ସେ-କ୍ସ୍ ପାଇଁ ଶେଷରେ ଗୁଲାମ ବନିଲେ ଏହି ଯୁବତୀ, ଜଣକ ଯାହାକୁ ଦେଖିଲେ ଲୋମ ତାଙ୍କୁରି ଉଠିବ ସୋସିଆଲ ମିଡିଆରେ ଫଟୋ ହେଲା ଭାଇରାଲ….

0

ଏବେ ସମାଜରେ ଏଭଳି ଘଟଣା ସବୁ ଦେଖିବାକୁ ମିଳୁଛି,ଯାହା ଅତି ଲଜ୍ୟାଜନକ ହୋଇ ଯାଇଛି। ଲୋକ ମାନେ ଏବେ ଧୀରେ ଧୀରେ ତଳକୁ ଖସି ଯାଉଛନ୍ତି,ଆଜି ର ସମାଜରେ ରହୁ ଥିବା ଲୋକ ମାନେ ଅତି ହିଂସ୍ର ହୋଇ ଯାଉଛନ୍ତି ସେମାନେ କାର୍ଯ୍ୟ କରିଲା ବେଳେ ନିଜର ହିତା ହିତ ଜ୍ଞାନ ଭୁଲି ଯାଉଛନ୍ତି। ତେବେ ଆମ ଦେଶ ରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳି ଥାଏ ଆଉ ଏହା ପ୍ରତିଦିନ ଦେଖିବାକୁ ମିଳୁଛି। ତେବେ ଏହା ଏତେ ବଢ଼ି ଯାଉଛି ଯେ ରୋକିବା ପାଇଁ ଯେତେ ଚେଷ୍ଟା କରିଲେ ମଧ୍ୟ ଏହା ସମ୍ଭବ ହୋଇ ପାରୁ ନାହିଁ। ଏବେ ଲୋକ ମାନେ ଅନ୍ୟାୟ୍ ଅତ୍ୟାଚାର କରିଚାଲିଛନ୍ତି,ଏହା ସମାଜ ରେ ଅଧିକ ହେବାରେ ଲାଗିଛି। ଲୋକ ମାନେ ଶିକ୍ଷିତ ହୋଇ ମଧ୍ୟ କେଉଁଟା ଭୁଲ ଆଉ କେଉଁଟା ଠିକ ଜାଣି ପାରୁନାହାନ୍ତି।


ତେବେ ଅନେକ ସମୟରେ ଏହିଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଶ ଭିତରେ ଦେଖିବାକୁ ମିଳେ ଏବଂ ଅନେକ ଚାଂଚଲ୍ୟକର ଘଟଣା ମାନ ଘଟିବାର ନଜର ରହିଛି, କିଛି ଘଟଣା ଏମିତି ଥାଏ ଯେ ଯାହାକୁ ଦେଖିଲେ ଲୋମ ତାଙ୍କୁରି ଉଠିବ। ଅନେକ ବର୍ଷ ଧରି ବିଶ୍ବର ଅନେକ ଦେଶ କ୍ରାଇମ୍ ଏବଂ ଲୁଣ୍ଠନ ଭଳି ଅମାନୁଷିକ କାର୍ଯ୍ୟ ବଢ଼ି ବଢ଼ି ଚାଲିଛି। ବିଭିନ୍ନ ସ୍ଥାନରେ ଘଟୁଥିବା ଏହିସବୁ ଆତଙ୍କରାଜ ସାଧାରଣ ଲୋକଙ୍କ ମନରେ ସୃଷ୍ଟି କରୁଚି ଏକ ଅଜଣା ଭୟ କେତେବେଳେ ହତ୍ୟା ତ କେତେବେଳେ ଲୁଟ , ମାରପିଟ ଆଦି ଅନେକ ଘଟଣା ଘଟିବାର ଦେଖିବାକୁ ମିଳୁଛି।

