BSNL ତରଫରୁ ଗ୍ରାହକ ମାନଙ୍କ ଦୀପାବଳୀ ର ଉପହାର ।। ଏବେ ମାଗଣା ରେ ମିଳିବ ସିମ, ଜାଣନ୍ତୁ କଣ କରିବାକୁ ପଡିବ….

0

ଏବେ ଦେଶ ବହୁତ ଆଗକୁ ଗଲାଣି,ପ୍ରତେକ ଲୋକ ଏବେ ଉନତି ର ପାହାଚ ଚଢୁଛନ୍ତି। ତେବେ ଦେଖିବାକୁ ଗଲେ , ସମୟ ଯେତେ ଆଗକୁ ଆଗକୁ ଆଗେଇ ଚାଲିଛି । ଦେଶ ମଧ୍ୟ ଆଗେଇବା ରେ ଲାଗିଛି,ଦେଶ ରେ ଆଧୁନିକତା ଯୋଗୁ ଆଜି ଲୋକ ମାନଂକୁ ଅଧିକ ସୁବିଧା ମିଳୁଛି ଯାହା ଦ୍ୱାରା ଲୋକ ମାନେ ମଧ୍ୟ ଏହି ସୁବିଧାର ଉପକୃତ ହେଉଛନ୍ତି। ତେବେ ଦେଶ ର ଏହି ଅତ୍ୟଧୁନିକ୍ ଜ୍ଞାନ କୌଶଳ ଦ୍ୱାରା ଅନେକ ନୂତନ ଜିନିଷ ସବୁ ଉଦ୍ଭାବନ ହେଉଛି। ଏହି ଏହି ସବୁ ଜିନିଷ ଆମ ଦେଶ ପାଇଁ ଆମ ଦେଶ ର ଲୋକ ଙ୍କ ପାଇଁ ବହୁତ ଲାଭ ଜନକ ହୋଇଛି।

ତେବେ ଏହା ଦ୍ୱାରା ଦେଶ ରେ ପ୍ରତେକ ଲୋକ ଅନେକ ସୁବିଧା ପାଇ ପାରୁଛନ୍ତି। ତେବେ ଏହା ଦ୍ୱାରା ଅନେକ ସୁବିଧା ହେଉଛି। ତେବେ ମଣିଷ ତାର ବୁଦ୍ଧି ବଳ ରେ ଅନେକ ନୂତନ ଜିନିଷ ବାହାର କରୁଛି, ଯାହା ସମସ୍ତଙ୍କୁ ସୁବିଧା ଦେଉଛି। ତେବେ ଦେଖିବାକୁ ଗଲେ ଦେଶ ରେ ଅନେକ ଜିନିଷ ରହିଛି ଯାହା ପୁରା ଦେଶ ର ଲୋକ ଙ୍କୁ ସୁବିଧା ଯୋଗାଇ ଦେଉଛି,ଆଉ ଏହାକୁ ମଧ୍ୟ ସବୁ ଲୋକ ନିଜ କାର୍ଯ୍ୟ ରେ ବ୍ୟବହାର କରୁଛନ୍ତି।


