ସାବଧାନ ! ରାତ୍ରି ରେ ପରିସ୍ରା କରିବା ପାଇଁ ଉଠିବା ସମୟରେ ଭୁଲ୍ ରେ ମଧ୍ୟ କରନ୍ତୁ ନାହିଁ ଏମିତି କାମ, ନଚେତ

0

ଆମେ ସବୁବେଳେ କହିଥାଉ ଏକ ଉକ୍ତି ଯାହା ହେଉଛି ” ସ୍ୱାସ୍ଥ୍ୟ ହିଁ ଜୀବନ ” ଏହି ଉକ୍ତି ଟିର ଅର୍ଟ ହେଉଛି ଏହା କି ଯେ ଆମର ସ୍ଵାସ୍ଥ୍ୟ ହିଁ ଆମର ଜୀବନ ହୋଇଥାଏ। ଯଦି ଆପଣଙ୍କ ପାଖରେ ଏକ ଭଲ ଏବଂ ସୁସ୍ଥ ଶରୀର ରହିଛି ତ ଆପଣ ନିଜ ଜୀବନ ର ସମସ୍ତ ଦିଗ କି ଉପଭୋଗ କରିପାରିବେ ମାତ୍ର ଯଦି ଆପଣଙ୍କ ପାଖରେ ଏକ ସୁସ୍ଥ ଶରୀର ନାହିଁ ତେବେ ଆପଣ ଙ୍କର ପାଖରେ ଥିବା ସମସ୍ତ ଧନ , ମାନ ଓ ସମ୍ପତି ର କୌଣସି ମୁଲ୍ୟ ନାହିଁ ।କିନ୍ତୁ କେବେ କେବେ ଆମର ଜାଣନ୍ତ ରେ ବା ଅଜଣନ୍ତ ରେ ଆମେ ଛୋଟ ବଡ଼ ଭୁଲ କରି ବସିଥାଉ ଆଉ ତାହାର ପ୍ରଭାବ ରେ ଆମକୁ ବହୁତ ବଡ଼ ବଡ଼ ସମସ୍ୟା ର ସମ୍ମୁଖିନ ହେବାକୁ ପଡୁଥାଏ ।


ବେଳେ ବେଳେ ଆମର ଏମିତି କିଛି ଅଭ୍ୟାସ ହୋଇଯାଇଥାଏ ଯାହା କି ଆମକୁ ସାମନ୍ୟ ପରି ଲାଗେ ମାତ୍ର ତାହା ଆମ ଶରୀର ପାଇଁ ବହୁତ ହାନିକାରକ ହୋଇଥାଏ ।ତେବେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ ରାତିରେ ପରିସ୍ରା କରିବା କୁ ଉଠିବା ଫଳରେ ଆପଣ କେଉଁ କେଉଁ ସମସ୍ୟା ର ସମ୍ମୁଖିନ ହୋଇପାରନ୍ତି ।

ଉଲେଖଯୋଗ୍ୟ ଯେ , ଆମ ସମାଜ ରେ ବହୁତ ବ୍ୟକ୍ତି ଏମିତି ଅଛନ୍ତି ଯେଉଁମାନେ ରାତିରେ ବାରମ୍ବାର ପରିସ୍ରା କରିବାକୁ ବାହାରକୁ ଉଠିଥାନ୍ତି ।କିନ୍ତୁ ଆମେ ଆପଣଙ୍କୁ କହିରଖୁଛୁ ଯେ ଏହା ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ସାବ୍ୟସ୍ତ ହୋଇଛି । ଲୋକମାନ ଙ୍କର ଏହି ପ୍ରବୃତ୍ତି ଉପରେ କିଛି ଦିନ ତଳେ ଏକ ଗବେଷଣା କରାଯାଇଥିଲା ଏବଂ ଏହି ଗବେଷଣା ଅନୁସାରେ ରାତିରେ ପରିସ୍ରା କରିବାକୁ ବାହାରକୁ ଯିବା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।


ରିସର୍ଚ୍ଚ ଅନୁସାରେ , ପରିସ୍ରା ହେବା ଦ୍ବାରା ଆମ ଶରୀରର ସମସ୍ତ ଦୂଷିତ ରାସାୟନିକ ପଦାର୍ଥ ଗୁଡିକ ଜଳ ମଧ୍ୟମ ରେ ଶରୀରରୁ ନିଷ୍କାସନ ହୋଇଥାଏ ।ଆମ ଶରୀରରେ ହେଉଥିବା ସମସ୍ତ ରାସାୟନିକ ପ୍ରକ୍ରିୟା ଫଳରେ ଶରୀରରେ ଥିବା ସମସ୍ତ ଅଦରକାରୀ ପଦାର୍ଥ ଆମ ମୂତ୍ର ଶୟ କୁ ଆସିଥାଏ ଏବଂ ଆମର ପରିସ୍ରା ମାଧ୍ୟମରେ ଏହା ବାହାରକୁ ବାହାରି ଯାଇଥାଏ ।ଏବଂ କେବେ କେବେ ଅଧିକ ଜଳ ପିଇବା ଦ୍ବାରା ମଧ୍ୟ ଆମକୁ ଅଧିକ ପରିସ୍ରା ଲାଗିଥାଏ ।


କିନ୍ତୁ ଆମେ ଯେତେବେଳେ ରାତିରେ ଶୋଇ ଥାଉ ସେତେବେଳେ ଆମର ଶରୀର ଶାନ୍ତ ରହିବା ସହ ଆମର ମସ୍ତିଷ୍କ ମଧ୍ୟ ସ୍ଥିର ହୋଇଥାଏ ।ତେଣୁ ଯେତେବେଳେ ଆମେ ରାତିରେ ପରିସ୍ରା କରିବାକୁ ଉଠିଥାଉ ସେତେବେଳେ ଆମେ ମସିସ୍କ ଓ ଶରୀର ହଟାତ କାମ କରିବା ଆରମ୍ଭ କରିଥାଏ ଫଳରେ ଏହା ଆମର ମସ୍ତିଷ୍କ ଉପରେ ବହୁତ ଖରାପ ପ୍ରଭାବ ପକେଇଥାଏ ।ତେବେ ରାତ୍ରି ରେ ପରିସ୍ରା ଲାଗିବା ଦ୍ଵାରା ପୁଅ ମାନଙ୍କ ପ୍ରୋଟେଷ୍ଟ ଗ୍ଲାଣ୍ଡ ଉପରେ ପ୍ରେସର୍ ପଡ଼ିଥାଏ ଆଉ ଏହା ଦ୍ଵାରା ଅଧିକ ପରିସ୍ରା ଲାଗିଥାଏ।ଏବଂ ଏହା ତାଙ୍କର ଶରୀର ଉପରେ ଖରାପ ପ୍ରଭାବ ପକେଇଥାଏ ।ତେବେ ଆପଣ ରାତିରେ ପରିସ୍ରା କରିବାକୁ ଉଠିଲେ ବିଛଣାରେ ୨-୩ ମିନିଟ ରେଷ୍ଟ ନେଇ ଯିବା ଦରକାର ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।