ପୋଷ୍ଟ ଅଫିସ ରେ ଚାକିରି ପାଇଁ ଆସିଲା ଭେକେନ୍ସି, ତେବେ ଦେଖନ୍ତୁ ଏହା ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ।

0

ଏବେ ସମାଜ ରେ ପ୍ରତେକ ଲୋକ ପାଠ ପଢି ଶିକ୍ଷିତ ହେଉଛନ୍ତି । ତେବେ ସମାଜ ରେ ଏବେ ଅଶିକ୍ଷିତ ସଂଖ୍ୟା ବହୁତ୍ କମ ରହିଛି,ଏହା ଦ୍ୱାରା ଆମ ଦେଶ ମଧ୍ୟ ଅନେକ ଆଗକୁ ଗଲାଣି । ଲୋକ ମାନେ ଶିକ୍ଷିତ ହେବା ସହ ନିଜ ଗୋଡ଼ ରେ ଛିଡା ହେବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ତେବେ ଯାହା ଦ୍ୱାରା ସମାଜ ରେ ଏକ ନୂତନତା ଦେଖା ଦେଇଛି,ତେଣେ ଲୋକ ମାନେ ମଧ୍ୟ ଆଉ ଆଗ ଭଳି ଅଶିକ୍ଷିତ ରହିବାକୁ ପସନ୍ଦ କରୁ ନାହାନ୍ତି। ସମସ୍ତେ ଶିକ୍ଷିତ ହେବା କୁ ଚେଷ୍ଟା କରୁଛନ୍ତି,

ଆଉ ନିଜର ପରିଚୟ ସୃଷ୍ଟି କରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି।ତେବେ ଆଜି ଯାଏ ବି ଆମ ଦେଶ ରେ ଅନେକ୍ ଗରିବ୍ ଲୋକ ରହିଛନ୍ତି ଯେଉଁ ମାନେ କି ନିଜ ପିଲା ମାନଂକୁ ପାଠ ପଢ଼ାଇବା ପାଇଁ ପଇସା ଯୋଗାଇ ଦେଇ ପାରୁ ନାହାନ୍ତି ,ତେଣୁ ଏଥି ପାଇଁ ସେମାଙ୍କୁ ଅଧାରୁ ପଢ଼ା ଛାଡିବାକୁ ପଡି ଥାଏ। କେହି କେହି ଛୁଆ ୮ ମ୍ ରୁ ପଢା ଛାଡ଼ୁଛନ୍ତି ,ତ ଆଉ କେହି ୧୦ମ୍ ରୁ। ତେବେ ଏହା ପରେ ପଇସା ଅଭାବରୁ ପଢିବାକୁ ସୁଯୋଗ ପାଇ ନ ଥାନ୍ତି

ତେବେ ଆପଣ ମାନେ ଜାଣି ଥିବେ କି ଏବେ ଅନେକ ପ୍ରକାର ଚାକିରୀ ର ସୁବିଧା ରହିଛି କିନ୍ତୁ ଉଚ୍ଚ ଶିକ୍ଷିତ ଙ୍କ ପାଇଁ ଚାକିର ର ବ୍ୟବସ୍ଥା ଅଧିକ ରହିଛି।ତେବେ ଯେଉଁ ମାନେ ଅଧିକ ପଢି ଥିବେ। ଯେଉଁ ମାନଂକର ଅଧିକ ଜ୍ଞାନ ଥିବ ସେମାନେ ଏହି ଚାକିରୀ କରି ପାରିବେ। ତେବେ ଏମିତି ମଧ୍ୟ ଅନେକ ରହିଛି କି କମ ପାଠ ପଢି ଥିବା ଲୋକ ମାନଙ୍କ ପାଇଁ ମଧ୍ୟ ଚାକିରୀ ର ବ୍ୟବସ୍ଥା ରହିଛି, ହେଲେ ଲୋକ ମାନେ ଏହାର ଲାଭ ଉଠାଇ ପାରୁ ନାହଁନ୍ତି। ତେବେ ସରକାର ମଧ୍ୟ ଦେଶ ରୁ ବେକାରୀ ସଂଖ୍ୟା ହ୍ରାସ କରିବା ପାଇଁ ସମସ୍ତଙ୍କ ପାଇଁ ଚାକିରୀ ର ବ୍ୟବସ୍ଥା କରିଛନ୍ତି। ତେବେ ଯେଉଁ ମାନେ କମ ପାଠ ପଢିଛନ୍ତି ,ଯେଉଁ ମାନେ ନିଜ ପାଠ ପଢା ଅଧାରୁ ଛାଡିଛନ୍ତି ସେମାନଙ୍କ ପାଇଁ ସରକାର ଏକ ବଡ଼ ସୁଯୋଗ ଆଣି ଛନ୍ତି।

