ମନ୍ମଥ ମିଶ୍ରଙ୍କ କିଛି ଅଜଣା କଥା ଜାଣନ୍ତୁ , ତାଙ୍କର ଗୋଟିଏ ଗୀତ ପିଛା ପାରିଶ୍ରମିକ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଉଠିବେ।

0

ମନ୍ମଥ ମିଶ୍ର ଓଡ଼ିଆ ସଙ୍ଗୀତ ଜଗତର ଜଣେ ସୁନାମ୍ୟ ଧନ୍ୟ ଗାୟକ । ମନ୍ମଥ ମିଶ୍ର ମଧ୍ୟ ଗୀତ ଗାଇବା ସହିତ ଅନେକ ଗୀତର ମଧ୍ୟ ପ୍ରଯୋଜକ କରିଛନ୍ତି। ଓଡ଼ିଆ କଥାଚିତ୍ର ଏବଂ ଯାତ୍ରା ଜଗତରେ ମଧ୍ୟ ଅନେକ ଲୋକ ପ୍ରିୟତା ଅର୍ଜନ କରିଛନ୍ତି। ତାଙ୍କର ଜୀବନୀ ଆସନ୍ତୁ ଜାଣିବା। ତାଙ୍କର ଏହି ସଫଳ କାହାଣୀ ପଛରେ ଥିବା ସଙ୍ଘର୍ଷ ବିଷୟରେ ଆସନ୍ତୁ ଜାଣିବା। ଜଣେ ଗୀତିକାର ଠାରୁ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ତାଙ୍କର ସ୍ୱତନ୍ତ୍ର ପରିଚୟ ଅଛି।


ମନ୍ମଥ ମିଶ୍ର ଜନ୍ମ ଗ୍ରହଣ କରିଥିଲେ କୁମାରପୁର ଶାସନ। ଯାହାକି ଓଡ଼ିଶାର ଆଠଗଡ଼ ରେ ଅବସ୍ଥିତ। ତାଙ୍କର ଶିକ୍ଷା ସମାପନ ହୁଏ ସେହି ଆଠଗଡ଼ ମହାବିଦ୍ୟାଳୟ ରେ। ସେ ମଧ୍ୟ ସଙ୍ଗୀତ ରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନିଜର ସଙ୍ଗୀତ ଜ୍ଞାନ ଅର୍ଜନ କରିଥିଲେ। ତାପରେ ସେ ଗୀତ ଜଗତରେ ପ୍ରବେଶ କରିଥିଲେ। ସେ ନିଜର ସଫଳତା ପାଇବା ପରେ କ୍ରିଷ୍ଣା ମିଶ୍ର ଙ୍କୁ ବିବାହ କରିଥିଲେ। ତାଙ୍କ ବିବାହ ପରେ ପ୍ରକୃତି ମିଶ୍ର ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ମଧ୍ୟ ପୁଅ ରହିଛି ଯାହାର ନାମ ହେଲା ମାନବ । ତାଙ୍କର ପିତା ହେଲେ ଦୀନବନ୍ଧୁ ମିଶ୍ର ଏବଂ ମନ୍ମଥ ମିଶ୍ର ଙ୍କ ମାଆ ହେଲେ ଇନ୍ଦୁ ପ୍ରଭା।

ଆପଣ ଜାଣିଥିବେ ତାଙ୍କର ଝିଅ ହେଉଛନ୍ତି ପ୍ରକୃତି ମିଶ୍ର। ଯିଏକି ଅନେକ ଚଳଚିତ୍ର ରେ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ଓଡ଼ିଆ ରେ ଅନେକ ଧାରାବାହିକ ରେ ଅଭିନୟ କରିଛନ୍ତି।ତାହା ସହିତ ଅନେକ ହିନ୍ଦୀ ଧାରାବାହିକ ଏବଂ ଅଲବମ ର3 କାମ କରିବାର ଦେଖିବାକୁ ମିଳନ୍ତି। ଆପଣ ଜାଣିଥିବେ ଓଡ଼ିଆ ଅଭିନେତ୍ରୀ ଭାବରେ ଯେତିକି ଆଦର ସାଉଁଟି ଛନ୍ତି ତାଠାରୁ ଅଧିକ ହିନ୍ଦୀ ମନରଞ୍ଜନ ଜଗତରେ ଅଧିକ ସକ୍ରିୟ ଭାବରେ ଅଭିନୟ ର ଝଲକ ଦେଖାଇ ଚାଲିଛନ୍ତି।


ମନ୍ମଥ ମିଶ୍ର ପ୍ରଥମେ ୧୯୮୩ ମସିହାରେ ” ଆଶାର ଆକାଶ” କଥା ଚିତ୍ର ରେ ସ୍ୱର ସଂଯୋଜନା କରିଥିଲେ। ତା ପପରେ ସେ ଅନେକ ଓଡ଼ିଆ ସଙ୍ଗୀତ ରେ ନିଜର ପ୍ରତିଭା ର ପରାକାଷ୍ଠା ଦେଖେଇ ଆସୁଛନ୍ତି। ତାଙ୍କ ର ଅନେକ ଗୀତ ଏବେ ଓଡ଼ିଆ ସିନେ ଜଗତରେ ସଙ୍ଗୀତ ପାଇଁ ପୁରସ୍କାର ପାଇ ସାରିଛନ୍ତି। ସେ ଜଣେ ସଙ୍ଗୀତ ନିର୍ଦେଶକ ହିସାବରେ ଏବେ ଓଡ଼ିଆ ସଙ୍ଗୀତ ଜଗତରେ ବେଶ ମାତ୍ରା ରେ ସକ୍ରିୟ ଅଛନ୍ତି। ଆପଣ ଜାଣିଥିବେ ତାଙ୍କର ନିର୍ଦ୍ଦେଶନାରେ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଅନେକ ସଙ୍ଗୀତ ସୁପର ହିଟ ହୋଇଛି।

ମନ୍ମଥ ମିଶ୍ର ଅନେକ ଯାତ୍ରା ର୍ବ ମଧ୍ୟ ନିଜର ପ୍ରତିଭା ଦେଖାଇ ସାରିଛନ୍ତି। “ଆଶାର ଆଲୋକ” ପରେ ସେ ସେ ଅନେକ ଗୀତ ରେ କାର୍ଯ୍ୟ କରିସାରିଛନ୍ତି। ତାଙ୍କର ନିର୍ଦ୍ଦେଶନା ଯେଉଁ ଗୀତ ଗୁଡିକ ଅନେକ ପ୍ରଶଂସା ମିଳିଛି ସେଗୁଡିକ ହେଲା ‘ମୋ ପେଂକାଳୀ ବଜେଇ ଦେ ‘, ‘ଜେଜେ ତୁମେ ମିଛ କହିଲ’ , ଅଡ଼ୁଆ ସୂତା ପରି କିଛି ଯାତ୍ରା ଜଗତରେ ମଧ୍ୟ କାମ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।