ପୁରୀ ଜଗନ୍ନାଥ ମନ୍ଦିରର 10ଟି ରହସ୍ୟମୟ କଥା ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ |

0

ପୁରୀ ଜଗନ୍ନାଥ ମନ୍ଦିରରେ ରହିଥିବା ଦଶଟି ରହସ୍ୟମୟ କଥା ବିଷୟରେ ଆଲଚନା କରିବା । ଜଗନ୍ନାଥ ମନ୍ଦିର ପୁରୀ ସହରର ମଧ୍ୟ ଭାଗରେ ଅବସ୍ଥିତ ଏବଂ ସେହି ମନ୍ଦିରରେ ଶ୍ରୀ ଜଗନ୍ନାଥ , ଶ୍ରୀ ବଳଭଦ୍ର , ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୂଜିତ ହେଉଥିବା ଏହା ଏକ ପୁରାତନ ଦେଉଳ ଅଟେ । ଓଡିଶାର ସଂସ୍କୃତି ଓ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । ଆସନ୍ତୁ ଜାଣିବା ସେହି ବଡ ଦେଉଳର ରହସ୍ୟମୟ କଥା ବିଷୟରେ ।

ନମ୍ୱର – 1 ଶ୍ରୀ କ୍ଷେତ୍ର ପୁରୀର ଆଉ ଏକ ଚମତ୍କାରିତା ହେଉଛି ସମୁଦ୍ରର ପବନ ଦିନରେ ଗୋଟିଏ ଦିଗରେ ଗତି କରୁଥିବା ବେଳେ ସନ୍ଧ୍ୟାରେ ତାର ବୀପରିତ ଦିଗରେ ଗତି କରୁଥାଏ । ସମୁଦ୍ର ବେଳାଭୂମିରେ ସମୁଦ୍ର ଆଡୁ ପବନ ବହିଥାଏ କିନ୍ତୁ ଶ୍ରୀକ୍ଷେତ୍ରରେ ସମୁଦ୍ରର ପବନ ସ୍ଥଳ ଭାଗରୁ ସମୁଦ୍ର ଆଡକୁ ଗତି କରିଥାଏ ।

ନମ୍ୱର – 2 ଶ୍ରୀ ମନ୍ଦିର ଉପରେ ଲାଗିଥିବା ସୁଦର୍ଶନ ଚକ୍ରକୁ ପୁରୀର ଯେଉ ସ୍ଥାନରେ ଛିଡା ହୋଇ ଦେଖିଲେ ମଧ୍ୟ ଏହା ପାଖରେ ଛିଡା ହୋଇ ଦେଖିଲାପରି ମନେହୁଏ ଯାହାକୁ ନୀଳ ଚକ୍ର ବୋଲି କୁହାଯାଏ ।

ନମ୍ୱର – 3 ବିଶ୍ୱର ଏହା ହେଉଛି ଏକ ମାତ୍ର ମନ୍ଦିର ଯାହାର ଛାଇ କେବେ ହେଲେ ମନ୍ଦିରର ତଳେ ପଡିନାହିଁ ।

ନମ୍ୱର – 4 ଜଗନ୍ନାଥ ମନ୍ଦିରର ଚମତ୍କାରିତା ହେଉଛି ପବନର ବିପରୀତ ଦିଗରେ ବଡ ଦେଉଳର ପତାକା ଉଡେ ।

ନମ୍ୱର -5 ପୁରୀ ଶ୍ରୀ ମନ୍ଦିର ଉପରେ କେବେହେଲେ ପକ୍ଷୀ ମାନେ ଉଡନ୍ତି ନାହିଁ । ଏହାର ଉପରେ ମଧ୍ୟ କୌଣସି ବିମାନ ମଧ୍ୟ ଉଡି ପାରିବ ନାହିଁ ।

ନମ୍ୱର – 6 ଜଗନ୍ନାଥ ମନ୍ଦିରର ଅନ୍ୟ ଉପକାର ହେଉଛି ସମୁଦ୍ରଠୁ ଶ୍ରୀମନ୍ଦିରକୁ ରକ୍ଷା କରିବା କାରଣ ତିନିଥର ଶ୍ରୀ ମନ୍ଦିରକୁ ସମୁଦ୍ର ନଷ୍ଟ କରିଦେଇଥିଲା ସେଥିପାଇ ମନ୍ଦିରର ଚାରି ଦ୍ୱାରରେ ହନୁମାନଙ୍କୁ ସ୍ଥାପିତ କରିଛନ୍ତି ।

ନମ୍ୱର – 7 ଶ୍ରୀ ମନ୍ଦିରର ସପ୍ତମ ଆଶ୍ଚର୍ଯ୍ୟ ହେଉଛି ସମୁଦ୍ରର ଗର୍ଜନ ସମଗ୍ର ପୁରୀରେ ସମୁଦ୍ରରର ଗର୍ଜନ ଶୁଭାଯାଉଥିଲେ ମଧ୍ୟ ସିଂହଦ୍ୱାରରେ ପାଦ ଦେବା କ୍ଷଣି ଗର୍ଜନ ଶୁଭେନାହିଁ ।

ନମ୍ୱର – 8 ଜଗନ୍ନାଥ ମନ୍ଦିରର ଅଷ୍ଟମ ଚମତ୍କାରିତା ହେଉଛି ପ୍ରତିଦିନ ମହାପ୍ରଭୁଙ୍କର ମୂର୍ତ୍ତିର ରୂପ ବଦଳେ । ପ୍ରତି 12 ବର୍ଷରେ ଧରେ ନବକଳେବର ହୋଇଥାଏ ଏବଂ ଏକାପରି ଜଗନ୍ନାଥଙ୍କର ମୂର୍ତ୍ତି ତିଆରି କରାଯାଇଥାଏ ।

ନମ୍ୱର – 9 ମନ୍ଦିରର ନବମ ଚମତ୍କାରିତା ହେଉଛି ଏଠାରେ ବିଶ୍ୱର ସବୁଠାରୁ ରଥଯାତ୍ରା ଅନୁଷ୍ଠିତ ହୁଏ ।

ନମ୍ୱର – 10 ଜଗନ୍ନାଥ ମନ୍ଦିରର ସବୁଠାରୁ ବଡ ଚମତ୍କାରିତା ହେଉଛି ମନ୍ଦିରର ରୋଷ ଘର ଏହି ରୋଷଘରେ 500 ରୋଷେଇଆ ଓ 300 ସହଯୋଗୀ ମହାପ୍ରଭୁଙ୍କର ପ୍ରସାଦ ପ୍ରସ୍ତୁତିରେ ନିଯୁକ୍ତ ହୋଇଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।