ତେବେ ଆଗରୁ ଏହି ସବୁ ନୂତନ ଜିନିଷ ନ ଥିଲା ,ଆଉ ତା ସହ ଦେଶ ମଧ୍ୟ ଏତେ ଉନ୍ନତ ହୋଇ ନ ଥିଲା । ଦେଶରେ ଏତେ ଅତ୍ୟଧୁନିକ ଜିନିଷ ସବୁ ମଧ୍ୟ ଦେଖିବାକୁ ମିଳି ନଥିଲା। ତେବେ ଆଗରୁ ଲୋକ ମାନେ ଦୂର ସ୍ଥାନ କୁ ଯିବା ପାଇଁ ଚାଲି ଚାଲି ଯାଉ ଥିଲେ। ସେତେବେଳେ ଗାଡି ନ୍ ଥିଲା କିନ୍ତୁ ଏବେ ଗାଡି ର ଉଦ୍ଭବାନ ହୋଇଛି। ତେବେ ଆଗରୁ ଲୋକ ମାନେ ଅନ୍ୟ ଲୋକ ଙ୍କ ସହ କଥା ହବା ପାଇଁ ଚିଠି ର ବ୍ୟବହାର କରୁ ଥିଲେ କିନ୍ତୁ ଏବେ ମୋବାଇଲ ର ଆବିଷ୍କାର ହୋଇଛି। ତେବେ ମୋବାଇଲ କୁ ଚଲିବା ପାଇଁ ସିମ ର ମଧ୍ୟ ଆବିଷ୍କାର ହୋଇଛି। ତେବେ ଆପଣ ମାନେ ଜାଣି ଥିବେ , ଏବେ ମୋବାଇଲ ର ଚାହିଦା କେତେ। ଏଥି ପାଇଁ ଅନେକ ଟେଲିକୋମ କମ୍ପାନୀ ଗୁଡିକ ନିଜର ଗୋଟେ ଗୋଟେ ସିମ ବାହାର କରି ସାର ଦେଶ କୁ ଯୋଗଉଛନ୍ତି। ତେବେ ବିଏସନାଲ ସିମ୍ ତରଫ ରୁ ଏକ ବଡ଼ ଘୋଷଣା ହୋଇଛି।

ତେବେ ବିଏସ୍ଏନ୍ଏଲ୍ କମ୍ପାନୀ ଏବେ ମାଗଣା ରେ ସିମ ଦେବ ବୋଲି କହିଛି। ତେବେ ସେ ପ୍ରତି ଟି ସିମ ପାଇଁ ୨୦ ଟଙ୍କା ଚାର୍ଜ କରୁ ଥିବା ବେଳେ ,ଏବେ ସେ ନିର୍ଦ୍ଧିଷ୍ଟ ସମୟ ପାଇଁ ମାଗଣାରେ ସିମ ଯୋଗାଇ ଦେବ ବୋଲି ଘୋଷଣା କରିଛି। ତେବେ ଏହି ଅଫର୍ ନଭେମ୍ୱର ୧୪ ରୁ ନଭେମ୍ୱର ୨୮ ତାରିକ ଯାଏ ରହିଛି। ତେବେ ଏହି ସିମ କାର୍ଡ ପାଇବାକୁ ହେଲେ ପ୍ରଥମେ ଆପଣ ଙ୍କୁ ୧୦୦ ଟଙ୍କା ଚାର୍ଜ କରିବା କୁ ପଡିବ ,ଆଉ ଏହି ଅଫର୍ ଦେଶ ବ୍ୟାପି ଲାଗୁ ହୋଇଛି ।

ତେବେ ଆପଣ ଏହାର ଫାଇଦା ନିକଟସ୍ଥ ବିଏସ୍ଏନ୍ଏଲ୍ ଷ୍ଟୋର କୁ ଯାଇ ପାଇ ପାରିବେ। ତେବେ ପୂର୍ବ ରୁ ବିଏସ୍ଏନ୍ଏଲ୍ ୫୯୯ ଟଙ୍କା ର ଏକ ବ୍ରୋଡ ବ୍ୟାଣ୍ଡ ଲଞ୍ଚ୍ କରି ସାରିଛି ,ଯାହାର ନାମ ଫାଇବର୍ ବେସିକ୍ ପ୍ଲସ । ତେବେ ଏହା ଦ୍ୱାରା ଗ୍ରହକ୍ ଙ୍କୁ ୬୦ ଏମବି ସହ ୨୩୩ ଯିବି ଡାଟା ମିଳିବ। ତେବେ ଏହା ଦ୍ୱାରା ଗ୍ରହକ୍ ଙ୍କୁ ୨୪ ଘଣ୍ଟା ଅସୀମ କଲ ମାଗଣା ମିଳିବ। ତେବେ ଏହା ସୀମିତ ସମୟ ପାଇଁ ରହିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।