ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡ଼ିଓ । ଉଭା ହେଲେ ଅଦୃଶ୍ୟ ଭଗବାନ । ଭୋଗ ଖାଉଛି ଜୀବନ୍ତ ଶଙ୍ଖ, ପୋଷ୍ଟ ଟିକୁ ଗୋଟେ ସେୟାର ନିଶ୍ଚୟ କରନ୍ତୁ……

0

ଆମ ସମାଜ ରେ ପ୍ରତେକ ଲୋକ ଭଗବନ୍ ଙ୍କୁ ପୂଜା କରନ୍ତି।ଆମ ଦେଶ ରେ ଅନେକ ଲୋକ ହିନ୍ଦୁ ଧର୍ମ ର ହେଇ ଥିବାରୁ ସେମାନେ ଭଗବାନ୍ ଙ୍କୁ ପୂଜା କରନ୍ତି।ତେବେ ହିନ୍ଦୁ ଧର୍ମ ର ଦେଖିବାକୁ ଗଲେ ଅନେକ ଦେବା ଦେବି ରହିଛନ୍ତି। ତେବେ ହିନ୍ଦୁ ମାନଂକର ପୁରାଣ ଅନୁଯାୟୀ ଦେବା ଦେବି ଙ୍କର ଅନେକ ଚମତ୍କାର ରହିଛି ଯାହା ଲୋକ ଙ୍କୁ ଉଦ୍ଧାର କରିଛି ।ଅନେକ ଲୋକ ଙ୍କୁ ବିପଦ ମୁଖ ରୁ ରକ୍ଷା କରିଛି । ତେବେ ଆମ ହିନ୍ଦୁ ସମାଜ ରେ ଅନେକ ଦେବା ଦେବି ରହି ଥାନ୍ତି । ତେବେ କୃଷ୍ଣ , ବିଷ୍ଣୁ , ଲକ୍ଷ୍ମୀ , ହନୁମାନ , ରାମ, ଗଣେଶ ଆଦି ଅନେକ ଦେବା ଦେବି ରହିଛନ୍ତି ଯାହା କୁ ହିନ୍ଦୁ ଲୋକ ମାନେ ପୂଜା କରନ୍ତି।


ତେବେ ଅନେକ ଠାକୁର ଙ୍କର ବିଭିନ୍ନ ପ୍ରକାର ଚମତ୍କାର ଦେଖି ବାକୁ ମିଳେ। ତେବେ ଆପଣ ମାନେ ଶୁଣି ଥିବେ , ଭିନ୍ନ ପ୍ରକାର ଆଶ୍ଚର୍ଯ୍ୟଜନକ ଘଟଣା ସବୁ ଦେଖିବାକୁ ମିଳେ। ତେବେ ଏଭଳି ଘଟଣା ବହୁତ ସମୟ ରେ ଆପଣ ଦେଖିବାକୁ ପାଇ ଥିବେ। ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି,ଏହି ଘଟଣା ପାରାଦ୍ୱୀପ ସ୍ଥିତ ନେହେରୁ ବଙ୍ଗଳା ସ୍ଥିତ ରତ୍ନ ବଟ ଧାମ ରେ ଏକ ଗଛ ମୂଳ ରୁ ଅନେକ ଜୀବନ୍ତ ଶଙ୍ଖ ବାହାରେ ,

ଆଉ ସେହି ଶଙ୍ଖ କୁ ଲୋକ ମାନେ ଅଦୃଶ୍ୟ ଭଗବାନ ଭାବି ପୂଜା କରନ୍ତି। ତେବେ ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା ହୋଇଛି। ତେବେ ପୂର୍ବରୁ ମଧ୍ୟ ଏହି ସ୍ଥାନରେ ଅନେକ ପ୍ରକାର ଅଲୌକିକ ଘଟଣା କୁ ନେଇ ଏହି ଧାମ ପରିଚିତ ।ତେବେ କୁହାଯାଏ ଯେ ଓଡ଼ିଶା ରେ ଥିବା ପଞ୍ଚବୁଟ ମଧ୍ୟରୁ ପାରାଦ୍ଵୀପ ର ରତ୍ନ ବଟ ଅନ୍ୟତମ ।ଆଉ ଏବେ ଜୀବନ୍ତ ଶଙ୍ଖ ଶ୍ରଦ୍ଧାଳୁ ମାନଙ୍କୁ ଖୁବ୍ ଆକୃଷ୍ଟ କରୁଛି ।


ତେବେ ସେହି ସ୍ଥାନ୍ ରେ ଅନେକ ଲୋକ ଙ୍କ ଭିଡ଼ ଦେଖିବାକୁ ମିଳେ। ଲୋକ ମାନେ ଠାକୁର ବାହାରୁ ଛନ୍ତି ବୋଲି ଲୋକ ମାନେ ଦେଖିବାକୁ ଓ ପୂଜା କରିବା କୁ ଆସନ୍ତି। ତେବେ ଘଣ୍ଟ , ହୁଳ ହୁଲି ର ଶବ୍ଦ ଶୁଣି ଅନେକ ଜୀବନ୍ତ ଶଙ୍ଖ ମାଟି ତଳୁ ବହରୁଛନ୍ତି।କିନ୍ତୁ ଏବେ ଜୀବନ୍ତ ଶଙ୍ଖ ଘଣ୍ଟ ଶବ୍ଦ ଶୁଣି ମାଟି ତଳୁ ବାହାରି ଭୋଗ ଗ୍ରହଣ କରୁଚି । ତେବେ ଏହା ଦେଖିବା ପାଇଁ ଅନେକ ଆଡୁ ଲୋକ ଦୌଡ଼ି ଆସୁଛନ୍ତି ,ଆଉ ଶ୍ରଦ୍ଧାଲୁ ଲୋକ ମାନେ ଭଗବାନ ଙ୍କ ଦର୍ଶନ ପାଇଁ ଆସୁଛନ୍ତି। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ପୀଠରେ ବହୁତ କିଛି ମହିମା ରହିଛି,ଏଠାକୁ ଆସି ଲୋକଙ୍କ ରୋଗ ଭଲ ହୋଇ ଯାଉଛି,ପିଲାମାନେ ଚାକିରୀ ପାଉଛନ୍ତି।ଏଠାରେ ଲୋକଙ୍କ ମନ ସ୍କାମନା ପୂରଣ କରୁଛନ୍ତି ଠାକୁରାଣୀ ମାଆ,ଏମିତି ଅନେକ ବିଶ୍ୱାସ ସ୍ଥାନୀୟ ଲୋକଙ୍କ ମନରେ ରହିଛି।ଏହାକୁ ଏକ ପବିତ୍ର ଓ ପୁଣ୍ୟ ସ୍ଥାନ କହି ବହୁ ଦୂରରୁ ମଧ୍ୟ ଅନେକ ଭକ୍ତ ଆସି ଥାନ୍ତି।ଜୀବନ୍ତ ଶଙ୍ଖ ସ୍ଥାନୀୟ ଲୋକଙ୍କ ଆଶା ଓ ବିଶ୍ୱାସ ପାଲଟି ଥିବା ବେଳେ ଏହି ରତ୍ନ ବଟ ତଳେ ମାନସିକ କଲେ ତାହା ପୂରଣ ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ତେବେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଏବେ ସବୁ ସ୍ଥାନ ରେ ଚର୍ଚ୍ଚାର ବିଷୟ ହୋଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।