ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଭିଡ଼ିଓ । ଏହି ମହିଳା ଜଣକ ଥାନା ଆଗରେ କାହିଁକି ଉଲଗ୍ନ ହେଲେ, କାରଣ ଜାଣିଲେ ମଥାରେ ହାତ ଦେଇଦେବେ.! ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ…..

0

ଧୀରେ ଧୀରେ ଆମ ସମାଜରେ ବଢ଼ିବାରେ ଲାଗିଛି ଯେତେ ସବୁ ଆଶ୍ଚର୍ଯ୍ୟ ଜନକ , ଅଭବନୀୟ ତଥା ଅତ୍ୟନ୍ତ ଲଜ୍ୟା ଜନକ ଘଟଣା। ପୁରାତନ ଯୁଗରେ ଲୋକମାନେ ନିଜର ମାନ ସଂମାନ କୁ ରକ୍ଷା କରିବାକୁ ଯାଇ ନିଜର ମୁଣ୍ଡ କାଟ କରିବାକୁ ମଧ୍ୟ ପଛାଉ ନଥିଲେ କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ସବୁ କିଛି ବିପରୀତ ହେବରେ ଲାଗିଛି। ଲୋକମାନେ ନିଜର ଚରିତ୍ର ଓ ମାନସଂମାନ କୁ ପଛରେ ପକେଇ କେବେ କେବେ ଏପରି ଲଜ୍ୟା ଜନକ କାର୍ଯ୍ୟ ସବୁ କରିବସିଥାନ୍ତି ଯାହାକୁ ବିଶ୍ୱାସ କରିବା ମଧ୍ୟ କଷ୍ଟ କର ହୋଇଥାଏ ।ଏହା ଆମର ସାମଜ ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପକେଇଥାଏ।


ତେବେ ଆମେ ଆଜି ଆପଣଙ୍କୁ ଜଣେ ମହିଳା ଙ୍କର ଏହିପରି ଏକ ଲଜ୍ୟା ଜନକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ।ଏହି ପରି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ପୋଲିସ ଷ୍ଟେସନ ନିକଟରେ ।ସୂଚନା ଅନୁସାରେ ନଭେମ୍ବର ଦ୍ୱିତୀୟ ସପ୍ତାହ ରେ ପ୍ରାୟ ସକାଳ ୮ ଘଟିକା ସମୟରେ ଅନୁଗୁଳ ପୋଲିସ ଷ୍ଟେସନ ଆଗରେ ଆସି ପହଁଚି ଥିଲେ ଜଣେ ମହିଳା ।ତା ପରେ ସେ ସେଠାରେ ଯାହା ସବୁ କାଣ୍ଡ ରଚିଥିଲେ ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସୂଚନାଯୋଗ୍ୟ ଯେ , ସେ ମହିଳା ଜଣଙ୍କ ପୋଲିସ ଷ୍ଟେସନ ଆଗରେ ପ୍ରାୟ ସକାଳ ୮ ଟା ରେ ପହଞ୍ଚି ଯାଇଥିଲେ ପରେ ସେ ନିଜର ସମସ୍ତ ପୋଷାକ କୁ ନିଜ ଦେହରୁ ବାହାର କରିଦେଇ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ସେଠାରେ କିଛି ସମୟ ବସି ରହିଥିଲେ। ଲୋକମାନେ ଯେତେବେଳେ ତାଙ୍କୁ ଏପରି କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ସେତେବେଳେ ସେ ଲୋକମାନ ଙ୍କୁ ବହୁତ କୁତ୍ସିତ ଭାଷା ରେ ଗାଳିଗୁଲଜ କରିବା ସହ ସେମାନ ଙ୍କ ଉପରକୁ ଆକ୍ରମଣ କରିଥିଲେ ।ଏପରି କି ପୋଲିସ ମାନେ ମଧ୍ୟ ତାଙ୍କୁ ରକିବାକୁ ଯାଇ ଫେଲ ମାରିଥିଲେ ।ଖାଲି ଏତିକି ନୁହେଁ ବରଂ ସେ ଉଲଗ୍ନ ହୋଇ ପୋଲିସ ଷ୍ଟେସନ ଭିତରକୁ ପ୍ରବେଶ କରି ତାଙ୍କର ଜିନିଷ ପତ୍ର ସବୁ କୁ ଭଙ୍ଗା ରୁଜା କରିଥିଲେ ।ତା ପରେ ସେ ସେହି ରାସ୍ତା ଉପରକୁ ଯାଇ ରାସ୍ତା ବନ୍ଦ କରିଥିଲେ ।


ଏହି ସମ୍ପୂର୍ଣ୍ଣ ଘଟଣା ଟୀକୁ ଜଣେ ଯୁବକ ରେକର୍ଡ କରି ସୋସିଆଲ ମିଡ଼ିଆରେ ଭାଇରଲ କରିଥିଲେ ।ତେବେ ଭିଡ଼ିଓ ଟି ଭାଇରଲ ହେବା ପରେ ସେହି ମହିଳାଙ୍କ ର ପରିବାର ଲୋକ ଆସି ତାଙ୍କୁ ସେଠାରୁ ରକ୍ଷା କରିଥିଲେ । ତେବେ ସୂଚନା ଅନୁସାରେ ସେ ଢେଙ୍କାନାଳ ଜିଲ୍ଲାର ବାସିନ୍ଦା ଅଟନ୍ତି। ତାଙ୍କର ପରିବାର ଲୋକେ କହିଛନ୍ତି ଯେ ସେହି ମହିଳା ଜଣଙ୍କ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ତେଣୁ ସେ ଏହି ପରି କାର୍ଣ୍ଣମା କରିଛନ୍ତି ।ଏବଂ ପରେ ତାଙ୍କର ପରିବାର ଲୋକେ ପୋଲିସ କର୍ମଚାରୀ ଏବଂ ସାଧାରଣ ଲୋକମାନକୁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।