ସାନିଟାଇଜର୍ ବ୍ୟବହାର କରୁଥିଲେ ହୋଇଯାନ୍ତୁ ସାବଧାନ୍ ନଚେତ୍ ଘଟିପାରେ ଏପରି ଘଟଣା ସମସ୍ତଙ୍କୁ ସେୟାର କରନ୍ତୁ

0

ବର୍ତାମାନ ସମୟରେ କୋରନା ମହାମରି ସବୁ ଆଡେ ଭୟଙ୍କର ରୁପ ନେବାରେ ଲାଗିଛି। ଅଧିକାଂଶ ଦେଶରେ ଏହା ନିଯନ୍ତ୍ରଣା ହୋଇଥିବା ବେଳେ ପୁଣି ଥରେ ଏହା ନିଜର ପ୍ରଭଵ ଦେଖାଇବାରେ ଲାଗିଛି। ଅଧିକାଂଶ ଜାଗାରେ କୋରନା ପୁଣି ଥରେ ଫେରିଛି। ଆମ ଭାରତ ରେ ଦିଲ୍ଲୀ ରେଅଧ୍ୟ କୋରନା ର ପ୍ରଭଵ ପୁଣି ଥରେ ଦେଖିବାକୁ ମିଳୁଛି। ଯାହା ଫଳରେ ଲୋକଙ୍କ ମଧ୍ୟରେ ପୁଣି ଥରେ ଭୟ ଦେଖିବାକୁ ମିଳିଛି।


କୋରନା ମହାମାରୀ ବ୍ୟାପିବା ଆରମ୍ଭ ହେବାର ବର୍ଷେ ପୁରିଯାଇଥିବା ସତ୍ତ୍ୱେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଦେଶ ଏହାର ଭେକ୍ସିଂନ ବାହାର କରି ପାରି ନାହାନ୍ତି। ଯାହା ଫଳରେ ଏପର୍ଯ୍ୟନ୍ତ କୋରନା ମହାମାରି କୁ ନିୟନ୍ତ୍ରଣ କରା ଯାଇ ପାରି ନାହିଁ। ଯୋଉଥି ପାଇଁ କି ସବୁ ଲୋକ ଏବେବି ମଧ୍ୟ ବହୁତ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ଲୋକ ମାନଙ୍କ ର ସାଧାରଣ ଜୀବନ ଉପରେ ଏହାର ବହୁତ ପ୍ରଭଵ ପଡିଛି।  ତେବେ ଏହି କୋରନା ମହା ମାରି ରୁ ସୁରକ୍ଷିତ ରହିବା ପାଇଁ ମାସ୍କ ଓ ସାନିଟାଇଜ଼ର ର ବ୍ୟବହାର କରିବା ନିହାତି ଆବଶ୍ୟକ ଅଟେ। କାହିକ ନା ଏହା ଦ୍ୱାରା ହିଁ କୋରନା ମହାମାରୀ କୁ କିଛି ମାତ୍ରାରେ ନିୟନ୍ତ୍ରଣ କରା ଯାଇ ପାରିବ। କିନ୍ତୁ ପ୍ରକୃତ କଥା ହେଉଛି ସାନିଟାଇଜ଼ର ର ବିଷୟରେ ଅନେକ ଲୋକ ଆଗରୁ କିଛି ଜାଣି ନଥିବା ବେଳେ କୋରନା ପାଇଁ ଏହାକୁ କିଣି ବ୍ୟବହାର କରୁଛନ୍ତି।

ତେବେ ସବୁଠାରୁ ବଡ କଥା ହେଉଛି କି ସେମାନେ ପ୍ରୟତ ଜାଣି ନାହାନ୍ତି ଯେ ଏହି ସାନିଟାଇଜ଼ର ଆମ ପାଇଁ ଯେତିକି ଦରକାରୀ ସେତିକି ବିପଦ ଜନକ ମଧ୍ୟ। କାହିଁକି ନା ଏହି ସାନିଟାଇଜ଼ର ରେ କିଛି ଏପରି ଗୁଣ ରହିଛି ଯାହା କି ଆପଣଙ୍କ ର ଜୀବନ ମଧ୍ୟ ନେଇ ପାରେ। ତେବେ ବର୍ତାମାନ ସମୟରେ ଏକ ଭଡ଼ିଓ ଭାଇରାଲ ହେବାରେ ଲାଗିଛି। ଯାହାକି ଦେଖିବା ପରେ ଆପଣ ମଧ୍ୟ ସାନିଟାଇଜ଼ର ବ୍ୟବହାର କରିବା ପୂର୍ବରୁ 10 ଥର ଭାବିବେ।


ଏହି ଭଡ଼ିଓ ରେ ଜଣେ ଯୁବକ ଏକ ପ୍ଲେଟ ରେ କିଛି ସାନିଟାଇଜ଼ର ଢାଳି ବାର ଦେଖିବାକୁ ମିଳୁଛି। ଏହା ପରେ ସେଥିରେ ସେ ଲାଇଟର ସାହାଯ୍ୟ ରେ ନିଆଁ ଲଗାଇବା ପରେ ସେଥିରେ ନିଆ ଥିବାର କିଛି ବି ଦେଖିବାକୁ ମିଳୁନାହିଁ। ତେବେ ଯେତେବେଳେ ସେହି ଯୁବକ ଜଣଙ୍କ ଗୋଟେ କାଗଜ କୁ ଆଣି ସେହି ସାନିଟାଇଜ଼ର ପାଖରେ ଲଗାଇଛି। ସେତେବେଳେ ହଠାତ କାଗଜ ଟି ଜଳିବାକୁ ଲାଗିଛି।

ଏଥିରୁ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି କି ସାନିଟାଇଜ଼ର ଟି ଅଦୃଶ୍ୟ ଭାବରେ ଜଳିବାକୁ ଲାଗିଛି କିନ୍ତୁ ଏହା ଖାଲି ଆଖିକୁ ଦେଖା ଯାଉନାହିଁ। ଯାହା ଓହଳରେ ଆପଣ ଯଦି ଏ ବିଷୟରେ କିଛି ଜାଣି ନଥିବେ ତାହାଲେ ହୁଏତ ଆପଣ ଙ୍କୁ ଏଥି ପାଇଁ ନିଜର ଜୀବନ ଦେବାକୁ ପଡି ପାରେ। ତେଣୁ ସାନିଟାଇଜ଼ର ବ୍ୟବହାର କରିବା ପୂର୍ବରୁ ଭଲ ଭାବେ ବୁଝି ବିଚାରି କାର୍ଯ୍ୟ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।