇ ଚାଲିଛି। ସୋସିଆଲ ମିଡ଼ିଆ ରେ ଏହିପରି ଅନେକ।ପ୍ରେମ ସମ୍ପର୍କ ର ଦୁଷ୍ଟାନ୍ତ ଦେଖିବାକୁ ମିଳିଛି। ସେମାନେ ଭୁଲି ଯାଇଛନ୍ତି କି ଏହି ପରି ସୋସିଆଲ ମିଡ଼ିଆ ରେ କୌଣସି ଭିଡ଼ିଓ ପୋଷ୍ଟ କଲେ ଆଗାମୀ ଯୁବ ସମାଜ ଉପରେ ଏହାର କି ପ୍ରଭାବ ପଡିବ। ଏମିତି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ମାମଲା ଟି କଣ ରହିଛି। ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ତର୍ଜମା ଚାଲିଛି।

ଆପଣ ଜାଣିଥିବେ ଆଜି କାଲି ର ପିଲା ମାନେ ପ୍ରାଥମିକ ସ୍କୁଲ ରୁ ପ୍ରେମ କରିବା ଶିଖି ଗଲେଣି। ମାତ୍ର ସେମାନେ ଭଲ ପାଇବା ର ଅର୍ଥ କଣ ଠିକ ର୍ବ ବୁଝି ନାହାନ୍ତି। ସେମାନଙ୍କ ପାଇଁ।ଏହା ଏକ ସୋସିଆଲ ଟ୍ରେଣ୍ଡ । ଗାର୍ଲଫ୍ରେଣ୍ଡ ଏବଂ ବୟ ଫ୍ରେଣ୍ଡ ନାଁ ରେ ଏହି ନାବାଳକ ପିଲା ମାନେ ଅନେକ କାଣ୍ଡ ଭିଆଇ ସୋସିଆଲ ମିଡ଼ିଆର ଦୁରୂପଯୋଗ କରୁଛନ୍ତି। ସେହିଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।

ଗୋଟିଏ ପୁଅ ତାର।ଝିଅ ସାଥି କୁ ମନ୍ଦିର ଭିତରେ ଠିଆ ହୋଇ ସିନ୍ଦୁର ମରୁଥିବାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଭିଡି଼ଓ ରୁ ସ୍ପଷ୍ଟ ହେଉଛି କି ଏହି ପୁଅ ଏବଂ ଝିଅ ପରସ୍ପରକୁ ଭଲ ପାଉଛନ୍ତି। ମାତ୍ର ଏପରି କରିବା କେତେଦୂର ଠିକ ତାହା ଆପଣ ମତ ବ୍ୟକ୍ତ କରିବେ। ପ୍ରେମ କରିବା ଠିକ ମାତ୍ର ଥରେ ଭାବନ୍ତୁ ଏହି ବୟସରେ ଝିଅ ମଥାରେ ସିନ୍ଦୂର ମାରି ବିବାହ କରିବା କେତେ ମାତ୍ରା ରେ ଯାତାର୍ଥ ରହିଛି। ତାହା।ପୁଣି ସୋସିଆଲ ମିଡ଼ିଆ ରେ ଲାଇଭ ଭିଡ଼ିଓ।

ହୁଏତ ଏହି ବିବାହ ଦୁଇ ଜଣଙ୍କ ସହ ମୋତିରେ ହେଉଛି। ମାତ୍ର ସେହିମାନେ ଯେପରି କରିଛନ୍ତି ତାହା ଠିକ ନୁହେଁ। ଏହି ବୟସରେ ବିବାହ କରିବା ଆଇନ ସମ୍ମତ ନୁହେଁ। ତାହା ସହିତ ଏହିପରି ଅବିଚଳିତ ଭାବରେ ଝିଅ ର ବିବାହ ବୟସ।ନ ଉପୁଜିବା ବେଳେ ତାର ମଥାରେ ସିନ୍ଦୂର ମାରିବା ନିହାତି ଏକ ବେଆଇନ ଅଟେ। ତେଣୁ ଯେଉଁମାନେ ଏପରି କରୁଛନ୍ତି ସେମାନେ ଏହ ସୋସିଆଲ ମିଡ଼ିଆ ପ୍ରତି ସାବଧାନ ହୋଇଯିବା ଦରକାର।

ପ୍ରେମ କରନ୍ତୁ ମନା ନାହିଁ। ମାତ୍ର ଲୋକ ମାନଙ୍କୁ ଦେଖେଇ କରିବା ନିହାତି ଏକ ଘୃଣ୍ଯ କାର୍ଯ୍ୟ। ତେଣୁ ବିବାହ ର ମୁଲ୍ୟ ବୁଝନ୍ତୁ। ଏହା ଏକ ପବିତ୍ର ବନ୍ଧନ। ଏହିପରି ଭାବରେ କରି ସୋସିଆଲ ମିଡ଼ିଆ ରେ ଭିଡ଼ିଓ ଉପଲଡ଼ କରିବା ଏକ।ଅସାମାଜିଜ ଘଟଣା। ପିତା ମାତା ଙ୍କ ଅଜାଣତରେ ଏପରି ଭାବରେ କରିବା କେତେଦୂର ଠିକ ତାହା ଆପଣ ମାନେ ନିର୍ଣ୍ଣୟ କରିବେ। ପ୍ରେମ କରିବା ଠିକ ଆଉ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହେବା ମଧ୍ୟ ଠିକ ମାତ୍ର ଆଇନ ସମ୍ମତ ହେବା ଆବଶ୍ୟକ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।