ନାମ ପ୍ରଥମ ଅକ୍ଷରରୁ ଜାଣନ୍ତୁ ଆପଣଙ୍କ ରାଶି ବିଷୟରେ , କିଛି ଗୁରୁତ୍ବପୂର୍ଣ୍ଣ କଥା ବିଷୟରେ

0

ଆପଣଙ୍କ ନାମ ର ପ୍ରଥମ ଅକ୍ଷର ଏମିତି ସାଧାରଣତଃ ନିଆ ଯାଇ ନଥାଏ। ଏହା ପଛରେ ଅନେକ ମହତ୍ତ୍ଵ ତଥ୍ୟ ରହିଛି। ଆପଣ ଜାଣିଥିବେ ଆମ ନାମ ଦେବା ଆଗରୁ କାଳ, ଲଗ୍ନ ଏବଂ ଗୁତ୍ର ପରି ଅନେକ ତଥ୍ୟ କୁ ଆଧାର କରି ନିଆଯାଇ ଥାଏ। ଆଉ ଆବଶ୍ୟକ ପଡିଲେ ଜନ୍ମ ସମୟର ଗ୍ରହଙ୍କ ଅବସ୍ଥାନ ଏବଂ ଅବସ୍ଥିତି କୁ ନେଇ ମଧ୍ୟ କଳନା କରାଯାଇ ଥାଏ। ତେବେ ନାମ ର ପ୍ରଥମ ଅକ୍ଷର କୁ ଚୟନ କରିବା ପାଇଁ ରାଶିର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଆପଣ ଙ୍କ ନାମ ର ପ୍ରଥମ ଅକ୍ଷର ରାଶି ଅନୁସାରେ ନାମିତ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ବିଶେଷ ମାନଙ୍କର ପ୍ରଥମ ଅକ୍ଷର କଣ ହୋଇଥାଏ।


ମେଷ ରାଶି ର ପ୍ରଥମ ଅକ୍ଷର ଗୁଡିକ ହେଲା ;-

ଚୁ, ଚେ, ଚୋ, ଲା, ଲୁ,ଲି, ଲୋ ଅ ପରି ଅକ୍ଷର ରୁ ଆରମ୍ଭ ହୋଇଥିଲେ ଆପଣଙ୍କ ନାମ ଏହି ରାଶିର ବୋଲି ଜାଣିନେବେ।

ବୃଷ ରାଶି ର ପ୍ରଥମ ଅକ୍ଷର ଗୁଡିକ ହେଲା ;-

ଇ, ଉ, ଏ,ଊ, ବା,ବି, ବୁ, ବୋ, ବେ ଇତ୍ୟାଦି ଯଦି ନାମ ର ପ୍ରଥମ ଅକ୍ଷର ହୋଇଥାଏ ତେବେ ବୃଷ ରାଶି ବୋଲି ଜାଣି ପାରିବେ।

ମିଥୁନ ରାଶି ର ପ୍ରଥମ ଅକ୍ଷର ଗୁଡିକ ହେଲା ;-

କା, କି, କୁ, କୋ, ଘ, ଛ, କେ, କୁ, କି, ହା ଇତ୍ୟାଦି ଯଦି ନାମ ର ପ୍ରଥମ ଅକ୍ଷର ହୋଇଥିବ ତେବେ ଏହି ନାମ ଥିବା ବ୍ୟକ୍ତି ମିଥୁନ ହୋଇଥାନ୍ତି।


କର୍କଟ ରାଶି ର ପ୍ରଥମ ଅକ୍ଷର ଗୁଡିକ ହେଲା ;-

ହି, ହୁ, ହେ, ହୋ,ଡା ଡି, ଡୁ, ଡୋ ଇତ୍ୟାଦି ଯଦି ନାମର ପ୍ରଥମ ଅକ୍ଷର ହୋଇଥାଏ ତେବେ ଏହି ବ୍ୟକ୍ତି ମାନେ କର୍କଟ ରାଶିର ହୋଇଥାନ୍ତି।

