ଶୋଇବାର ଢଙ୍ଗ ରୁ ଜାଣିହେବ ମନୁଷ୍ୟର ସ୍ବାସ୍ଥ୍ୟ ଗତ ସମସ୍ୟା।ଆସନ୍ତୁ ଜାଣିବା କେମିତି ଶୋଇଲେ ଶରୀରରେ କଣ କଣ ସମସ୍ୟା ହୋଇଥାଏ…….

0

ମଣିଷ ଜୀବନ ରେ ଖାଇବା, ବୁଲିବା , ଯେମିତି ନିହାତି ଦରକାର,ସେମିତି ଶୋଇବା ମଧ୍ୟ ନିହାତି ଦରକାର। ଶୋଇବା ହେଉଛି ମଣିଷ ର ସବୁଠୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ,ଯାହା ଦ୍ୱାରା ମଣିଷ ସୁସ୍ଥ ଓ ସୁନ୍ଦର ରୁହେ। ତେବେ ପ୍ରତ୍ୟକ ମଣିଷ ପ୍ରତିଦିନ ଶୋଇବା ଆବଶ୍ୟକ । ତେବେ ନ ଶୋଇଲେ ଆମ କୁ ଅନେକ ପ୍ରକାର ରୋଗ ହୋଇ ଥାଏ, ଆମ ମୁଁହ ରେ କଳା ଦାଗ ଦେଖା ଯାଏ। ତେବେ ଏମିତି ଅନେକ ପ୍ରକାର ଅସୁବିଧା ଦେଖା ଦିଏ। ତେବେ ସମସ୍ତଙ୍କ ପାଇଁ ଶୋଇବା ନିହାତି ଆବଶ୍ୟକ ହୋଇ ଥାଏ।

ତେବେ ବେଳେ ବେଳେ ଆମେ ଦେଖିଛେ , ଅନେକ ଲୋକ ବିଭିନ୍ ପ୍ରକାର ଶୋଉ ଥାନ୍ତି।ହେଲେ ଆମର ସାଧାରଣତ ତିନି ପ୍ରକାର ଶୋଇ ଥାଉ । ୧ ) ପିଠି ମାଡି , ୨) ପେଟ ମାଡି ୩ ) ଏପଟେ ସେପଟେ ହୋଇ । ଏବେ ଏହି ପ୍ରକ୍ରିୟା ହେଉଛି ଆମ ଶୋଇବା ର ଏକ ସାଧାରଣ ପ୍ରକ୍ରିୟା ହୋଇ ଥାଏ। ତେବେ ଅନେକ ବୈଜ୍ଞାନିକ ମାନେ ଶୋଇବା ଉପରେ ବିଭିନ ପ୍ରକାର ପରୀକ୍ଷା କରିଛନ୍ତି,

ତେବେ ସେଥିରୁ ଜଣା ପଡିଛି ଯେ , ଶୋଇବା ପ୍ରକ୍ରିୟା ରୁ ଜାଣି ହେବ, ଯେ ସେହି ଲୋକ ଟି ସୁସ୍ଥ ଅଛି କି ନାହିଁ। ତେବେ ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁସାରେ ଶୋଇବା ପ୍ରକ୍ରିୟା ରୁ ମଣିଷ ସୁସ୍ଥ ଅଛି କି ନାହିଁ ଜାଣିହେବ,ଆସନ୍ତୁ ତା କିପରି ଜାଣି ହେବ ଦେଖିବା।


*ପାର୍ଶ୍ୱ ପରିବର୍ତନ କରି ଶୋଇବା: –
ତେବେ ଯେଉଁ ଲୋକ ମାନେ କାରବାଟ ନେଇ ଶୁଅନ୍ତି ଓ ଗର୍ଭ ରେ ଶିଶୁ ଥିବା ପରି ଗୋଡ ଭାଙ୍ଗି ଶୁଅନ୍ତି ସେମାନେ କେବେ ଏତେ ସହଜରେ ହାରନ୍ତି ନାହିଁ। ଏହି ଲୋକ ମାନେ ବହୁତ ସୁନ୍ଦର ଦେଖା ଯାନ୍ତି ,ଏମାନଙ୍କ ମନ ଓ ହ୍ରୁଦୟ ଖୋଲା । କରବଟ ହୋଇ ଶୋଇଲେ ବହୁତ କ୍ଷତି ହୁଏ, ଦେହରେ ଶିରରେ ବେକରେ ପବନ ରହିଯାଏ। ଯାହା ଦ୍ୱାରା ଅନେକ କ୍ଷତି ହୁଏ। ଆଉ ଏପଟେ ସେପଟେ ହୋଉ ଶୋଇଲେ ଏସିଡ ବଢ଼ି ଯାଇପାରେ।


