ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯8% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆପଣ ମାନେ ତ ଜାଣିଥିବେ ଆଜି କାଲି ସବୁଆଡେ ଲୋକ ମାନଙ୍କ ବୁଦ୍ଧି ପରୀକ୍ଷା କରିବା ପାଇଁ କେତେକ ଜେନେରାଲ୍ କୁଶ୍ଚେନ୍ ପଚାରା ଯାଉଚି। ଆଉ ଏପରି ବି କୁଶ୍ଚେନ୍ ପଚରା ଯାଉଛି ଯେଉଁ ପ୍ରଶ୍ନ ଗୁଡିକ ଶୁଣିବି ପାଇଁ ଯେତିକି ଇନ୍ଟ୍ରେଷ୍ଟିଙ୍ଗ୍ ଲାଗେ ତାର ଉତ୍ତର ଖୋଜି ବାହାର କରିବା ପାଇଁ ମଧ୍ୟ ସେତିକି ମଜା ଲାଗିଥାଏ। ଆଜି କାଲି ତ ଆମେ ମାନେ ଏକ ଚାକିରି ପାଇଁ ଏନ୍ଟ୍ରାନ୍ସ ଦେବା ପାଇଁ ଗଲା ବେଳକୁ ମଧ୍ୟ ଏହି ପ୍ରଶ୍ନ ସବୁ ପଚାରୁଛନ୍ତି। ଏହି ସବୁ ପ୍ରଶ୍ନ ର ଉତ୍ତର ଦେବା ପାଇଁ ବୁଦ୍ଦି ର ଆବଶ୍ୟକତା ପଡିଥାଏ। ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ପରି କିଛି ମଜାଳିଆ ପ୍ରଶ୍ନ ଏବଂ ତାର ଉତ୍ତର ସମ୍ବନ୍ଧରେ କହିବୁ।

1 . କେଉଁ ସ୍ଥାନ କୁ ଓଡିଶା ର ବାଣି କ୍ଷେତ୍ର ବୋଲି କୁହାଯାଏ?
ଉତ୍ତର :- ଜଗତସିଂହପୁର

2 . ଘର କରିକି ଶୋଇତେ ହୁଏ, ରାତି ପାହିଲେ କୋଣ ରେ ରୁହେ। ଏହାର ଉତ୍ତର ଟି କଣ ହେବ ?
ଉତ୍ତର :- ସପ ବା ହେନ୍ସ

3 . ଜଣେ ଲୋକ ତିନି ଟଙ୍କା ରେ ନଡିଆ କିଣି ଦୁଇ ଟଙ୍କା ରେ କିଛି ଦିନ ବିକିଲା, ତେବେ ସେ କିପରି ଲକ୍ଷପତି ହେଲା?
ଉତ୍ତର :- ପୂର୍ବରୁ ସେ କୋଟିପତି ଥିଲା

4 . ଆଜି କାଲି ଲୋକ ମାନେ କଣ ମାଗଣା ରେ ମାରୁଛନ୍ତି?
ଉତ୍ତର :- ମିସକଲ୍

5 . ଯାହା ମେ ମାସରେ ଅଛି ଡିସେମ୍ବର ରେ ନାହିଁ, ପୁଣି ନିଆଁ ରେ ଅଛି ପାଣି ରେ ନାହିଁ। ତେବେ ତାହା କଣ?
ଉତ୍ତର :- ଗରମ

7 . କେଉଁ ସହର କୁ ଓଡିଶା କାଶୀ ବୋଲି କୁହାଯାଏ?
ଉତ୍ତର :- ଭୁବନେଶ୍ବର

8.ରକ୍ତ ପରି ନାଲି ରଙ୍ଗ ର ନଦୀ କେଉଁ ଠାରେ ପ୍ରବାହିତ୍ ହେଉଛି ?
ଉତ୍ତର:- ରିଓ ଟିନ୍ତୋ – ସ୍ପେନ୍

9.ଏମିତି କେଉଁ ଜିନିଷ ଯାହା ଉପର କୁ ଯାଇ ଥାଏ । କିନ୍ତୁ ତଳ କୁ ଆସି ନ୍ ଥାଏ ?
ଉତ୍ତର:-ସିଡ଼ି

10 . ଓଡିଶା ର କାଶ୍ମୀର ବୋଲି କାହାକୁ କୁହାଯାଏ?
ଉତ୍ତର :- ଦାରିଙ୍ଗବାଡ଼ି

11. ଏହା କଣ ଯାହାର ଓଜନ ନାହିଁ ,ତଥାପି ତାକୁ କେହି ଅଧିକ ସମୟ ପର୍ଯ୍ୟନ୍ତ ଧରି ନ ରଖିପାରି ଛାଡିବାକୁ ପଡେ?
ଉତ୍ତର – ନିଃଶ୍ୱାସ

12 . କେଉଁ ସ୍ଥାନକୁ ଓଡିଶା ର ଅର୍କ କ୍ଷେତ୍ର ବୋଲି କୁହାଯାଏ?
ଉତ୍ତର :- କୋଣାର୍କ

13 . କେଉଁ ସ୍ଥାନ କୁ ଓଡିଶା ର ଗଦା କ୍ଷେତ୍ର ବୋଲି କହାଯାଏ?

ଉତ୍ତର :- ଯାଜପୁର

14 . କେଉଁ ସ୍ଥାନକୁ ଓଡିଶା ର କୈଳାସ ବୋଲି କୁହାଯାଏ?
ଉତ୍ତର :- କପିଳାସ

15 . 8 ଟି କଦଳୀ କୁ ନ କାଟି ନ ବାଣ୍ଟି କିପରି ସମାନ ଭାବେ 9 ଜଣ ଙ୍କ ମଧ୍ୟରେ ବଣ୍ଟା ଯାଇପାରିବ?
ଉତ୍ତର :- ବାନାନା ଯୁସ୍ କରି

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।