ଲିଭର୍ ସମସ୍ୟା କୁ ନେଇ ବହୁ ଚିନ୍ତାରେ ଅଛନ୍ତି କି? ତେବେ ଦେଖନ୍ତୁ କିପରି ମାତ୍ର ୨୪ ଘଣ୍ଟା ରେ ନିଜ ଲିଭର୍ କୁ କରିବେ ସଫା।

0

ଆମ ଶରୀର ରେ ଅନେକ ଅଙ୍ଗ ରହୁଛି।ତେବେ ସେହି ସବୁ ଅଙ୍ଗ ଗୁଡିକୁ ନେଇ ଆମ ପୂର୍ଣ୍ଣ ଶରୀର ଗଠିତ । ତେବେ ପ୍ରତିଟି ଅଙ୍ଗ କୁ ସୁସ୍ଥ ରଖିଲେ ଯାଇ ଆମେ ସୁସ୍ଥ ରହି ପାରିବା । ତେବେ ଏଥି ପାଇଁ ଆମକୁ ଅନେକ କିଛି କରିବାକୁ ପଡି ଥାଏ,ଏହା ପାଇଁ ଆମ କୁ ଅନେକ ପ୍ରକାର ବ୍ୟାୟାମ୍ କରିବାକୁ ପଡି ଥାଏ। ଅନେକ ପ୍ରକାର ପରିବା ମଧ୍ଯ ଖାଇବାକୁ ପଡି ଥାଏ। ତେବେ ନିଜ କୁ ସୁସ୍ଥ ଓ ନିରାପଦ ରହିବା ପାଇଁ ଆମ କୁ ଆମ ର ପ୍ରତେକ ଅଙ୍ଗ କୁ ଠିକ ରଖିବାକୁ ପଡିବ।ତେବେ ଆପଣ ମାନେ ଦେଖି ଥିବେ। ଗୋଟେ ଅଙ୍ଗ ରେ କୌଣସି କ୍ଷତି ହେଲେ ପୁରା ଶରୀର ର ଅନେକ ଅସୁବିଧା ହୋଇ ଥାଏ,ତେଣୁ ଆମେ ସବୁ ଅଙ୍ଗ କୁ ସୁସ୍ଥ ରଖିବା।


ତେବେ ଆପଣ ମାନେ ଜାଣି ଥିବେ କି ଲିଭର୍ ଆମ ଶରୀର ର ଏକ ବୃହତ ଅଙ୍ଗ।ଏହା ଆମ ଶରୀର ରେ ଏକ ମୁଖ୍ୟ ଅଙ୍ଗ ଭାବେ ମଧ୍ୟ ପରିଚିତ।ତେବେ ଏହା ଖରାପ୍ ହେଲେ ଆମ ଶରୀର କୁ ଅନେକ କ୍ଷତି ହୋଇ ଥାଏ। ତେବେ ଲିଭର୍ ଖାଦ୍ୟ ପାଚନ ଠାରୁ ଆରମ୍ଭ କରି ଶରୀର ରେ ଶକ୍ତି ଦେବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଲିଭର୍ କରି ଥାଏ। ତେବେ ଶରୀର ରେ ସବୁ ରୋଗ ସହ ଲଢ଼ିବା ପାଇଁ ମଧ୍ୟ ଲିଭର୍ କାର୍ଯ୍ୟ କରି ଥାଏ, ଯଦି ଲିଭର୍ ରେ କୌଣସି କ୍ଷତି ଦେଖା ଦିଏ , ତାହାଲେ ଏହା ଆମ ଶରୀର ରେ ଅନେକ ପ୍ରକାର ରୋଗ ଦେଖା ଦିଏ, ତା ସହ ମୁର୍ତ୍ୟୁ ହେବା ଭଳି ମଧ୍ୟ ରୋଗ ଦେଖା ଦେଇ ଥାଏ।

ତେବେ ଯେପରିକି ଫ୍ୟାଟି ଲିଭର୍, ଲିଭର୍ ଡାଇବେଟିସ , ଲିଭର୍ କ୍ୟାନ୍ସର , ଲିଭର୍ ର ଆକାର ବଢ଼ିବା ଆଦି ଅନେକ ପ୍ରକାର ରୋଗ ଦେଖା ଦେଇ ଥାଏ। ତେବେ ଏହା ଆମ ଜୀବନ ପ୍ରତି ଅଧିକ ବିପଦ ଆଣି ଥାଏ।ତେବେ ଆମେ ଏହାକୁ ସବୁବେଳେ ସଫା ଓ ସୁସ୍ଥ ରଖିବା ଯାହା ଦ୍ୱାରା ଆମ ଶରୀର ମଧ୍ୟ ସୁସ୍ଥ ଓ ରୋଗ ମୁକ୍ତ ରହିବ।ତେବେ ଆମେ ଏମିତି ପ୍ରକ୍ରିୟା ଜାଣିବା ଯାହା ଦ୍ୱାରା ଆମ ଲିଭର୍ ସଫା ହୋଇ ଯିବ।ତେବେ ଆସନ୍ତୁ ଜାଣିବା ସେହି ପ୍ରକ୍ରିୟା ଟି କଣ ।

ପ୍ରସ୍ତୁତି ପ୍ରଣାଳୀ:-

ତେବେ ଏହି ପ୍ରକ୍ରିୟା ପାଇଁ ପ୍ରଥମେ ଲାଉ ନେବା । ଏଥିରେ ଭିଟାମିନ୍ ଏ , ସି କ୍ୟାଲ୍ସିୟମ ଆଦି ରହିଛି । ତେବେ ଏହା ପରେ ଆମେ ନେବା ହଳଦୀ। ତେବେ ହଳଦୀ ରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ,ଯାହା ଅମ ଲିଭର୍ କୁ ଶୀଘ୍ର ସଫା ରଖେ। ତେବେ ତା ସହ ଧନିଆ ପାତ୍ର,ଏହା ଆମ ପାଚନ ପ୍ରକ୍ରିୟା କୁ ଶୀଘ୍ର କରାଇ ଥାଏ। ଆଉ ଆମ ଲିଭର୍ ପାଇଁ ମଧ୍ୟ ଖୁବ ଲାଭ ଦାୟକ ।ତେବେ ଆପଣ ଏହି ଗୁଡିକୁ ନେଇ ଜୁସ ପ୍ରସ୍ତୁତ କରି ପିଇବେ। ଆପଣ ଲାଉ ଓ ଧନିଆ ପାତ୍ର କୁ କାଟି ପେସି ଦେବେ,ଏହାକୁ ଛାଣି ଏଥିରେ ଅଧା ଚାମଚ୍ ରୁ ହଳଦୀ ପକାଇ ସେଥିରୁ ଲେମ୍ବୁ ଟିକେ ଚିପୁଡ଼ି ଦେବେ। ଏହା ପରେ ଜୁସ କୁ ପିଇବେ। ଏହା ଆମ ଲିଭର୍ କୁ ସଫା ଓ ସୁସ୍ଥ ରଖିବ,ତେବେ ଏହି ଜୁସ ସହ ଆପଣ କିସମିସ୍ ଖାଆନ୍ତୁ , ଏହା ମଧ୍ୟ ଲିଭର୍ ପାଇଁ ବହୁତ ଲାଭଦାୟକ ଜିନିଷ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।