ଜାଣନ୍ତୁ ଆପଣଙ୍କ ଲୋକପ୍ରିୟ ଗାୟିକା ନମିତା ଅଗ୍ରୱାଲ ଙ୍କ ପରିବାର ଏବଂ ଜୀବନୀ ବିଷୟରେ ଅଜଣା କଥା

0

ଦେଶ ର ୨୯ ଟି ରାଜ୍ୟ ଭିତରେ ଓଡିଶା ର ନାମ କୁ କିଏ ବା ନ ଜଣେ, ହେଲେ ଏହାର ପୁର୍ବତନ ନାମ ଉତ୍କଳ ଥିଲା, କିନ୍ତୁ ପରେ ଏହା ବଦଳି ଯାଇ ଓଡିଶା ନାମ ରେ ପରିଚିତ ହେଲା। ଓଡିଶା କୁ ଜଗନ୍ନାଥ ଧାମ ବୋଲି ମଧ୍ୟ କୁହା ଯାଏ, ଆଉ ଏହି ଜଗନ୍ନାଥ ଧାମ କୁ ବୁଲିବା ପାଇଁ ଅନେକ ଆଡୁ ଲୋକ ଆସି ଥାନ୍ତି। ତେବେ ଓଡିଶା ରେ ଏମିତି ଅନେକ ସ୍ଥାନ ରହିଛି ଯାହା ଦେଖିବା ପାଇଁ ବହୁତ ସୁନ୍ଦର ବାହୁତ୍ ମନୋରମ ,ତେବେ ଓଡିଶା ସାରା ଦେଶ ରେ ପ୍ରସିଦ୍ଧ ହୋଇଛି। ତେବେ ଏହି ଜଗନ୍ନାଥ ଧାମ ଓଡିଶା କୁ ଏକ ପରିଚୟ ଦେଇଛି। ଏହି ବଳିଦାନ ପାଇଁ ସେମାନଙ୍କ ନାମ ଚିର ଦିନ ପାଇଁ ଇତିହାସ ପୃଷ୍ଠା ରେ ଲେଖା ହୋଇ ରହିଛି।


ତେବେ ଏହି ଓଡିଶା ରେ ଏମିତି ଅନେକ ପ୍ରତିଭା ରହିଛି , ଯାହା ପାଇଁ ଆଜି ସାରା ରାଜ୍ୟ ଗର୍ବିତ । ଆଉ ସେମାନଙ୍କ ପ୍ରତିଭା ପାଇଁ ମଧ୍ୟ ସାରା ରାଜ୍ୟ ଅନ୍ୟ ରାଜ୍ୟ ତୁଳନା ରେ ଅଧିକ ଭଲ ହୋଇ ଯାଉଛି। ଆମ ରାଜ୍ୟ ରେ ପ୍ରତିଭାବାନ ଲୋକ ବହୁତ ଅଛନ୍ତି ଯେଉଁ ମାନେ କି ନିଜର ପ୍ରତିଭା ଦେଖାଇ , ସଫଳତା ର ପାହାଚ ଚଢ଼ି ଯାଇଛନ୍ତି।ତେବେ ସେହି କଳା ପ୍ରତିଭା ଭିତରୁ ଏମିତି ଜଣେ ଗିତିକାର୍ ଅଛନ୍ତି। ଯାହା ପାଇଁ ପୁରା ରାଜ୍ୟ ଗର୍ବିତ । ତେବେ ଆସନ୍ତୁ ଜାଣିବା ସେ କିଏ।