ତେବେ ପୋଷ୍ଟ ଅଫିସ ରେ ସେମାନଙ୍କୁ ଚାକିରୀ ଯୋଗାଇ ଦିଆ ଯିବ। ତେବେ ମାସ କୁ ଦରମା ୧୯,୯୦୦ । ତେବେ ଏହା ୮ ମ୍ ରୁ ୧୦ ମ୍ ଯାଏ ପଢି ଥିବା ଲୋକ ଙ୍କ ପାଇଁ ଏକ ବଡ଼ ସୁଯୋଗ। ତେବେ ଆସନ୍ତୁ ଜାଣିବା ଏହି ଚାକିରୀ ପାଇଁ ଆବେଦନ କରିବାର ପ୍ରକ୍ରିୟା ।

କିପରି କରିବେ ଆବେଦନ:-

ତେବେ ଏହି ଚାକିରୀ ପାଇଁ ୨୦୬୦ ଟି ପୋଷ୍ଟ ବାହାରି ଥିଲା । ତେବେ ସେଥିରେ ଅନେକ ଲୋକ ଆବେଦନ କରି ଥିଲେ। ତେବେ ଏହି ଚାକିରୀ ପାଇଁ ଓଡିଶା ର ପ୍ରତେକ ଲୋକ ଏହାକୁ ଆବେଦନ କରି ପାରିବେ। ତେବେ ଏଥିରେ ଅନେକ ପୋଷ୍ଟ ବାହାରିଛି। ତେବେ ଏଥିରେ ସେଲେରି ରହିବ ୧୯,୯୦୦ ରହିଛି , କାରଣ ଏହା ସରକାରୀ ଚାକିରୀ।ତେବେ ଏହାକୁ ଆବେଦନ ପାଇଁ ଆପଣ ଅଫଲାଇନ୍ ରେ କରି ପାରିବେ। ତେବେ ଏଥି ରେ ୨୧ ରୁ ୩୦ ବର୍ଷ ମଧ୍ୟ ରେ ରହି ଥିବା ପ୍ରତେକ ଲୋକ ଏହି ଚାକିରୀ ପାଇଁ ଆବେଦନ କରି ପାରିବେ।Indian Postal Recruitment : 2020, ୱେବସାଇଟ୍ ରେ ଯାଇ ଆପଣ ଫର୍ମ ଭରି ଏହାର ଆବେଦନ କରି ପାରିବେ। ତେବେ ଏହା କୁ ୮ ମ୍ ପାସ କରିଥିବା ପିଲା ମାନେ ମଧ୍ୟ ଆବେଦନ କରି ପାରିବେ। ତେବେ ଆବେଦନ କରିବାର ଶେଷ ତାରିକ ୨୨ ଡ଼ିସେମ୍ବର,ଏହା ସମସ୍ତଙ୍କ ଙ୍କ ପାଇଁ ଏକ ବଡ଼ ସୁଯୋଗ ରହିଛି।

Address:-
The senior manager,Mail motor service,134-A,sudam kalu,Ahiremary worli,Mumbai,Pin:-400018

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।