କେଉଁ ବାରରେ ଜନ୍ମ ହେଲେ – କଣ ଲକ୍ଷଣ ଥାଏ ଜାଣନ୍ତୁ ସମ୍ପୂର୍ଣ୍ଣ ଭବିଷ୍ୟତ ବିଷୟରେ

0

ଭଗବାନ ଏହି ସଂସାର କି ସୃଷ୍ଟି କରିବା ସମୟରେ ମଣିଷ କୁ ଭିନ୍ନ ଓ ନିଆଁର ରୂପରେ ଗଢିଛନ୍ତି ।ଗୋଟିଏ ମଣିଷର ର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ କିଛି ଏକ ରହସ୍ୟ ବୋଲି ମଧ୍ୟ କୁହାଯାଏ । ଯଦିଓ ଭଗବାନ ଆମ ସମସ୍ତ କୁ ଗୋଟିଏ ଜାତି ତଥା ମଣିଷ ଜାତି ରୂପରେ ଗଢିଛନ୍ତି କିନ୍ତୁ ପ୍ରତ୍ୟେକ ମନୁଷ୍ୟ ଅନ୍ୟ ମାନଙ୍କ ଠାରୁ ଭିନ୍ନ ଏବଂ ସ୍ୱତନ୍ତ୍ର ଗୁଣ କୁ ନେଇ ଜନ୍ମ ଗ୍ରହଣ କରିଥାଏ ।ଏବଂ ତାହାର ଏହି ଅନ୍ୟନ୍ୟ ଗୁଣ ତାର ଜନ୍ମ ଠାରୁ ତା ସହ ଜଡିତ ହୋଇରହିଥାଏ । ତେବେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ କେଉଁ ବାର ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି କିପରି ସ୍ଵଭାବ ର ହୋଇଥାନ୍ତି ।ଆସନ୍ତୁ ଜାଣିବା


୧.ସୋମବାର କୁ ଚନ୍ଦ୍ର ର ବାର ବୋଲି କୁହାଯାଏ ।ଏହି ଦିନରେ ଜନ୍ମ ନେଇଥିଲେ ବ୍ୟକ୍ତି ମାନେ ସବୁବେଳେ ଆତ୍ମନିର୍ଭରଶୀଳ ହୋଇଥାନ୍ତି ।ଏମାନେ ନିଜର ସୁଖ ଏବଂ ଦୁଃଖ ର ପରିସ୍ଥିତି କୁ ବେଶ ଭଲ ଭାବରେ ହ୍ୟାଣ୍ଡଲେ ତଥା ନିୟନ୍ତ୍ରଣ କରିପାରନ୍ତି ।

୨.ମଙ୍ଗଳବାର କୁ ମଙ୍ଗଳ ଗ୍ରହ ର ସ୍ୱାମୀ ବୋଲି କୁହାଯାଏ ।ଏହି ମଙ୍ଗଳବାର ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ସାଧାରଣତ୍ୱ ଟିକେ ରାଗି ସ୍ଵଭାବ ର ହୋଇଥାନ୍ତି ।ଏମାନେ ନିଜର ରାଗ କୁ ନିୟନ୍ତ୍ରଣ କରିପାରନ୍ତି ନାହିଁ ଯାହା ଫଳରେ ଏମାନଙ୍କ ପରିବାର ଓ ବନ୍ଧୁ ମାନଙ୍କ ସହ ଭଲଭାଷା ନଥାଏ ।

୩.ବୁଧବାର କୁ ବୁଧ ଗ୍ରହ ର ସ୍ୱାମୀ ବୋଲି କୁହାଯାଏ ।ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଅଧିକ ଧାର୍ମିକ ତଥା ଆଧ୍ୟାତ୍ମିକ ହୋଇଥାନ୍ତି ।ଏମାନେ ସବୁବେଳେ ନିଜର ଧାର୍ମିକ ପ୍ରବୃତ୍ତି କୁ ଦେଖିଥାନ୍ତି ଏବଂ ମାଟି ମା ସହ ସବୁବେଳେ ନିଜକୁ ଜଡିତ କରିଥାନ୍ତି ।

୪.ଗୁରୁବାର କୁ ବୃହସ୍ପତି ଗ୍ରହ ର ସ୍ୱାମୀ ବୋଲି କୁହାଯାଏ ।ଏହି ବାର ରେ ଜନ୍ମ ନେଇଥିବା ବ୍ୟକ୍ତି ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ।ଏମାନେ ବହୁତ କଠିନ ରୁ କଠିନ ପରିସ୍ଥିତି କୁ ମଧ୍ୟ ଅତି ସହଜରେ ପାର କରିପାରନ୍ତି ।

୫.ଶୁକ୍ରବାର କୁ ଶୁକ୍ର ଗ୍ରହ ର ସ୍ୱାମୀ ବୋଲି କୁହାଯାଏ ।ଏହି ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ବହୁତ ଖୁସ ମିଯାଜ ର ଲୋକ ହୋଇଥାନ୍ତି ।ଏମାନେ ସମସ୍ତଙ୍କ ସହ ମିଳିମିଶି ରହିବାକୁ ବହୁତ ଭଲ ପାଇଥାନ୍ତି ।

୬.ଶନି ଗ୍ରହ ଙ୍କୁ ଶନିବାର ର ସ୍ୱାମୀ ବୋଲି କୁହାଯାଏ । ଏହି ବାର ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ସବୁବେଳେ ନିଜର କାର୍ଯ୍ୟ ରେ ବ୍ୟସ୍ତ ରହିଥାନ୍ତି ।ସେମାନେ ନିଜର ରୁଚି ତାଙ୍କର ବ୍ୟବସାୟ ପ୍ରତି ରଖିଥାନ୍ତି ।

୭.ସୂର୍ଯ୍ୟ ଙ୍କୁ ରବିବାର ର ସ୍ୱାମୀ ବୋଲି କୁହାଯାଏ ।ଏହି ଦିନରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ବହୁତ ଚଞ୍ଚଳ ସ୍ଵଭାବ ର ହୋଇଥାନ୍ତି ।ଏବଂ ଏମାନଙ୍କ ସାଥିରେ ତାଙ୍କର ଭାଗ୍ୟ ସାଥ ଦେଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।