ଆପଣ ଗିତିକାର୍ ନିମିତା ଅଗର୍ୱଲ ଙ୍କ ନାମ ଶୁଣି ଥିବେ,ତେବେ ସେ ହେଉଛନ୍ତି , ଆମ ରାଜ୍ୟ ରେ ଜଣେ ବିଶିଷ୍ଟ ଗିତିକାର। ତେବେ ଆଜି ଆମେ ତାଙ୍କ ଜୀବନ ଶୈଳୀ ବିଷୟ ରେ ଜାଣିବା। ତେବେ ସେ ଅନେକ ସୁନ୍ଦର ସୁନ୍ଦର ଭଜନ ଗାଇ ଲୋକ ଙ୍କ ମନ କୁ ଜିତି ନେଇଛନ୍ତି,ଖାଲି ଭଜନ ନୁହଁ ସେ ଅନେକ ଫିଲ୍ମ ରେ ମଧ୍ୟ ନିଜର କଣ୍ଠଦାନ କରିଛନ୍ତି। ତେବେ ତାଙ୍କର ଜନ୍ମ ଫେବ୍ରୁୟାରୀ ୧ ,୧୯୬୯ ମସିହା କଟକ ର ତୁଳସୀପୁର ରେ। ତେବେ ତାଙ୍କ ପିତା ଙ୍କ ନାମ ଲକ୍ଷ୍ମୀଧର ଦାସ ଆଉ ତାଙ୍କ ମା ଙ୍କ ନାମ ଅନ୍ନଦାମଞ୍ଜରି ଦାସ , ଛୋଟ ବେଳୁ ନମିତା ବହୁତ ଆଦର ରେ ବଢ଼ିଛନ୍ତି। ତେବେ ନମିତା ଛୋଟ ବେଳୁ ଗୀତ ପ୍ରତି ଆଗ୍ରହୀ ଥିଲେ, ଆଉ ତାଙ୍କର ଏହି ଆଗ୍ରହ ଦେଖି ତାଙ୍କ ବାପା ଓ ମା ତାଙ୍କୁ ଗୀତ ଶିଖିବା ପାଇଁ ସମର୍ଥନ କରିଥିଲେ।


ତେବେ ନମିତା ସୀତାରାମ ଅଗର୍ୱଲ୍ ଙ୍କୁ ବିବାହ କରିଥିଲେ,ତେବେ ସୀତାରାମ ଙ୍କ ଘର ହେଉଛି ପୁରୀ ଠାରେ,ଏବେ ସେମାନେ ପୁରୀ ରେ ରୁହନ୍ତି। ୧୯୯୨ ମସିହା ରେ ଦୁହେଁ ବିବାହ କରି ଥିଲେ। ତେବେ ସୀତାରାମ ଅଗର୍ୱଲ୍ ହେଉଛନ୍ତି ସାର୍ଥକ ଟିଭି ର ପ୍ରତିଷ୍ଠାତା । ତେଣୁ ନମିତା ଙ୍କୁ ମଧ୍ୟ ଅନେକ ସୁଯୋଗ ମିଳି ଥିଲା ସାର୍ଥକ ଟିଭି ରେ କାମ କରିବା ପାଇଁ,ଏହା ପାଇଁ ସେ ବହୁତ ଚର୍ଚ୍ଚିତ ହୋଇ ଯାଇ ଥିଲେ।ତେବେ ନମିତା ଙ୍କ ପୁରା ନାମ ହେଉଛି ସିଦ୍ଧାର୍ଥ ଅଗର୍ୱଲ୍ ।

ନମିତା ପ୍ରଥମ ରୁ ଚମ୍ପୁ , ଓଡିଶୀ , ଛାନ୍ଦ୍ ଆଦି ସଂଗୀତ ସିଖୁଥିଲେ। ସେ ୧୯୮୬ ମସିହା ରେ ଆକାଶବାଣୀ ରେ କାର୍ଯ୍ୟ କରୁ ଥିଲେ। ୧୯୯୨ ମସିହା ରେ ତାଙ୍କର ପ୍ରଥମ ଓଡ଼ିଆ କ୍ୟାସେଟ ମୁକ୍ତି ଲାଭ କରିଥିଲା,ଏହି କ୍ୟାସେଟ ର ନାମ ଥିଲା ଅଝଟିଆ କାଳିଆ। ତେବେ ନମିତା ଙ୍କର ଏହି ସୁନ୍ଦର ପ୍ରତିଭା ପାଇଁ ସାରା ରାଜ୍ୟ ତାଙ୍କ ପାଇଁ ଗର୍ବିତ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।