ତୁ ମୋ ଜୀବନ ସାଥୀ ର ହିରୋ ଅମର ଙ୍କ ଫ୍ୟାମେଲି ଏବଂ ତାଙ୍କ ର ରିଏଲ୍ ଲାଇଫ୍ ସମ୍ପର୍କରେ କିଛି ଅଜଣା କଥା

0

ଆମ ଘରେ ପ୍ରାୟ ସମସ୍ତେ ଓଡିଆ ସିରିଏଲ ଦେଖୁଥିବେ। ସନ୍ଧ୍ୟା ହେଲା ମାନେ ଘର ର କାମ ଦାମ ସାରି ସମସ୍ତେ ଟିଭି ଆଗରେ ବସିଯାଉଥିବେ ସିରିଏଲ ସବୁ ଦେଖିବା ପାଇଁ। ଓଡିଆ ସିରିଏଲ କୁ ଲୋକ ମାନେ ବହୁତ ଲୋକପ୍ରିୟତା ମଧ୍ୟ ଦେଉଛନ୍ତି। ଅନେକ ଲୋକ ଅଛନ୍ତି କି ଯେଉଁ ମାନେ ଅଭିନୟ ଦ୍ୱାରା ନିଜର ଭବିଷ୍ୟତ ଗଢିବା ପାଇଁ ଚାହାଁନ୍ତି। ସେମାନେ ଏହି ଟିଭି ପରଦା ରୁ ଭଲ ଭଲ ଅଭିନେତା ଏବଂ ଅଭିନେତ୍ରୀ ଙ୍କୁ ନିଜର ଇନ୍ସ୍ପିରେସନ୍ ବୋଲି ଭାବନ୍ତି।


ସେମାନଙ୍କୁ ଦେଖି ସେମାନଙ୍କ ଅଭିନୟ ତଥା ସେମାନଙ୍କ ଲାଇଫ ଷ୍ଟାଇଲ୍ କୁ ଫଲୋ କରନ୍ତି। ଅନେକ ଲୋକ ସେମାନଙ୍କ ପ୍ରିୟ ଅଭିନତା ଏବଂ ଅଭିନେତ୍ରୀ ଙ୍କ ର ରିଏଲ ଲାଇଫ୍ ସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା କରନ୍ତି। ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ପରି ଜଣେ ବହୁ ଲୋକପ୍ରିୟ କଳାକାର ଙ୍କ ର ରିଏଲ୍ ଲାଇଫ୍ ତଥା ତାଙ୍କ ଫ୍ୟାମେଲି ସମ୍ପର୍କରେ କହିବୁ। ସିଏ ଏପରି ଜଣେ କଳାକାର ଯିଏ କି ବହୁତ କମ୍ ଦିନ ରେ ବହୁ ଲୋକପ୍ରିୟତା ହାସଲ କରିପାରିଛନ୍ତି ଏବଂ ସଫଳତା ମଧ୍ୟ ହାତେଇ ପାରିଛନ୍ତି।

ତେବେ ସେହି ଅଭିନେତା ଜଣକ ହେଉଛନ୍ତି ସାର୍ଥକ ର ସବୁଠାରୁ ଲୋକପ୍ରିୟ ସିରିଏଲ ତୁ ମୋ ଜୀବନ ସାଥୀ ର ହିରୋ ଅମର। ତେବେ ଅମର ତୁ ମୋ ଜୀବନ ସାଥିରେ ଆଦି କ୍ୟାରେକ୍ଟର କୁ ପ୍ଲେ କରୁଛନ୍ତି,ଯାହାକୁ କି ଲୋକ ମାନେ ବହୁତ ପସନ୍ଦ କରିବା ସହ ବହୁତ ଭଲପାଇବା ଏବଂ ସପୋଟ୍ ମଧ୍ୟ କରୁଛନ୍ତି। ଏହି ସିରିଏଲ ଯୋଗୁଁ ଅମର ରାତା ରାତି ପୁରାପୁରି ଫେମସ୍ ହୋଇଯାଇଥିଲେ।ତେବେ ଆଦି ଙ୍କ ର ଚମତ୍କାର ଆକ୍ଟିଙ୍ଗ୍ ଲୋକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା। ଆଦି ଦେଖିବା ପାଇଁ ମଧ୍ୟ ବହୁତ ସୁନ୍ଦର ହାଇଟ୍, ଫିଗର୍ ସବୁ ଭଲ, ତାଙ୍କ ସହ ଥିବା ତାଙ୍କର କୋ ଆଟିଷ୍ଟ ଯିଏ କି ଭକ୍ତି ଭାବରେ ନଜର ଆସନ୍ତି ସିଏ ମଧ୍ୟ ବହୁତ ଭଲ ଆକ୍ଟିଙ୍ଗ୍ କରନ୍ତି,ଆଉ ସିଏ ମଧ୍ୟ ଦେଖିବା ପାଇଁ ବହୁତ ସୁନ୍ଦର। ଦୁହିଁଙ୍କୁ ଲୋକ ମାନେ ବହୁତ ପସନ୍ଦ କରିବା ସହ ବହୁ ଭଲପାଇବା ମଧ୍ୟ ଦେଇଥିଲେ।

ଏହି ସିରିଏଲ୍ ରେ ହିରୋ ଏବଂ ହିରୋଇନ୍ ଭାବେ ନଜର ଆସୁଥିବା ଅମର ଏବଂ ଜେସି ଯେଉଁ ମାନଙ୍କର କି ସିରିଏଲ ନେମ୍ ହେଉଛି ଆଦି ଏବଂ ଭକ୍ତି। ଏହି ଦୁଇ କଳାକାର ଏହି ସିରିଏଲ୍ ରେ ପାଦ ଦେବା ପରେ ରାତା ରାତି ହିଁ ଷ୍ଟାର ହୋଇଯାଇଥିଲେ। ଏହି ଦୁଇ ଜଣଙ୍କ ଯୋଡି କୁ ଲୋକ ମାନେ ମଧ୍ୟ ବହୁ ମାତ୍ରାରେ ପସନ୍ଦ ମଧ୍ୟ କରିଛନ୍ତି। ତେବେ ଏବେର ଖବର ଅନୁଯାୟୀ ଏହି ଦୁଇ କଳାକାର ଏବେ ନିକଟ ଭବିଷ୍ୟତରେ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହେବାକୂ ଯାଉଛନ୍ତି। ଅମର ଙ୍କ ପରିବାର ସମ୍ପର୍କରେ କହିଲେ ତାଙ୍କ ର ଭାଈ ଙ୍କ ଘରେ ବାପା ମାଆ ଏବଂ ସିଏ ତାଙ୍କର ଏକ ବଡ ପରିବାର ସହ ରୁହନ୍ତି, ସେ ସେଠାରୁ ହିଁ ସୁଟିଂଗ୍ ପାଇଁ ଆସନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।