କିଛିବର୍ଷ ଧରି ବିଭିନ୍ନ ଦେଶରେ ଦେହ ବ୍ୟବସାୟ ଏକ ନିତିଦିନିଆ କାମ ଭାବରେ ଚାଲି ରହିଛି ସବୁଠାରୁ ବଡ଼ କଥା ହେଉଚି ଏଥିରେ ଶିକାର ହେଉଛନ୍ତି ଅନେକ କୋମଳମତି ଯୁବତୀ ମାନେ,ଯେଉଁ ମାନଙ୍କୁ ଏହିଭଳି କାର୍ଯ୍ୟରେ ସେମାନଙ୍କ ଅଜାନତ ରେ ଲିପ୍ତ କରି ଦିଆଯାଉଛି। ତେବେ ଏହା ଦ୍ୱାରା ଅନେକ ଝିଅ ଙ୍କର ଜୀବନ ନଷ୍ଟ ହେଉଛି,ଏହି ସବୁ କାରଣ ପାଇଁ ବାପା ମା ମାନେ ଝିଅ ମାନଂକୁ ଘରୁ ବାହାରକୁ ଛାଡିବାକୁ ଡରୁଛନ୍ତି। ତେବେ ଏଭଳି କାର୍ଯ୍ୟ ସମସ୍ତଙ୍କ ମନରେ ଡର ସୃଷ୍ଟି କରିଛି।

ତେବେ ଏଥିରୁ ମୁକାବିଲ କରିବା ପାଇଁ କାହାରି ସାହସ ନାହିଁ,ଆଉ ଜାଣି ଶୁଣି ପଇସା ପାଇଁ ମଧ୍ୟ ଅନେକ ଏହି ଭଳି କାର୍ଯ୍ୟ କରନ୍ତି। ତେବେ ଯାହା ତାଙ୍କ ଜୀବନ କୁ ନର୍କରେ ପରିଣତ କରିଦିଏ।ତେବେ ସେହି ଭଳି ଘଟଣା ଦେଖିବାକୁ ମିଳିଛି ଯାହା ଅତି ଆଶ୍ଚର୍ଯ୍ୟଜନକ ହୋଇଛି।ତେବେ ଏହି ଘଟଣା ଅଷ୍ଟ୍ରେଲିଆରେ ଏକ ଯୁବତୀ ସହ ହୋଇଛି। ସେ ଜଣେ ଯୁବକଙ୍କୁ ଭଲପାଇ ତାଙ୍କ କହିବା ଅନୁସାରେ ତାଙ୍କୁ ଦେଖା କରିବାକୁ ଆସିଥିବା ବେଳେ ଯୁବକ ଜଣଙ୍କ ଯୁବତୀଙ୍କ ସହିତ ପ୍ରତାରଣା କରିଥିଲେ ଏବଂ ତାଙ୍କ ଅଜାଣତରେ ଅନ୍ୟ ପାଖରେ ବିକ୍ରି କରି ଦେଇଥିଲେ।


ଏହାପରେ ସେ ସେଠାରେ ସେକ୍ସୁଆଲ୍ ୱାର୍କର୍ ଭାବରେ କାମ କରିବାକୁ ବାଧ୍ୟ ହୋଇଥିଲେ।ତେବେ ସେ ତାଙ୍କ ଜୀବନ ଅତି ୟନ୍ତ୍ରଣାଦାୟକ କରିଦେଇ ଥିଲେ। ସେ ୮ ମାସ ପରେ ସେଠାରୁ ବାହାରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଧରା ପଡିବା ପରେ ତତଲା ଲୁହା ରଡ଼ରେ ତାଙ୍କ ପେଟ ପିଠି ଆଉ ମୁଣ୍ଡ ରେ ଚେଙ୍କା ଦେଇ ଥିଲେ,ଏହା ସହ ତାଙ୍କୁ ମାଡ ମଧ୍ୟ ମାରିଥିଲେ। ତେବେ ଏହା ତାଙ୍କୁ ବହୁତ କଷ୍ଟ ଦେଉ ଥିଲା। ପରେ ପୋଲିସ ଏହାକୁ ଧରି ଥିଲା , ଆଉ ସେହି ଝିଅ କୁ ରକ୍ଷା କରି ଥିଲା।ତେବେ ଏହି ଘାଟଣା ର କିଛି ଫୋଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।