ଦେଖନ୍ତୁ ଭିଡ଼ିଓ । ସାମ୍ନାକୁ ଆସିଲା LIVE ଭିଡ଼ିଓ, ଅଭିନେତା ଅମ୍ଳାନ ସ୍ତ୍ରୀ ଙ୍କୁ କେମିତି ରକ୍ଷା କରିଥିଲେ ପୋଲିସ ଏବଂ ସ୍ଥାନୀୟ ଲୋକେ, ଶେଷରେ ମିହିର ଦାସ କହିଲେ……

0

ଲୋକ ମାନେ ନିଜର ଖୁସି ପାଇଁ ନିଜର ମନରଞ୍ଜନ ପାଇଁ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି। ତେବେ ଆମ ଦେଶ ରେ ଫିଲ୍ମ ର ଲୋକ ପ୍ରିୟତା ଅଧିକ ରହିଛି,ପ୍ରତେକ ଲୋକ ଏହାକୁ ଅଧିକ ମାତ୍ରା ରେ ପସନ୍ଦ କରନ୍ତି। ତେବେ ଅଭିନୟ କରୁଥିବା କଳାକାର ମାନେ ମଧ୍ୟ ତାଙ୍କ ଚଳଚିତ୍ର ପରି ଅନେକ ଲୋକ ଙ୍କ ପାଖରେ ଲୋକପ୍ରିୟ୍ ,ଅନେକ ଲୋକ ଙ୍କର ପ୍ରିୟ କଳାକାର ଭାବେ ରହି ଥାନ୍ତି।ତେବେ ଓଲିଉଡ଼ ରେ ଆପଣ ମାନେ ଅନେକ କଳାକାର ଙ୍କୁ ଅଭିନୟ . ଦେଖି ଥିବେ,ଅନେକ ନିଜର ଅଭିନୟ , ସୁନ୍ଦରତା , ପାଇଁ ସେମାନେ ଲୋକ୍ ମାନଙ୍କ ପାଖରେ ବହୁତ ପ୍ରିୟ ହୋଇଛନ୍ତି,ଆଉ ଚର୍ଚ୍ଚା ରେ ରହି ଥାନ୍ତି। ତେବେ ବେଳେ ବେଳେ ସେମାନଙ୍କ ଲାଇଫ ରେ ଏମିତି କିଛି ଘଟେ ଯାହା ପାଇଁ ସେମାନେ ବହୁତ ଚର୍ଚ୍ଚା କୁ ଆସନ୍ତି। ତେବେ ସେହି ପରି ଜଣେ କଳାକାର ଙ୍କ ସହ ଏମିତି କିଛି ଘଟଣା ଘଟିଛି , ଯାହା ପାଇଁ ସେ ଗଣ ମାଧ୍ୟମ କୁ ଚର୍ଚ୍ଚା କୁ ଆସିଛନ୍ତି।ତେବେ ଆସନ୍ତୁ ଜାଣିବା ସେ କିଏ ଆଉ ଘଟଣା ଟି କଣ।


ତେବେ ଓଲିଉଡ଼ ରେ ଆପଣ ଅନେକ ଅଭିନେତା ଓ ଅଭିନେତ୍ରୀ ମାନଂକୁ ଜାଣି ଥିବେ, ଓଲିଉଡ଼ ରେ ଜଣେ ଜଣା ଶୁଣା ଅଭିନେତା ଅମ୍ଲାନ ଦାସ।ତେବେ ସେ ତାଙ୍କ ପରିଶ୍ରମ ବଳ ରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଏବେ ଅମ୍ଲାନ ଚର୍ଚ୍ଚା କୁ ଆସିଛନ୍ତି, ତେବେ ଶୁଣିବାକୁ ମିଳିଛି କି ଦୁଇ ଦିନ ତଳେ ଅମ୍ଲାନ ଙ୍କ ସ୍ତ୍ରୀ ଭୂମିକା ମହାନଦୀ ପୋଲ ତଳକୁ ଖସି ପଡି ଥିଲେ।ତେବେ ଏହି ଖବର କୁ ନେଇ ଏବେ ସାରା ରାଜ୍ୟ ରେ ଚର୍ଚ୍ଚା ଚାଲିଛି। ତେବେ ସବୁ ଲୋକ ଙ୍କ ମନ ରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି କି ସେ କଣ ପାଇଁ ପୋଲ ତଳକୁ ଖସି ପଡିଲେ। ରବିବାର ଅପରାହ୍ଣରେ ଓଲିଉଡ ର ଲୋକପ୍ରିୟ ଅଭିନେତା ଅମ୍ଲାନଙ୍କ ପତ୍ନୀ ଙ୍କର ଦୁର୍ଭାଗ୍ୟ ବଶତଃ ଶରୀର ଦୁର୍ବଳ ଥିବାରୁ ସେଠାରେ ଗୋଡ଼ ଖସି ଯିବା ଫଳରେ ସେ ପୋଲକୁ ଗଳି ପଡ଼ିଥିଲେ।