*ପେଟ ମାଡି ଶୋଇବା: –
ତେବେ ଯେଉଁ ଲୋକ ମାନେ ପେଟ ମାଡି , ହାତ ମେଲାଇ ଶୁଅନ୍ତି,ସେମାନେ ବହୁତ ବୁଝିବାର ଅଟନ୍ତି। ପରିସ୍ତିତି ଉପରେ ନିୟନ୍ତ୍ରଣ ନ ଥାଏ ,ଏଭଳି ଲୋକ ସୋଇ କି ନିଜ ଦିନ ର ଆରମ୍ଭ କରି ଥାନ୍ତି। ତେବେ ଶୋଇବା ପାଇଁ ମାସେଜ ଟେବଲ ହେଉଛି , ନିଶ୍ୱାସ ନେବା କୁ ଥିବା ଛୋଟ ଛୋଟ କଣା। ତେବେ ଶୋଇଲା ବେଳେ ଯଦି ମେରୁଦଣ୍ଡ ର ହାଡ଼ ସିଧା ନା ରହେ ,ତାହାଲେ ନିଶ୍ୱାସ ନେବାକୁ ବହୁତ କଷ୍ଟ ହୁଏ।


*ପିଠି ଦ୍ୱାରା ଶୋଇବା: –
ତେବେ ଯେଉଁ ଲୋକ ପିଠି ଦ୍ୱାରା ଓ ହାତ ମେଲାଇ ଶୁଅନ୍ତି। ସେମାନେ ବହୁତ ଜିଦି ସ୍ଵଭାଵ ର ହୋଇ ଥାନ୍ତି,ଅର୍ଡର ଦେବା ସେମାନଙ୍କ ସ୍ଵଭାଵ ହୋଇ ଥାଏ। ଯେଉଁ ମାନଂକର ପିଠି ବା ଅଣ୍ଟା ରେ ଦରଜ ହୁଏ ସେମାନେ ଏମିତି ଶୋଇବା ଉଚିତ, ଯାହା ଦ୍ୱାରା ସିର ରେ କାମ ପ୍ରେସର ପଡି ଥାଏ।


*ଶେଜ ରେ ଶୋଇବା ର ଠିକ ଉପାୟ: –
ତେବେ ଶେଜ ରେ ଶୋଇବା ପାଇଁ ବାମ କଡ଼ ମାଡି ,କଡ଼ ଲେଉଟାଇ ଶୋଇବା ଉଚିତ । ଏହା ଦ୍ୱାରା କଫ୍ ଜନିତ ସମସ୍ୟା ରହିବ ନାହିଁ। ଆଉ ଆପଣ ଭଲ୍ ଭାବରେ ଶୋଉ ପାରିବେ। ତେବେ ଏଭଳି ଶୋଇବା ଦ୍ୱାରା ରକ୍ତ ପ୍ରବହ୍ ଠିକ ହୁଏ। କିଡ଼ନୀ ଠିକ ଭାବେ କାମ କରେ, ପାଦ ଓ ଗୋଇଠି ମଧ୍ୟ ଫୁଲେ ନାହିଁ।

ତେବେ ଶୋଇବା ପ୍ରକ୍ରିୟା ଠିକ ନହେଲେ ଅନେକ ଅସୁବିଧା ହୋଇ ଥାଏ। ଯାହା ଆମ ପାଇଁ ବହୁତ ଖରାପ ହୋଉ ଥାଏ। ତେଣେ ସଠିକ ଭାବେ ଶୋଇଲେ , ଦେହ ରେ ଥିବା ସମସ୍ତ ଅଙ୍ଗ ଭଲ ଭାବେ କାର୍ଯ୍ୟ କରିବ ଓ ଆମେ ସୁସ୍ଥ ରହିବା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।