ମିଥୁନ ଚକ୍ରବର୍ତ୍ତୀ 24 ବର୍ଷ ପୂର୍ବରୁ ଏହି ଝିଅକୁ ଅଳିଆ ଗଦାରୁ ଉଠାଇ ଆଣିଥିଲେ , ଆଜି ସେହି ଝିଅ ଦେଖିବାକୁ ଏତେ ସୁନ୍ଦର ଏବଂ ହଟ୍ ଦେଖିଲେ ଫିଦା ହୋଇଯିବେ…….

0

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯଦି ସବୁଠାରୁ କିଛି ଅଧିକ ଭାଇରଲ ହୋଇଥାଏ ତ ତାହା ହେଉଛି ବଲିଉଡ, ଟାଲିଉଡ଼ ଏବଂ ହଲିଉଡ଼ ର ଅଭିନେତା ଓ ଅଭିନେତ୍ରୀ ମାନେ । ସେମାନେ ସବୁବେଳେ ନିଜର ଫୋଟ , ଆଲବମ ଏପରି କି ନିଜର ହବି ବିଷୟରେ ମଧ୍ୟ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଲୋକମାନଙ୍କ ସାମ୍ନା କୁ ଆସିବାକୁ ପସନ୍ଦ କରିଥାନ୍ତି । ଖାଲି ଏତିକି ନୁହେଁ ବରଂ ଆମ ସାମାଜିକ ଗଣମାଧ୍ୟମ ର କାର୍ଯ୍ୟକରୁଥିବା ବ୍ୟକ୍ତି ମାନେ ମଧ୍ୟ ଫିଲ୍ମ ର କଳାକାର ମାନଙ୍କର ତଥା ସେମାନଙ୍କ ର ପରିବାର ର ସମସ୍ତ ତଥ୍ୟ କୁ ଲୋକମାନଙ୍କ ଆଗକୁ ଆଣିଥାନ୍ତି ।


ଉଲେଖଯୋଗ୍ୟ ଯେ,ଆମର ଫିଲ୍ମ ଈଣ୍ଡଷ୍ଟ୍ରି ର ଅଭିନେତା ଓ ଅଭିନେତ୍ରୀ ମାନେ ଯେତିକି ଚର୍ଚ୍ଚା ରେ ରହିଥାନ୍ତି ତା ଠାରୁ ଅଧିକ ଚର୍ଚ୍ଚା ରେ ରହିଥାନ୍ତି ତାଙ୍କର ପିଲାମାନେ ।କେବଳ ସେତିକି ନୁହେଁ ବରଂ ଫିଲ୍ମ ଷ୍ଟାର ମାନଙ୍କର ପିଲା ମାନେ ନିଜର ପିତା ମାତା ଙ୍କ ପରେ ଫିଲ୍ମ ଈଣ୍ଡଷ୍ଟ୍ରି ରେ ନିଜର ପାରଦର୍ଶିତା ଦେଖାଇଥାନ୍ତି ।ତେବେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଫିଲ୍ମ ଇନ୍ଦ୍ରଷ୍ଟ୍ରି ର ମେରୁଦଣ୍ଡ ମିଥୁନ ଚକ୍ରବର୍ତ୍ତୀ ଙ୍କର ଝିଅ ଦିଶାନୀ ଙ୍କର ବିଷୟରେ ଯିଏକି ଖୁବ ଶୀଘ୍ର ବଲିଉଡ ରେ ପାଦ ଦେବାକୁ ଯାଉଛନ୍ତି ।


ସୂଚନାଯୋଗ୍ୟ ଯେ ମିଥୁନ ଙ୍କର ଝିଅ ଦିଶାନୀ ଏବେ ୨୪ ବର୍ଷର ସୁନ୍ଦରୀ ଯୁବତୀ ଆଟନ୍ତି।ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିବାରୁ ସେ ଆମେରିକା ରେ ଥୁବା ନ୍ୟୁୟର୍କ ଆକ୍ଟିଂଗ ସ୍କୁଲରେ ନିଜର ଅଭିନୟ ଆରମ୍ଭ କରିଥିଲେ ।ତେବେ ସେ ବହୁତ ସୁନ୍ଦର ଓ ଅଭିନୟ ରେ ମଧ୍ୟ ବହୁତ ଆଗରେ ଥିବାର ସୂଚନା ଦେଇଛନ୍ତି ମିଥୁନ ଦା ।ମିଥୁନ ଚକ୍ରବର୍ତ୍ତୀ ଙ୍କର ମୋଟ ୪ ଟି ସଂତାନ ଅଛନ୍ତି ତାଙ୍କ ମଧ୍ୟରୁ ୩ ଜଣ ପୁଅ ଏବଂ ଜଣେ ମାତ୍ର ଝିଅ ଦିଶାନୀ ।


ସୂଚନା ଅନୁସାରେ ,ଦିଶାନୀ ମିଥୁନ ଙ୍କର ନିଜ ଜନ୍ମିତ କନ୍ୟା ନୁହଁନ୍ତି ସେ ତାଙ୍କର ପସ୍ୟ କନ୍ୟା ଅଟନ୍ତି ।ବିଗତ ୨୪ ବର୍ଷ ତଳେ ମିଥୁନ ତାଙ୍କୁ ଏକ ଅଳିଆ ଗଦା ରୁ ନିଜ ଘରକୁ ଆଣିଥିଲେ ।ଏବଂ ଏଥିରେ ତାଙ୍କୁ ସମର୍ଥନ କରିଥିଲେ ତାଙ୍କର ପତ୍ନୀ ୟୋଗୀତା ।ସୂଚନା ଅନୁଯାୟୀ ୨୪ ବର୍ଷ ତଳେ କେହି ଜଣେ ଏହି ଶିଶୁ କନ୍ୟା ଟୀକୁ ଜନ୍ମ ଦେଇ ଏକ ଅଳିଆ ଗଦା ରେ ପକେଇଦେଇଥିଲେ ସେଠାକାର ଲୋକ ମାନେ ଯେତେବେଳେ ଶିଶୁ ଟିର କାନ୍ଦିବା ଶୁଣିବା କୁ ପାଇଥିଲେ ସେତେବେଳେ ସେମାନେ ଏହା ବିଷୟରେ ଖବର କାଗଜ ରେ ଛାପି ଥିଲେ ଆଉ ଖବର କାଗଜ ରେ । ଏହି ସୂଚନା କୁ ମିଥୁନ ଜାଣିବା ପରେ ନିଜ ପତ୍ନୀ ଙ୍କ ସହ ସେଠାରେ ଉପସ୍ଥିତ ହୋଇ ଶିଶୁ କନ୍ୟା ଟୀକୁ ନିଜର କରିନେଇଥିଲେ ।ତେବେ ବର୍ତ୍ତମାନ ସେ ଫିଲ୍ମ ଇନ୍ଦ୍ରଷ୍ଟ୍ରି ରେ ନିଜର ପାଦ ଦେବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି ମିଥୁନ ଦା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।