ମୃର୍ତ୍ୟୁ ର 5ମାସ ପରେ ସୋସିଆଲ ମିଡିଆରେ ଭାଇରାଲ ହେଲା ସୁଶାନ୍ତ ସିଂ ରାଜପୁତ ଙ୍କ ର ଏହି private ଫୋଟୋ ସେୟାରେ ହେବାରେ ଲାଗିଛି ..

0

କିଛି ମାସ ତଳେ ବଲିଉଡ୍ ର ଜଣେ ଜଣାଶୁଣା ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରି ଥିଲେ। ତେବେ ଏହି ଘଟଣା ପୁରା ଦେଶ ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଥିଲା,ଆଉ ଏହି ଘଟଣା ପରେ ପୁରା ଦେଶରେ ବହୁତ ପ୍ରକାର ଘଟଣା ଦେଖିବାକୁ ମିଳି ଥିଲା । ତେବେ ତାଙ୍କୁ ଅନେକ ଲୋକ ବହୁତ ପସନ୍ଦ କରୁ ଥିଲେ। ତେଣୁ ତାଙ୍କ ପ୍ରଶଂସକ ମାନଙ୍କ ପାଇଁ ଏହା ବହୁତ ଦୁଃଖ ର ବିଷୟ ହୋଉ ଥିଲା। ତେବେ ଏହା ଏକ ରହସ୍ୟମୟ ମୃତ୍ୟୁ ହୋଇ ଥିଲା ,ଏହା ଆତ୍ମହତ୍ୟା କି ହତ୍ୟା କେହି ଜାଣି ପାରିଲେ ନାହିଁ। ପୋଲିସ ମଧ୍ୟ ଏହି ଘଟଣା ପାଇଁ ବହୁତ୍ ତଦନ୍ତ କରୁଛି,ହେଲେ ଏହାର୍ ସମାଧାନ ଆଜି ଯାଏ ମଧ୍ୟ ହୋଇ ପାରି ନାହିଁ। ତେବେ ସମସ୍ତେ ସୁଶାନ୍ତ ଙ୍କ ଆସାମୀ କିଏ ଜାଣିବାକୁ ଚାଁହୁଚନ୍ତି,ହେଲେ ଏହାର ପ୍ରକୃତ ତଥ୍ୟ ମିଳି ପରି ନାହିଁ।


ତେବେ ସୁଶାନ୍ତ ଙ୍କର ଅନେକ ଫୋଟ ଅନେକ ଭିଡିଓ ସୋସିଆଲ ମିଡିଆରେ ଅନେକ ଦେଖିବାକୁ ମିଳିଥିଲା। ତେବେ ଅନେକ ଲୋକ ମଧ୍ୟ ଭିଡିଓ ମାଧ୍ୟମ ରେ ନିଜର ମତ ପ୍ରକାଶ କରି ଥିଲେ। ତେବେ ସମସ୍ତେ ଭାବୁଛନ୍ତି ସୁଶାନ୍ତ ଙ୍କ ଗଲ ଫ୍ରେଣ୍ଡ ରିଆ ଚକ୍ରବର୍ତି ହିଁ ତାଙ୍କ ମୁର୍ତ୍ୟୁ ର କାରଣ , ହେଲେ ଏହାର ସଠିକ ତଥ୍ୟ କିଛି ମିଳି ପାରି ନାହିଁ।ତେବେ ଏହି ଘଟଣା ଏତେ ଭାଇରଲ ହୋଇ ଗଲା ଯେ, ସୋସିଆଲ ମିଡିଆରେ ସୁଶାନ୍ତ ଙ୍କ ଜଡିତ ଅନେକ ଭିଡିଓ ଫୋଟ ସବୁ ଦେଖିବାକୁ ମିଳି ଥିଲା। ତେବେ ତାଙ୍କର ମୁର୍ତ୍ୟୁ ଆଜି ଯାଏ ଗୋଟେ ରହସ୍ୟ୍ ଭାବେ ରହି ଯାଇଛି।ତେବେ ସେ ଅନେକ ଫିଲ୍ମ କରି ଥିଲେ ଯାହା ବହୁତ ହିଟ ହୋଇ ଥିଲା ଆଉ ଲୋକ ମାନେ ମଧ୍ୟ ଏହାର ତାଙ୍କ ଫିଲ୍ମ ଦେଖିବାକୁ ଅଧିକ ପସନ୍ଦ କରୁଥିଲେ।ତେବେ ତାଙ୍କ ମୁର୍ତ୍ୟୁ ପରେ ବଲିଉଡରେ ଏକ ପ୍ରକାର ଝଟକା ଲାଗି ଥିଲା।


