ବଡ ସୁଯୋଗ ବ୍ଲକ ଅଫିସ୍ ରେ କାମ କରିବା ପାଇଁ ଆସିଲା ଭେକେନ୍ସି ତେବେ ଦେଖନ୍ତୁ ଏହା ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ।

0

ଏବେ ସମାଜ ରେ ପ୍ରତେକ ଲୋକ ପାଠ ପଢି ଶିକ୍ଷିତ ହେଉଛନ୍ତି । ତେବେ ସମାଜ ରେ ଏବେ ଅଶିକ୍ଷିତ ସଂଖ୍ୟା ବହୁତ୍ କମ ରହିଛି। ତେବେ ଏହା ଦ୍ୱାରା ଆମ ଦେଶ ମଧ୍ୟ ଅନେକ ଆଗକୁ ଗଲାଣି । ଲୋକ ମାନେ ଶିକ୍ଷିତ ହେବା ସହ ନିଜ ଗୋଡ଼ ରେ ଛିଡା ହେବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ତେବେ ଯାହା ଦ୍ୱାରା ସମାଜ ରେ ଏକ ନୂତନତା ଦେଖା ଦେଇଛି,ଲୋକ ମାନେ ମଧ୍ୟ ଆଉ ଆଗ ଭଳି ଅଶିକ୍ଷିତ ରହିବାକୁ ପସନ୍ଦ କରୁ ନାହାନ୍ତି। ସମସ୍ତେ ଶିକ୍ଷିତ ହେବା କୁ ଚେଷ୍ଟା କରୁଛନ୍ତି ଆଉ ନିଜର ପରିଚୟ ସୃଷ୍ଟି କରିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି।ତେବେ ଆଜି ଯାଏ ବି ଆମ ଦେଶ ରେ ଅନେକ ଗରିବ ଲୋକ ରହିଛନ୍ତି ଯେଉଁ ମାନେ କି ନିଜ ପିଲା ମାନଂକୁ ପାଠ ପଢ଼ାଇବା ପାଇଁ ପଇସା ଯୋଗାଇ ଦେଇ ପାରୁ ନାହାନ୍ତି। ତେଣୁ ଏଥି ପାଇଁ ସେମାଙ୍କୁ ଅଧାରୁ ପଢ଼ା ଛାଡିବାକୁ ପଡିଥାଏ ।


ତେବେ ଆପଣ ମାନେ ଜାଣି ଥିବେ କି ଏବେ ଅନେକ ପ୍ରକାର ଚାକିରୀ ର ସୁବିଧା ରହିଛି କିନ୍ତୁ ଉଚ୍ଚ ଶିକ୍ଷିତ ଙ୍କ ପାଇଁ ଚାକିର ର ବ୍ୟବସ୍ଥା ଅଧିକ ରହିଛି।ତେବେ ଯେଉଁ ମାନେ ଅଧିକ ପଢି ଥିବେ। ଯେଉଁ ମାନଂକର ଅଧିକ ଜ୍ଞାନ ଥିବ ସେମାନେ ଏହି ଚାକିରୀ କରି ପାରିବେ ହେଲେ ଲୋକ ମାନେ ଏହାର ଲାଭ ଉଠାଇ ପାରୁ ନାହଁନ୍ତି। ତେବେ ସରକାର ମଧ୍ୟ ଦେଶ ରୁ ବେକାରୀ ସଂଖ୍ୟା ହ୍ରାସ କରିବା ପାଇଁ ସମସ୍ତଙ୍କ ପାଇଁ ଚାକିରୀ ର ବ୍ୟବସ୍ଥା କରିଛନ୍ତି ସେମାନଙ୍କ ପାଇଁ ସରକାର ଏକ ବଡ଼ ସୁଯୋଗ ଆଣି ଛନ୍ତି। ତେବେ ଜଣେ ପ୍ରାଥୀ କୁ ବ୍ଲକ ଅଫିସ ରେ କାର୍ଯ୍ୟ କରିବାର ସୁଯୋଗ ମିଳିବ। ତେବେ ଏହା ସମସ୍ତ ଙ୍କ ପାଇଁ ବହୁତ ଭଲ ସୁଯୋଗ ସମସ୍ତେ ଏହା ର ଫାଇଦା ଉଠାନ୍ତୁ। ତେବେ ଆସନ୍ତୁ ଜାଣିବା ଏହି ଚାକିରୀ ପାଇଁ କଣ ସବୁ ନିୟମ ରହିଛି।

କେମିତି କରିବେ ଆବେଦନ:-

ତେବେ ଏହି ଚାକିରୀ ଆପଣ ଙ୍କୁ ଏକ ଭଲ ସୁଯୋଗ ଆଣି ଦେଇଛନ୍ତି। ଏହା ସରକାରୀ ଚାକିରୀ ତେବେ ଏଥିରେ ଆପଣ ଙ୍କୁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ। ଏଥିରେ କେବଳ ଓଡିଶା ରେ ଲୋକ ଏହି ଚାକିରୀ କରିପାରିବେ,ଏହାକୁ ମହିଳା ଓ ପୁରୁଷ ଆବେଦନ କରିପାରିବେ। ତେବେ ଏହା କିରାଣୀ ଚାକିରୀ ପାଇଁ ଅଛି,ଏହି ଚାକିରୀ ପାଇଁ ୨୧ ରୁ ୩୨ ବର୍ଷ ବୟସ ଥିବା ଲୋକ ଆବେଦନ କରି ପାରିବେ ଆଉ ଏହି ଚାକିରୀ ଆପଣ ଙ୍କୁ କେଉଁଝର୍ ଜିଲ୍ଲା ରେ ରହିବ ।

ତେବେ ଏହି ଚାକିରୀ ପାଇଁ ଆପଣ ଅଫଲାଇନ୍ ରେ ଆବେଦନ କରି ପାରିବେ ଆଉ ଏହା ଆବେଦନ କରିବାର ଶେଷ ତାରିକ ହେଉଛି ୮/୧୨/୨୦୨୦ । ତେବେ ଯେଉଁ ମାନେ ଏହି ଚାକିରୀ ପାଇଁ ଇଛୁକ ଆବେଦନ କରି ପାରିବେ। ତେବେ ଆବେଦନ ପାଇଁ ୨୦୦ ଟଙ୍କା ରହିଛି। ତେବେ ଏହି ଚାକିରୀ ପାଇଁ ୭,୦୦୦ ଟଙ୍କା ରହିବ। ତେବେ ଯେଉଁ ମାନେ ଗ୍ରଜୁଏସନ୍ କରି ଥିବେ ସେମାନେ ଏହା ଅବେଦନ କରି ପାରିବେ। ତେବେ ଏହା ଆପଣ ଏହା ର ଆବେଦନ ପାଇଁ ଆପଣ (Odisha Block Level Jobs Recruitment : 2020 )ୱେବସାଇଟ୍ କୁ ଯାଇ କରି ପାରିବେ। ତେବେ ଏହା ଏକ ଭଲ ସୁଯୋଗ ।

ଡ଼କୋମେଣ୍ଟ:-

*HSC certificate & mark sheet  *+2 certificate & Mark sheet *Bachlore degree certificate & mark sheet *Computer certificate (tally) *Employment exchange registration card *One I’d proof(voter/adhar/pan) *Any other certificate if

Address:-

District Education Officer,keonjhar,pin:-758001

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।