( ଅଇଁଠା ବାସନ ) – ନଧୋଇ ରଖିଦେଉଛନ୍ତିକି | ହୋଇଯାଆନ୍ତୁ ସାବଧାନ ଜାଣନ୍ତୁ ଏପରି କରିବା ଦ୍ୱାରା ଘରେ କଣ କଣ ଅସୁବିଧା ସବୁ ହୋଇଥାଏ…….

0

ଭଗବାନ ଏହି ସଂସାର କି ସୃଷ୍ଟି କରିବା ସମୟରେ ମଣିଷ କୁ ଭିନ୍ନ ଓ ନିଆଁର ରୂପରେ ଗଢିଛନ୍ତି । ଆଉ ଯଦି ଆପଣ ସମାଜର ନୀତିନିୟମ କୁ ଦେଖିବେ ତ ମଣିଷ ହେଉଛି ଏକ ମାତ୍ର ପ୍ରାଣୀ ଯିଏକି ସମସ୍ତ ନୀତିନିୟମ ଦ୍ବାରା ବନ୍ଧା ହୋଇଥାଏ। ଆମର ସଂସ୍କୃତି ଓ ପରମ୍ପରା ଅନୁସାରେ ଆମକୁ ଏକ ସମାଜରେ ବସବାସ କରିବା ପାଇଁ କେତକ ନିତି ଦିନିଆ ପ୍ରଥା କି ମାନିବାକୁ ହୋଇଥାଏ ଏବଂ ଏହାକୁ ନମାନିବା କାରଣ ରୁ ଆମକୁ ବହୁତ ଅସୁବିଧା ର ସମ୍ମୁଖିନ ମଧ୍ୟ ହେବାକୁ ପଡିଥାଏ । ତେବେ ଆମେ ଆଜି ଆପଣଙ୍କୁ ଏହି ପରି ଏକ ନିୟମ ବିଷୟରେ ଜଣେଇବୁ ଯାହାକି ଆପଣଙ୍କୁ ଏକ ସୁଖ ଶାନ୍ତି ର ଜୀବନ ଦେବାରେ ସାହାଯ୍ୟ କରିବ ।


ସାଧାରଣ ଭାବରେ କହିବାକୁ ଗଲେ , ଆମ ସମାଜରେ ଲୋକମାନେ ପ୍ରାୟ ରାତିରେ ଶୋଇବା ବେଳେ ରାତିରେ ଭଜନ କରିଥିବା ବାସନ କୁ ଧୋଇକରି ରଖନ୍ତି ନାହିଁ । ସେମାନେ ଏହାକୁ ସେହି ପରି ଅଇଁଠା ବାସନ କରି ରଖିଥାନ୍ତି ଏବଂ ତାହାକୁ ସକାଳେ ଧୋଇଥାନ୍ତି ।କିନ୍ତୁ ଆମେ ଆପଣ ଙ୍କୁ କହିରଖୁଚୁ ଯେ , ଏହି ପରି କରିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଆପଣଙ୍କ ଉପରେ ଏହାର ବହୁତ ଖରାପ ପ୍ରଭାବ ପଡିଥାଏ। ଆସନ୍ତୁ ସେ ସବୁ ବିଷୟରେ ଜାଣିବା :-

୧.ରାତିରେ ଅଇଁଠା ବାସନ ରଖି ଶୋଇବା ଫଳରେ ଆମ ଉପରେ ତଥା ଆମର ପରିବାର ଉପରେ ଏହାର ଖରାପ ଦୃଷ୍ଟି ପଡିଥାଏ। ଏହା ଘରେ ରହିବା ଦ୍ୱାରା ଘରେ ଅଶାନ୍ତି ବଢିଥାଏ।


୨. ଅଇଁଠା ବାସନ କିମ୍ବା ବାସି ଖାଦ୍ୟ ଥିବା ବାସନ ରାତିରେ ଘରେ ରହିଲେ ସେ ଘରର ସମସ୍ତ ସୁଖ ଓ ଶାନ୍ତି ନଷ୍ଟ ହୋଇଯାଇଥାଏ। ଏବଂ ଘରେ ସବୁବେଳେ କଳିଝଗଡା ସୃଷ୍ଟି ହୋଇଥାଏ। ଘରର ସମସ୍ତ ସଦସ୍ୟ ଙ୍କର ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଇଥାଏ ।

୩.ରାତିରେ ଘରେ ଅଇଁଠା ବାସନ ରହିବା ଫଳରେ ମା ଲକ୍ଷ୍ମୀ ସେହି ଘର ଉପରେ ଅଶାନ୍ତ ହୋଇଥାନ୍ତି । ଏବଂ ଘର ଉପରକୁ ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ । ମା ଲକ୍ଷ୍ମୀ ସେହି ଘର ଉପରେ ସନ୍ତୁଷ୍ଟ ନଥିବାରୁ ସେହି ଘରେ ସବୁବେଳେ ଟଙ୍କା ପଇସା ର ଅଭାଵ ଦେଖା ଦେଇଥାଏ।


୪. ଆମର ପୁରାଣ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଘରେ ଅପରିଷ୍କାର ବାସନ ବା ଅଇଁଠା ବାସନ ରଖୁଛନ୍ତି ତ ଆପଣଙ୍କ ଘର ଆଡ଼କୁ ନକରାତ୍ମକ ଶକ୍ତି ର ପ୍ରବେଶ ହୋଇଥାଏ ।ଅଧୁଆ ବାସନ ଘରେ ରହିବା ଫଳରେ ଘରେ ନାହିଁ ନଥିବା ଅସୁବିଧା ସବୁ ଦେଖା ଦେଇଥାଏ ।

୫.ଅଇଁଠା ବାସନ କୁ ବେସି ସମୟ ପର୍ଯ୍ୟନ୍ତ ଅଧୁଆ ରଖିବା ଫଳରେ ଏଥିରେ ବିଭିନ୍ନ ପ୍ରକାରର ଜୀବାଣୁ ମାନେ ନିଜର ଘର ବସେଇଥାନ୍ତି । ଫଳରେ ଆପଣ ବାସନ ଧୋଇବା ପରେ ମଧ୍ୟ ଏମାନେ ନଷ୍ଟ ନହୋଇ ଆମର ଶରୀରକୁ ପ୍ରବେଶ କରନ୍ତି ଏବଂ ଆପଣ ଅନେକ ପ୍ରକାରର ରୋଗର ସ୍ୱୀକାର ହୋଇଥାନ୍ତି। ଯଦି ଏବେ ପର୍ଯ୍ୟନ୍ତ ଆପଣ ଏହି ଭୁଲ କରିଆସିଥିଲେ ଏବେ ଆଉ ଏହି ପରି ଭୁଲ କରନ୍ତୁ ନାହିଁ ନହେଲେ ଅନେକ ଅସୁବିଧା ର ସମ୍ମୁଖିନ ହେବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।