ହେ ଭଗବାନ ! ପୁଣି ଏହି ରାଜ୍ୟକୁ ଲକଡାଉନ ଘୋଷଣା କଲେ କେନ୍ଦ୍ର ସରକାର, ଶୀଘ୍ର ସେୟାର କରି ଜଣାନ୍ତୁ…..

0

ସାରା ବିଶ୍ୱ ରେ କୋରନା ନିଜର କାୟା ବିସ୍ତାର କରିବାରେ ଲାଗିଛି। କୋରନା କବଲ ରେ ପଡି ଅନେକ ବଡ ବଡ ଦେଶ କଲ ବଳ ହେଉଛନ୍ତି। ଯାହା ଫଳରେ ସାରା ବିଶ୍ୱରେ ପରିସ୍ଥିତି ଏବେ ଶୋଚନୀୟ ହୋଇ ପଡିଛି। ବିଶ୍ୱର ଆର୍ଥିକ ପରିସ୍ଥିତି ଭୁଶୁଡ଼ି ପଡିଛି। ଆମେରିକା ରୁଷିଆ ଭଳି ଦେଶ ମଧ୍ୟ ଏହାର ସମ୍ନା କରିପାରି ନାହାନ୍ତି। ଏ ପର୍ଯ୍ୟନ୍ତ କୌଣସି ବି ଦେଶ ଏହି ମହାମରି ର ଭେକ୍ସିନ ବାହାର କରି ପରି ନହାନ୍ତି। ଯାହା ଫଳରେ ସାଧରଣ ଲୋକଙ୍କ ମନରେ ଏକ ପ୍ରକାର ର ଭୟ ଖେଳି ଯାଉଛି।

କୋରନା ମହାମାରୀ ର ସିଧା ପ୍ରଭଵ ଲୋକ ମାନଙ୍କ ର ସାଧାରଣ ଜୀବନ ଶୈଳୀ ଉପରେ ପଡିଛି। ଲୋକ ମାନେ ନିଜ ନିଜ ଘରେ ଏବେ ବନ୍ଦ ହୋଇ ରହିବ ପାଇଁ ବାଧ୍ୟ ହେଉଛନ୍ତି। ଯାହା ଓହଳରେ ସମସ୍ତେ ବେ ରୋଜଗାର ହୋଇ ଯାଇ ଛନ୍ତି। ତେବେ ଆମ ଭାରତ ରେ ମଧ୍ୟ କରିନା ସଂକ୍ରମଣ ଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ଯାହା ଫଳରେ ଆମ ବ୍ଯରତ ରେ ମଧ୍ୟ କୋରନା ମହା ମାରି ଜୋଙ୍ଗୁ ଏକ ପ୍ରକାର ର ଭୟ ସୃଷ୍ଟି ହୋଇ ଯାଇଛି।

ତେବେ  ଦିଲ୍ଲୀରେ କରୋନା ଭାଇରସ ଥମିବାର ନାଁ ନେଉନାହିଁ । ମହାମାରୀର ତୃତୀୟ ଲହରୀ ଜାରି ରହିଛି । ଏହାକୁ ନଜରରେ ରଖି ସରକାର ପୁଣି ଥରେ ଲକଡାଉନ୍ ଲାଗୁ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି , ଯଦି ସହରରେ ଗହଳିଚହଳି ନ କମେ ତେବେ ପୁଣି ଥରେ ବଜାର ବନ୍ଦ କରିବା ପାଇଁ କେନ୍ଦ୍ର ଅନୁମତି ଦେଉ ବୋଲି କେଜ୍ରିଓ୍ୱାଲ କହିଛନ୍ତି ।ତେବେ କେଜ୍ରିୱାଲ କହିଛନ୍ତି କି ଦିନ କୁ ଦିନ ଦିଲ୍ଲୀ ରେ ଆକ୍ରାନ୍ତ ବଢ଼ି ଯାଉଛନ୍ତି କିନ୍ତୁ କମୁ ନାହାନ୍ତି। ତେଣୁ ସେ ଏକ ପ୍ରସ୍ତାବ କେନ୍ଦ୍ର ସରକାର ଙ୍କ ପାଖକୁ ପଠାଇଛନ୍ତି।


ତେବେ ଯଦି ଆବଶ୍ୟକ ହୁଏ , ତାହାଲେ ଅନେକ ଅଞ୍ଚଳ ରେ ଦୋକାନ ବଜାର କୁ ବନ୍ଦ କରିବାକୁ ପଡିବ। ତେବେ ସବୁ କିଛି ଖୋଲିଦେବା ଯୋଗୁ ଲୋକ ମାନେ କୋଭିଡ ଗାଇଡ଼ଲାଇନ ମାନୁ ନାହଁନ୍ତି। ଯାହା ଦ୍ୱାରା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ୁଛି।ତେବେ ସୂଚନା ମିଳିଛି କି ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୯୯ଜଣ ପ୍ରାଣ ହରାଇଛନ୍ତି । ନଭେମ୍ବର ମାସ ଆରମ୍ଭରୁ ପ୍ରତି ଘଣ୍ଟାରେ ୪ଜଣ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । କରୋନାର ଏପରି ସ୍ଥିତିକୁ ନେଇ ଦିଲ୍ଲୀର ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏବେ ବିବାହ କାର୍ଯ୍ୟକ୍ରମରେ ଲୋକଙ୍କୁ ଦିଆଯାଉଥିବା ସୁବିଧାକୁ ସୀମିତ ରଖାଯାଇଥିଲା,ବିବାହରେ ଅତିଥି ସଂଖ୍ୟାକୁ ୫୦ରେ ସୀମିତ ରଖାଯାଇଥିଲା ।

ଅତି ଆବ୍ୟସକ ନ ପଡିଲେ ଘରୁ ନ ବାହାରିବା ଓଅଇଁ ପ୍ରଧାନ ମନ୍ତ୍ରୀ ସମସ୍ତଙ୍କୁ ପରା ମର୍ସ ଦେଇ ଛନ୍ତି। ଏହା ସହ ଅତ୍ୟାବସକ ଜିନିସ ବ୍ୟତୀତ ଅନ୍ୟ ଦୋକାନ ବଜାର ସବୁ ବନ୍ଦ ରହିବ ବୋଲି ପ୍ରଧାନ ମନ୍ତ୍ରୀ ସିଧା ସଳଖ କହିଛନ୍ତି। ତେବେ ଏହି ଲକ ଡାଉନ ଆଗକୁ ଆହୁରି ବଢି ପରେ ବୋଲି ଅନୁମନ କରା ଯାଉଛି। ଯାହା ଫଳରେ ଲୋକ ମାନଙ୍କ ମନରେ ଏବେ ଭୟ ଦୁଇଗୁଣ ହୋଇ ଯାଇଛି। ପ୍ରବାସୀ ରାଜ୍ୟ ବାସୀ ମନେ ନିଜ ନିଜ ରାଜ୍ୟ ମାନଙ୍କୁ ଫେରିବା ପାଇ ଅନେକ ହଇରାଣ ହେଉଛନ୍ତି। ଗାଡି ମଟର ଟ୍ରେନ ବସ ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।