ତେବେ ସୁଶାନ୍ତ ଙ୍କ ମୁର୍ତ୍ୟୁ ପରେ ଅନେକ ଅଭିନେତା ବହୁତ ଅସୁବିଧା ରେ ପଡି ଥିଲେ। ସେମାନେ ସୁଶାନ୍ତ ଙ୍କ ପ୍ରତି ଯେଉଁ ଭଳି ବ୍ୟବହାର ଆଗରୁ ଦେଖାଇ ଥିଲେ, ତା ପାଇଁ ସେମାନେ ଲୋକ ଙ୍କ ଠୁ ବହୁତ୍ ଟ୍ରୋଲ୍ ହୋଇ ଥିଲେ,ଆଉ ତାଙ୍କ ଫିଲ୍ମ କୁ କେହି ଦେଖିବେ ନାହିଁ ବୋଲି ମିଡ଼ିଆ କହି ଥିଲା।ତାଙ୍କ ମୁର୍ତ୍ୟୁ ପରେ ସୋସିଆଲ ମିଡିଆରେ ଅନେକ ଫୋଟୋ ଅନେକ ଭିଡିଓ ଭାଇରଲ ହୋଇ ଥିଲା।ତେବେ ସେହି ସବୁ ଫୋଟୋ ଓ ଭିଡିଓ ଗୁଡିକ ଲୋକ ଙ୍କୁ ବହୁତ ପସନ୍ଦ ଆସି ଥିଲା ।


ତେବେ ପୁଣି ଏକ ଖବର ସାମ୍ନା କୁ ଆସିଛି ,ଯେ ସୁଶାନ୍ତ ଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ ଏବେ ବହୁତ ଭାଇରଲ ହୋଇଛି,ଆଉ ଏହି ପୋଷ୍ଟ ଟିକୁ ମିଳିଛି ରେକର୍ଡ ଭାଙ୍ଗିବା ଭଳି ଲାଇକ । ତେବେ ଏହି ପୋଷ୍ଟ ଟି କୁ ସବୁ ଲୋକ ଅଧିକ ପସନ୍ଦ କରିଛନ୍ତି, ଆଉ ଇନଷ୍ଟାଗ୍ରାମ ଏହି ଆକାଉଣ୍ଟ କୁ ସ୍ମୃତି ସଦୃଶ ଭଳି ରଖିଛି। ତେବେ ସୁଶାନ୍ତ ଙ୍କ ଏହି ଶେଷ ପୋଷ୍ଟ ଟି ତାଙ୍କ ମା ଙ୍କ ପାଇଁ ସେୟାର କରି ଥିଲେ। ତେବେ ସେ ତାଙ୍କ ମା ଙ୍କୁ ମନେ ପକାଇ ଏହି ପୋଷ୍ଟ ଟି ସେୟାର କରି ଥିଲେ। ତେବେ ଏହି ପୋଷ୍ଟ ସୁଶାନ୍ତ ଜୁନ ୩ ରେ ସେୟାର କରି ଥିଲେ। ତେବେ ସେ ତାଙ୍କ ମା ଙ୍କୁ ବହୁତ୍ ଭଲ ପାଉ ଥିଲେ,ଆଉ ତାଙ୍କ ସେ ବହୁତ ମାନେ ପକାଉଛନ୍ତି ବୋଲି ଏହି ପୋଷ୍ଟ ରେ କହିଛନ୍ତି। ତେବେ ଏହାକୁ ଲୋକ ମାନେ ମଧ୍ୟ ଅଧିକ ରୁ ଅଧିକ ପସନ୍ଦ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।