ଝିଅଟି ପ୍ରତିଦିନ ଗୋଲଗାପ୍ପା ଖାଇବାକୁ ଯାଉଥିଲା ଦିନେ ଏପରି କିଛି ଘଟିଗଲା ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ପ୍ରାୟ ସମସ୍ତ ଲୋକମାନଙ୍କୁ ପାଣିପୁରି ଖାଇବା ପାଇ ଭଲ ପାଇଥାନ୍ତି କିନ୍ତୁ ପାଣିପୁରି ବିକ୍ରି କରୁଥିବା ଲୋକମାନଙ୍କୁ କିଏ ବା ହୃଦୟ ଦେଇଥାଏ କିନ୍ତୁ ଏହା ସତ୍ୟ ଘଟଣା ଅଟେ । ଘଟଣାଟି ହେଉଛି ଉତ୍ତର ପ୍ରଦେଶର ମିର୍ଜିପୁର ଜିଲ୍ଲାରେ ରହୁଥିବା ଜଣେ ନାବାଳିକା ଝିଅ ମନ ଦେଇବସିଥିଲେ ଜଣେପାଣିପୁରି ବିକ୍ରି କରୁଥିବା ଜଣେ ଦୋକାନୀକୁ । ଦୋକାନୀ ପାଖରୁ ଯେଉଁଦିନ ଠାରୁ ପାଣିପୁରି ଖାଇଥିଲେ ସେହିଦିନରୁ ସେ ତାଙ୍କୁ ଭଲ ପାଇବସିଥିଲେ ଏବଂ ତାଙ୍କ ସହିତ ଘର ଛାଡି ପଳାଇଯାଇଛନ୍ତି । ଘଟଣାଟି ହେଉଛି ଆଦର୍ଶ ନଗର ପଞ୍ଚାୟତ ସ୍ଥିତ ଏକ ବଡ ସ୍କୁଲରେ 17 ବର୍ଷିୟ ଝିଅଟିର ଘର ସାମ୍ନରେ ଏହି ପାଣିପୁରି ବିକ୍ରି କରୁଥିବା ଦୋକାନରୁ ପାଣିପୁରି ଖାଇବା ପାଇ ଭଲ ପାଆନ୍ତି ।

ଯୁବକ ଜଣକ ଝାଂସୀ ନଗରର ଏକ ଭଡା ଘରେ ରହୁଥିଲେ ଏବଂ ପ୍ରତ୍ୟେକ ଦିନ ନିଜର ଠେଲାଗାଡିରେ ପାଣିପୁରି ବିକ୍ରି କରୁଥିଲେ । ଯୁବତୀ ଜଣକ ସେହି ଦୋକାନୀଙ୍କ ହାତରୁ ପାଣିପୁରି ଖାଇବା ପରେ ତାଙ୍କୁ ଦୋକାନୀଙ୍କୁ ପ୍ରେମ ହୋଇଥିଲା । ଯୁବତୀଙ୍କ ପରିବାର ଲୋକମାନେ କହିଛନ୍ତି କି ଆମର ଘର ସାମ୍ନରେ ପ୍ରତ୍ୟେକ ଦିନ ଠେଲା ଗାଡିରେ ପାଣିପୁରି ବିକ୍ରିକରିବା ପାଇ ଆସୁଥାଏ ଓ ଝିଅ ମଧ୍ୟ ଖାଇବା ପାଇ ଭଲ ପାଉଥାଏ । କିନ୍ତୁ ଏହା ଜଣା ନଥିଲା କି ସେ ଦୋକାନୀ ସହିତ ଭଲ ପାଇ ଘରୁ ପଳାଇଯିବ ଏହା ଆମକୁ ଜଣା ନଥିଲା ।


ମଙ୍ଗଳବାର ଦିନ ରାତିରେ ଯୁବତୀ ସେହି ପାଣିପୁରି ଦୋକାନୀ ସହିତ ଘରୁ ପଳାଇ ଯାଇଥିଲେ । ସକାଳ ହେବାରୁ ପରିବାର ଲୋକମାନେ ଘରେ ତାଙ୍କୁ ପାଇନଥିଲେ ଏବଂ ସେମାନେ ବହୁତ ଡରି ଯାଇଥିଲେ । ଜଣେ ତାନ୍ତ୍ରିକ ପାଖକୁ ଯାଇ ଏବିଷୟରେ ପଚାରିବାରୁ ତାନ୍ତ୍ରିକ ଜଣକ କହିଲେକି 2 ଜଣ ବ୍ୟକ୍ତି ତାଙ୍କୁ ବାନ୍ଧିକରି ଉଠାଇ ନେଇଛନ୍ତି। ଏହାପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ ଏବଂ ପୋଲିସ ମଧ୍ୟ ଏହାର ତଦନ୍ତ ଆରମ୍ଭ କରିଦେଲେ । ଦ୍ୱିପହରରେ ନେଇଯାଇଥିବା ଯୁବତୀକୁ ଯୁବକ ଜଣକ ତାର ପୁରୁଣା ପ୍ରେମିକର ପରିଜନ ପାଖକୁ ଫୋନ କରିଥିଲେ ଏବଂ ତାଙ୍କ ସହିତ ଝାଂସୀ ମଧ୍ୟ ଅଛନ୍ତି ବୋଲି ଜଣାଇଥିଲେ । ଏହା ଜାଣିବା ପରେ ବନ୍ଧୁବର୍ଗମାନେ କହିଥିଲେ କି ତୁମେମାନେ ଯେଉଁଠାରେ ଅଛ ସେଠାରେ ରୁହ ଆମ୍ଭେମାନେ ସେଠାକୁ ଯାଉଛୁ ।


ପୋଲିସ ସୁରେନ୍ଦ୍ର କୁମାର ସିଂ କହିଛନ୍ତି କି ଝିଅଟିର ପରିବାର ଲୋକମାନେ ଏ ଘଟଣାସମ୍ପର୍କରେ କୌଣସି କମ୍ପଲେନ କରିବା ପାଇ ଚାହୁନାହାନ୍ତି । ଏହା ଜାଣିବା ପରେ ପୋଲିସ ନିଖୋଜ ନାବାଳଇକା ଝିଅଟିର ତଦନ୍ତ କରାଉଛି । କିଛି ଲୋକମାନେ କହିଛନ୍ତି କି ପ୍ରେମ ହେଲେ କୌଣସି ଜିନିଷ ପ୍ରତି ଧ୍ୟନ ରହିନଥାଏ ଏବଂ ସବୁକିଛି ଆପେ ଆପେ ହୋଇଯାଇଥାଏ । ଏହା ମଧ୍ୟ ଏହି ଝିଅଟି ସହିତ ଘଟିଛି କିନ୍ତୁ କହିବାର କଥା ଏହାକି ଝିଅଟି ନାବାଳିକା ସହିତ ଭଲ ମନ୍ଦ ବୁଝିବାର ଶକ୍ତି ତାଙ୍କ ପାଖରେ ହୋଇନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।