ଦୁର୍ଗା ପୂଜା ଶେଷ ହେବା ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି ୫ଟି ଜିନିଷ ମଧ୍ୟରୁ ୧ ଟି ଜିନିଷ ପୁରା ବର୍ଷ ହେବ ଧନର ବର୍ଷା

0

ପାର୍ବଣ ଋତୁ ର ଆରମ୍ଭ ହୋଇ ସାରିଛି। ଏବେ ଆସିବାକୁ ଯାଉଛି ପୂଜା ଉପରେ ପୂଜା। ମା ଦୁର୍ଗାଅଙ୍କର ପୂଜା ଆରମ୍ଭ ହୋଇ ଯାଇଥିବା ବେଳେ ଆଗକୁ ଆସୁଛି ମା ଲକ୍ଷ୍ମୀ ଓ ମା କାଳୀଙ୍କ ର ପୂଜା। ତେବେ ଏହି ସମୟ ଅତ୍ୟାନ୍ତ ପବିତ୍ର ର ସମୟ ହୋଇଥାଏ। ଏହି ସମୟ ରେ ସମସ୍ତେ ନିଶ୍ଚିତ ଭାବରେ କୀଛି ଏପରି କାର୍ଯ୍ୟ କରିବା ଉଚିତ ଯାହା ଫଳରେ ମା ଲକ୍ଷ୍ମୀ ଦୁର୍ଗାଆ ଓ ମା କାକିଙ୍କ ର ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ। ତେବେ ଆଜି ଆମେ ଆପଣଙ୍କୁ କହିବା କୁ ଯାଉଛୁ ଏପରି 5 ଟି ଜିନିସ ବିଷୟରେ ଯାହା କି ଯଦି ଆପଣ ମା ଦୁର୍ଗାଆ ଙ୍କ ପୂଜା ସରିବା ପୂର୍ବରୁ ଘରେ ଆଣି ରଖନ୍ତି ତେବେ ନିଶ୍ଚିତ ଭାବରେ ଆପଣଙ୍କ ଘରେ ଧନର ବର୍ଷା ହେବାକୁ ଲାଗିବ।

1. ରୁପା ମୁଦ୍ରା।
ଆପଣ ଯଦି ମା ଦୁର୍ଗାଙ୍କ ପୂଜା ସରିବା ପୂର୍ବରୁ ଘରେ ଏକ ରୁପା ମୁଦ୍ରା ଆଣି ରଖନ୍ତି ତେବେ ଏହା ଆପଣଙ୍କ ଘର ଉପରେ ବହୁତ ଭଲ ପ୍ରଭଵ ପକାଇ ଥାଏ।ଏହା ଫଳରେ ମା ଲକ୍ଷ୍ମୀଙ୍କ ରଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିଥାଏ। ଯୋଉଥି ପାଇଁ କି ଘରେ ଧନ ର ବର୍ଷା ହେବାକୁ ଲାଗିଥାଏ। ଆପଣଙ୍କ ଘରେ କେବେବି ଧନର ଅଭାବ ଦେଖା ଦେବ ନାହିଁ।

2. କୋଉଡି।
ଯଦି ଆପଣ ମା ଦୁର୍ଗଙ୍କ ପୂଜା ଆଗରୁ ଘରେ କୋଉଡି ଆଣିକି ରଖନ୍ତି ତେବେ ନିଶ୍ଚିତ ଭାବରେ ଆପଣ ଙ୍କ ଘରେ ସବୁ ଅସୁବିଧା ଦୁରେଇ ଯିବ। ଏହା ସହ ଆପଣଙ୍କ ଘରେ ସର୍ବଦା ସକାରାତ୍ମକ ଉର୍ଜା ର ପ୍ରଭଵ ଜାରି ରହିବ। ଏହା ସହ କୌଣସି ବି ଦୁଷ୍ଟ ଶକ୍ତି ଆପଣଙ୍କ ଘର ଉପରେ ଖରାପ ପ୍ରଭାବ ପକାଇ ପାରବ ନାହିଁ।

3. ଦକ୍ଷିଣ ମୁଖୀ ଶଙ୍ଖ।
ଘରକୁ ମା ଦୁର୍ଗାଙ୍କର ପୁଜା ଆଗରୁ ଦକ୍ଷିଣ ମୁଖୀ ଶଙ୍ଖ ନିଶ୍ଚୟ ଆଣନ୍ତୁ। ଏହା କରିବା ଦ୍ୱାରା ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ଏହି ଶଙ୍ଖ କୁ ଆଣି ଠାକୁର ଘରେ କିମ୍ବା ଆଲମାରୀ ରେ ରଖନ୍ତୁ। ଆଉ ଧ୍ୟାନ ରଖିବେ ଏହି ଶଙ୍ଖ କୁ କେବେବି ଖାଲି ରଖିବେ ନାହିଁ ଏଥିରେ ସବୁବେଳେ ଅରୁଆ ଚାଉଳ ପୁରାଇ ରଖିବେ।

4. ପଦ୍ମ ଉପରେ ବସିଥିବା ମା ଲକ୍ଷ୍ମୀଙ୍କ ଫୋଟୋ।
ଏହି ଫୋଟୋ କୁ ଘରକୁ ଶୀଘ୍ର ଆଣନ୍ତୁ। ଏହା କୁ ଠାକୁର ଘରେ ରଖି ସବୁଦିନ ପୂଜା କରନ୍ତୁ ଦେଖିବେ ଆପଣଙ୍କ ଘରେ କେବେବି ଧନର ଅଭାବ ଦେଖା ଦେବ ନାହିଁ। ଆପଣଂକୁ କୌଣସି ପ୍ରକାର ର ଧନ ଜନିତ ସମସ୍ୟା ର ସମ୍ମୁଖୀନ ହେବାକୁ ପଡିବା ନାହିଁ।

5. ଶ୍ରୀ ଯନ୍ତ୍ର।
ଘରକୁ ଦୁର୍ଗା ପୂଜା ଆଗରୁ କୌଣସି ବି ଶ୍ରୀ ଯନ୍ତ୍ର ଆଣନ୍ତୁ। ଏହା ଆଣିବା ଦ୍ୱାରା ଘରେ ସବୁ ପ୍ରକାର ର ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ। ଏହା ସହ ଘରକୁ କୌଣସି ପ୍ରଜାର ର ଦୁଷ୍ଟ ଶକ୍ତି ର ପ୍ରବାଭ ପଡି ପାରେ ନାହିଁ। ତେଣୁ ଏହି ଶ୍ରୀ ଯନ୍ତ୍ର କୁ ନିଶ୍ଚିତ ଭାବରେ ଘରକୁ ଆଣନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।