ସିଂହ ରାଶି ର ପ୍ରଥମ ଅକ୍ଷର ଗୁଡିକ ହେଲା ;-

ମା, ମି, ମୁ, ମୋ, ମେ,, ଟା, ଟି, ଟେ, ଟୋ ଇତ୍ୟାଦି ଯଦି ନାମ ର ପ୍ରଥମ ଅକ୍ଷର ହୋଇଥାଏ ତେବେ ଏହି ବ୍ୟକ୍ତି ମାନେ ସିଂହ ରାଶିର ହୋଇଥାନ୍ତି।

କନ୍ୟା ରାଶି ର ପ୍ରଥମ ଅକ୍ଷର ଗୁଡିକ ହେଲା ;-

ଟୋ, ଘା, ପି,ପୁ, ପେ, ପୋ, ଡ, ଡି, ଡେ, ଢ଼ ,ଠ ଇତ୍ୟାଦି ଯଦି ନାମ ର ପ୍ରଥମ ଅକ୍ଷର ହୋଇଥାଏ ତେବେ ଏହି ରାଶିର ବ୍ୟକ୍ତି ମାନେ କନ୍ୟା ରାଶିର ହୋଇଥାନ୍ତି।

ତୁଳା ରାଶି ର ପ୍ରଥମ ଅକ୍ଷର ଗୁଡିକ ହେଲା ;-

ରା, ରି, ରୁ, ରୋ, ରେ, ତୋ, ତି,ତୁ, ତୋ ଇତ୍ୟାଦି ଯଦି ନାମ ର ପ୍ରଥମ ଅକ୍ଷର ହୋଇଥାଏ ତେବେ ଏହି ରାଶିର ବ୍ୟକ୍ତି ମାନେ ତୁଲା ରାଶିର ହୋଇଥାନ୍ତି।

ବିଛା ରାଶି ର ପ୍ରଥମ ଅକ୍ଷର ଗୁଡିକ ହେଲା ;-

ତେ, ନା, ନି, ନୁ, ନୋ, ୟା, ୟୁ, ୟେ ପରି ଅକ୍ଷର ରୁ ଆରମ୍ଭ ହୋଇଥିଲେ ଆପଣଙ୍କ ନାମ ଏହି ରାଶିର ବୋଲି ଜାଣିନେବେ।

ଧନୁ ରାଶି ର ପ୍ରଥମ ଅକ୍ଷର ଗୁଡିକ ହେଲା ;-

ୟେ, ୟୋ, ୟି, ଭା, ଭି, ଭୁ, ଧା, ଫା, ରେ ପରି ଅକ୍ଷର ରୁ ଆରମ୍ଭ ହୋଇଥିଲେ ଆପଣଙ୍କ ନାମ ଏହି ରାଶିର ବୋଲି ଜାଣିନେବେ।

ମକର ରାଶି ର ପ୍ରଥମ ଅକ୍ଷର ଗୁଡିକ ହେଲା ;-

ଭୋ, ଜା, ଜି, ଜେ, ଜୋ, ଖ ,ଗ,ଖେ, ଖୋ ଗା, ଗି ପରି ଅକ୍ଷର ରୁ ଆରମ୍ଭ ହୋଇଥିଲେ ଆପଣଙ୍କ ନାମ ଏହି ରାଶିର ବୋଲି ଜାଣିନେବେ।

କୁମ୍ଭ ରାଶି ର ପ୍ରଥମ ଅକ୍ଷର ଗୁଡିକ ହେଲା ;-

ଗେ, ଗୁ, ଗୋ, ସେ, ସା, ସୁ,ସୋ ପରି ଅକ୍ଷର ରୁ ଆରମ୍ଭ ହୋଇଥିଲେ ଆପଣଙ୍କ ନାମ ଏହି ରାଶିର ବୋଲି ଜାଣିନେବେ।

ରାଶି ର ପ୍ରଥମ ଅକ୍ଷର ଗୁଡିକ ହେଲା ;-

ଦି, ଦୁ, ଧ, ଝ, ହେ, ହୁ, ହୋ ଚ, ଚୁପରି ଅକ୍ଷର ରୁ ଆରମ୍ଭ ହୋଇଥିଲେ ଆପଣଙ୍କ ନାମ ଏହି ରାଶିର ବୋଲି ଜାଣିନେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।