ତେବେ ଏହା ଦେଖିବା ପରେ ସେଠାରେ ଥିବା ଲୋକ ମାନେ ପୋଲିସ କୁ ଖବର ଦେଇ ଥିଲେ ଆଉ ପୋଲିସ ର ସହାୟତା ରେ ଭୂମିକା ଙ୍କୁ ଉଦ୍ଧାର କରା ଯାଇ ଥିଲା।ଏହି ସମୟରେ ଅମ୍ଳାନ ପାଣି ଭିତରକୁ ଯିବାପାଇଁ ଚାହୁଁ ଥିବାରୁ ଲୋକେ ତାଙ୍କୁ ବାରଣ କରିଥିଲେ ବୋଲି ଅମ୍ଳାନ କହିଛନ୍ତି।ତେବେ ସୂଚନା ଅନୁସାରେ ସେଠାରେ ମଧୁସୂଦନ ସେତୁ ନିକଟରେ ତାଙ୍କୁ ଉଦ୍ଧାର କରା ଯାଇ ଥିଲା ଏବଂ ଉଦ୍ଧାର ପରେ ଅମ୍ଲାନ ଓ ତାଙ୍କ ସ୍ତ୍ରୀ ଡିଡିଏ ଫେଜ୍‌-୨ ଥାନାରେ ଆସି ମଧ୍ୟ ପହଞ୍ଚିଥିଲେ।


ତେବେ ସେଠାରେ ପୋଲିସ ତାଙ୍କୁ ଅନେକ ପ୍ରଶ୍ନ ପଚାରି ଥିଲା ଆଉ ସେ କହି ଥିଲେ କି ସେ ଡେଇଁ ନ ଥିଲେ ତାଙ୍କ ଗୋଡ଼ ଖାସି ଯାଇ ଥିଲା , ଯେଉଁଥି ପାଇଁ ସେ ପାଣିରେ ପଡି ଯାଇ ଥିଲେ ଆଉ ତାଙ୍କର ଉପବାସ୍ ରହିଥିଲା ,ତାଙ୍କ ଶରୀର ମଧ୍ୟ ଦୁର୍ବଳ ଲାଗୁ ଥିଲା । ତେଣୁ ପୋଲ ଉପରକୁ ଗଲା ବେଳକୁ ତାଙ୍କ ମୁଣ୍ଡ ବୁଲାଇ ଦେଲା ଆଉ ସେ ପୋଲ ତଳକୁ ପଡି ଗୋଲେ।ତେବେ ସେ କହିଛନ୍ତି କି ଅଯଥାରେ ତାଙ୍କ ପରିବାର ଏବଂ ତାଙ୍କ ସ୍ବାମୀ କୁ ଦୋଷ ଦିଅନ୍ତୁ ନାହିଁ। ପ୍ରଥମତଃ ଏହି ଅବସ୍ଥାରେ ତାଙ୍କର ଶରୀର ସାମାନ୍ୟ ସୁସ୍ଥ ଥିଲେ ମଧ୍ୟ ସେ ମାନସିକ ସ୍ତରରେ ଅଧିକ ଦୁର୍ବଳ ହୋଇ ଯାଉଛି। ଏହିଭଳି ଗୁଜବ ଖବର ପ୍ରସାରଣ କରି ମୋତେ ଅଧିକ କଷ୍ଟ ଦିଅନ୍ତୁ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।