ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆଜିର ଏହି ଜଗତ ରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ । ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଆମ ଓଡ଼ିଶା ର କିଛି ଏମିତି କିଛି ସ୍ଥାନ ରହିଥାଏ,ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ । କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ । ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ ।

ତେବେ ଏହି ଜ୍ଞାନ ଆମକୁ ବହୁତ ଆଗକୁ ନେଇଯିବ। ତେବେ ଏହି ସବୁ ଛୋଟ ଛୋଟ କଥା । ଯାହା ଆମର ଜାଣିବା ଦରକାର। ତାକୁ ପ୍ରତିଦିନ ପଢିବା ଦରକାର। ସରକାର ଏହି ପାଠ କୁ ଆମର ଶିକ୍ଷା ସହ ଜଡିତ କରିଛନ୍ତି। ତେବେ ସେହି ପରୀକ୍ଷା ରେ ଏଭଳି ସାଧାରଣ ଜ୍ଞାନ ର୍ ପ୍ରଶ୍ନ ପଚାର ଯାଏ।ତେବେ ଆସନ୍ତୁ ଜାଣିବା ଏମିତି କିଛି ପ୍ରଶ୍ନ ଓ ଉତ୍ତର ଯାହା ଆପଣ କେବେ ଜାଣି ନଥିବେ। କି କେବେ ଶୁଣି ନଥିବେ।

୧) ମୁଁ ବାୟୁ ଠାରୁ ହାଲୁକା କିନ୍ତୁ ୧୦୦ ଲୋକ ମୋତେ ହାଲୁକା ରେ ଉଠାନ୍ତି ?
ଉତ୍ତର:- ବେଲୁନ

୨) ଆହାତ ରୁ ତା ହାତ ହୁଏ ସେ ବହୁତ ଯା ହାତ ରେ ରହିଲା ସେ ମଜବୁତ ?
ଉତ୍ତର:-ଟଙ୍କା

୩)ଆମେରିକା ର ଗୋଟିଏ ପିଲା ଜନ୍ମ ହେଲା ତେବେ କୁହନ୍ତୁ ତାହାର ଦାନ୍ତ ର ରଙ୍ଗ କଣ ହେବ ?
ଉତ୍ତର:- ଜନ୍ମ ହେବା ମାତ୍ରେ ଦାନ୍ତ ଉଠି ନ ଥାଏ

୪)ତାହା କଣ ଯାହା ଆମେ ନିଜର କମ ଅନ୍ୟ ର ଅଧିକ ବ୍ୟବହାର କରି ଥାଉ ?
ଉତ୍ତର:- ନାମ

୫) ମମତା ଦେବି ଙ୍କର ୫ ଜଣ ପୁଅ ସମସ୍ତ ଙ୍କ ର ଜଣେ ଲେଖାଏଁ ଭଉଣୀ ମମତା ଦେବି ଙ୍କର ସମୁଦାୟ କେତେ ଜଣ ସନ୍ତାନ ?
ଉତ୍ତର:- ୬ ଜଣ

୬)ମାଧ୍ୟକର୍ଷଣ ଶକ୍ତି ବିଷୟ ରେ କିଏ ପ୍ରଥମେ ଅବଗତ କରାଇ ଥିଲେ ?
ଉତ୍ତର:- ନିଉଟନ

୭)ମୋ ମା ଏକ କୁକୁର ମୋ ବାପା ଏକ କଦଳୀ ?
ଉତ୍ତର:- ଚିଉନି ଡୋଗ

୮)ବଜେଟ ଉପସ୍ଥପନ କରିବା ଆଗରୁ କେଉଁ ମିଠା ଖିଆ ଯାଏ ?
ଉତ୍ତର:- ହାଲୁୱା

୯)ଓଟ କେଉଁ ଦେଶ ର ରାଷ୍ଟ୍ରୀୟ ପଶୁ ?
ଉତ୍ତର:- ସାଉଦିଆରବ

୧୦) କେଉଁ ଖାଦ୍ୟ କେବେ ବି ଖରାପ ହୁଏ ନାହିଁ ?
ଉତ୍ତର:- ମହୁ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।