ପୁଣି ଆସିଲା ବଡ ଖବର । ୧୮ ବର୍ଷ ରୁ ଉର୍ଦ୍ଧ ବୟସ ହୋଇଥିଲେ ପୋଷ୍ଟଟିକୁ ନିଶ୍ଚୟ ଦେଖନ୍ତୁ ଓ ସମସ୍ତଙ୍କୁ ସେୟାର କରନ୍ତୁ

0

ଆମ ଦେଶ ରେ ଲୋକ ଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ସରକାର ଅନେକ ପ୍ରକାର ବ୍ୟବସ୍ଥା କରିଛନ୍ତି। ତେବେ ଆମ ଦେଶ ରେ ଏବେ ପ୍ରତେକ ଲୋକ କୁ ଭାରତୀୟ ବୋଲି ପରିଚୟ ଦିଆ ଯାଇଛି। ତେବେ ସେଥିପାଇଁ ସରକାର ଙ୍କର ଅନେକ ପ୍ରକାର ବ୍ୟବସ୍ଥା ଦେଖିବାକୁ ମିଳିଛି। ତେବେ ଏବେ ଆମ ଦେଶ ରେ ଜନତା ଙ୍କ ରାଜନୀତି ଚାଲିଛି। ଏଠାରେ ନିଜର ପ୍ରିୟ ସରକାର ଙ୍କୁ ବାଛିବା ପାଇଁ ଏକ ପରିଚୟ ପାତ୍ର ର ଆବଶ୍ୟକ ହୋଇ ଥାଏ। ଯାହାର ନାମ ଭୋଟ ପରିଚୟ ପାତ୍ର ।ତେବେ ଏହି ପାତ୍ର ଦେଖଉଲେ ଆପଣ ଙ୍କୁ ଭୋଟ ଦେବାକୁ ଅନୁମତି ମିଳି ଥାଏ।

ତେବେ ପାତ୍ର ଅନେକ ସ୍ଥାନ ରେ ବହୁତ କାମ ରେ ଆସି ଥାଏ। ଦେଶ ରେ ଭୋଟ ଦେବା ପାଇଁ ଅନେକ ନିୟମ ରହିଛି। ତେବେ ଏହା କୁ ମାନିବା ବାଧ୍ୟତାମୂଳକ ହୋଇଛି। ତେଣୁ ସରକାର ଏହା ପାଇଁ ଅନେକ ନିୟମ ଜାରି କରିଛନ୍ତି।  ତେବେ ଏହାର ଅନେକ ସଂଶୋଧନ ଆବଶ୍ୟକ ହୋଇ ଥାଏ,ତେଣୁ ସରକାର ଏକ ନୂତନ ନିୟମ ଜାରି କରିଛନ୍ତି, ଏବେ ଆରମ୍ଭ ହେବାକୁ ଯାଉଛି , ନୂଆ ଭୋଟର ଙ୍କ ପଞ୍ଜିକରଣ । ତେବେ ଯେଉଁ ମାନଙ୍କ ବୟସ ୧୮ ବର୍ଷ ବା ତା ଠାରୁ ଅଧିକ ସେମାନେ ଏହି ପଞ୍ଜିକରଣ କରି ପାରିବେ।

ତେବେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ନିମନ୍ତେ ଏହି ମଙ୍ଗଳବାର ଦିନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଏହି ବିଷୟରେ ଆଲୋଚନା କରିଛନ୍ତି। ତେବେ ନଭେମ୍ୱର ୧୬ ରେ ଭୋଟର ତାଲିକା ପ୍ରକାଶ ପାଇବ।ସେଥିରେ ଯେଉଁ ମାନେ ୧୮ ବର୍ଷ ବା ତା ଠୁ ଅଧିକ ସେମାନେ ପଞ୍ଜିକରଣ କରିବେ।

ପଞ୍ଜିକରଣ ପ୍ରକ୍ରିୟା:-

ଏଥି ପାଇଁ ଆପଣ ଙ୍କୁ ବୁଥ ଲେଭଲ୍ ଅଧିକାରୀ ଙ୍କ ପାଖକୁ ଯାଇ ପଞ୍ଜିକରଣ କରିପାରିବେ କାରଣ ଏହା ଆପଣ ଙ୍କ ଅଧିକାର । ଏହା ସହିତ ଚିଠା ଭୋଟର ତାଲିକାରେ କିମ୍ବା ଭୋଟର ପରିଚୟ ପତ୍ରରେ ଯେ କୌଣସି ପ୍ରକାର ଯଦି ତ୍ରୁଟି ଥାଏ ତେବେ ଆପଣ ଫର୍ମ-୮ ର ଆବେଦନ କରି ପାରିବେ ଏବଂ ଏଥିପାଇଁ ଯଦି ଆପଣ ଭୋଟର ତାଲିକାରୁ ଆପଣଙ୍କ ନାମ ବାଦ ଦେବା ପାଇଁ ଚାହୁଁଛନ୍ତି ତେବେ ଫର୍ମ ନଂ-୭ରେ ଆବେଦନ କରି ପାରିବେ।ତେବେ ଆପଣ ଏହା ପାଇଁ www.nvsp.inୱେବସାଇଟ୍ କିମ୍ଵା voter HelpLine କୁ ଯାଇ ଲଗ ଇନ କରି ନିଜର ତ୍ରୁଟି କୁ ଠିକ କରି ପାରିବେ,ଆଉ ଏହା ପରେ ଜାନୁଆରି ୫ ରୁ ସମସ୍ତଙ୍କ ତ୍ରୁଟି କୁ ଗ୍ରହଣ କରି ଏହାର ସମାଧାନ କରା ଯିବ।ତେବେ ଏହି ସମୟ ରେ ଯେଉଁ ମାନଂକୁ ସରକାର ସଂଶୋଧନ ପାଇଁ ରଖିଛନ୍ତି।ସେମାନେ ଅନ୍ୟତ୍ର୍ ବଦଳି ହୋଇ ଯାଇ ପାରିବେ ନାହିଁ ଏହା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ତେବେ ଆପଣ ନିଜର ପଞ୍ଜିକରଣ ଆଉ ନିଜର ଭୋଟ ପରିଚୟ ପତ୍ର ରେ ଥିବା ତ୍ରୁଟି କୁ ସଂଶୋଧନ କରି ନିଅନ୍ତୁ , ଶେଷ ତାରିକ ପୂର୍ବରୁ ,ଏହା ଆପଣଙ୍କ ଅଧିକାର ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।