ରାଜ୍ୟ ସରକାର ଙ୍କର କଡା ଚେତାବନୀ ! ହେଲମେଟ ନ ପିନ୍ଧିଲେ ଡ୍ରାଇଭିଙ୍ଗ ଲାଇସେନ୍ସ ବାତିଲ, ଜାଣନ୍ତୁ ସମ୍ପୂର୍ଣ୍ଣ ନିୟମ ବିଷୟରେ…..

0

ଆମ ଦେଶ ରେ ସରକାର ଲୋକ ଙ୍କ ପାଇଁ ଅନେକ ବ୍ୟବସ୍ଥ କରୁଛନ୍ତି। ତେବେ ଲୋକ ଙ୍କ ସୁରକ୍ଷା ପାଇଁ ମଧ ଅନେକ ପ୍ରକାର ଚେଷ୍ଟା କରୁଛନ୍ତି।ତେବେ ସରକାର ଙ୍କ କାର୍ଯ୍ୟ ହେଉଛି। ଲୋକ ଙ୍କ ସୁରକ୍ଷା କଥା ବୁଝିବା , ଲୋକ ଙ୍କ ଦୁଃଖ ସୁଖ ରେ ରେ ସାହାଯ୍ୟ କରିବା କାରଣ ଲୋକ ଙ୍କ ପାଇଁ ସରକାର ନିଜର ଆସନ ପାଇଛନ୍ତି। ତେବେ ତାଙ୍କର ପ୍ରଥମ ଦାୟିତ୍ଵ୍ ଲୋକ ଙ୍କ କଥା ବୁଝିବା । ତେବେ ଏଥି ପାଇଁ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି, ଅନେକ ବୈଠକ କରୁଛନ୍ତି।

ତେବେ ସବୁ ପ୍ରକାର ନିୟମ ପ୍ରସ୍ତୁତ ହେବା ଦରକାର। ଦେଶ ରେ ପ୍ରତେକ ଲୋକ ଭଲ ରେ ରହିବା ଦରକାର। ତେବେ ଏଥି ପାଇଁ ସରକାର ଅନେକ ପ୍ରକାର ନେତା ରାଜନେତା ଙ୍କୁ ନିୟୋଜିତ କରିଛନ୍ତି। ଆଉ ଦେଶ ର ପ୍ରତେକ ରାଜ୍ୟ ରେ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ସରକାର ଙ୍କର ଆଦେଶ ରହିଛି। ତେବେ ଦେଶ ରେ ପ୍ରତେକ ଲୋକ ଙ୍କୁ ସବୁ ପ୍ରକାର ସୁବିଧା ମିଳିବା ଦରକାର। ତେବେ ଏହା ସମସ୍ତ୍ ଙ୍କ ଅଧିକାର।

ତେବେ ଦେଶ ରେ ବହୁତ ଦୁର୍ଘଟଣା ଦେଖିବାକୁ ମିଳେ ଯାହା ପାଇଁ ଅନେକ ଲୋକ ଙ୍କର ଜୀବନ ମଧ୍ୟ ଚାଲି ଯାଏ। ତେବେ ଅଧିକ ଦୁର୍ଘଟଣା ସଡ଼କ ଜନିତ ହୋଇ ଥାଏ। ତେବେ ଲୋକ ମାନେ ଗାଡି ଦୁର୍ଘଟଣା ରୁ ଅଧିକ କ୍ଷତି ହୋଇ ଥାଏ। ତେବେ ଏଥି ପାଇଁ ଅନେକ ଧନ ଜୀବନ ନଷ୍ଟ ହୋଇ ଥାଏ। ତେବେ ଏହା ଦେଶ ରେ ଅଧିକ ମାତ୍ରା ରେ ବଢ଼ି ଯାଇଛି ଲୋକ ଙ୍କ ସୁରକ୍ଷା ପାଇଁ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି କିନ୍ତୁ ଏହା ଦିନ କୁ ଦିନ ବଢ଼ି ଯାଉଛି।

ଆଉ ସରକାର ମଧ୍ୟ ଏହାକୁ ରୋକିବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି ଅନେକ ନିୟମ କରୁଛନ୍ତି ଆଉ ସେହି ନିୟମ କୁ ଲାଗୁ ମଧ୍ୟ କରିଛନ୍ତି ହେଲେ ଆମ ଦେଶ ରେ ଲୋକ ମାନେ ଏହାକୁ ମାନୁ ନାହାନ୍ତି , ଯାହା ପାଇଁ ଦୁର୍ଘଟଣା ର ଶିକାର ହେଉଛନ୍ତି। ଆଉ ଜୀବନ ମଧ୍ୟ ଦେଉଛନ୍ତି। ତେବେ ଲୋକ ଙ୍କୁ ଏଥି ପାଇଁ ସଚେତନ ମଧ୍ୟ କରା ଯାଉଛି।ହେଲେ ଲୋକ ମାନେ ଏହା ମାନୁ ନାହାନ୍ତି କି ଶୁଣୁ ନାହାନ୍ତି, ତେଣୁ ସରକାର ଏକ କଡା ନିୟମ ଲାଗୁ କରିଛନ୍ତି। ଆସନ୍ତୁ ଜାଣିବା ନିୟମ ଟି କଣ।

ତେବେ ସରକାର ଲୋକ ଙ୍କ ସୁରକ୍ଷା ପାଇଁ ଆଉ ସଡ଼କ ଦୁର୍ଘଟଣାଜନତି ରୁ ରକ୍ଷା କରିବା ପାଇଁ ସମସ୍ତଙ୍କୁ ହ୍ୟାଲମେଟ ପିନ୍ଧିବାକୁ କହିଛନ୍ତି।ତେବେ ଲୋକ ମାନେ ଏହାକୁ ମାନୁ ନାହାନ୍ତି ଆଉ ହ୍ୟାଲମେଟ ପିନ୍ଧୁ ନାହାନ୍ତି। ତେବେ ଯାହା ପାଇଁ ତାଙ୍କର ଅନେକ କ୍ଷତି ହେଉଛି।ତେବେ ଏଥର ସରକାର ଏକ ନୂତନ ନିୟମ କରିଛନ୍ତି କି ଯେଉଁ ମାନେ ହ୍ୟାଲମେଟ ନ ପିନ୍ଧିବେ ସେମାନଙ୍କ ଠାରୁ ୧୦୦୦ ଟଙ୍କା ଫାଇନ ନିଆ ଯିବ ଆଉ ତା ଡ୍ରାଇଭିଙ୍ଗ୍ ଲାଇସେନ୍ସ୍ କୁ ରଧ କରି ଦିଆ ଯିବ।ତେବେ ଏହା ନିୟମ ସରକାର ସୁପ୍ରିମ କୋର୍ଟ ରୁ ଅନୁମତି ଆଣି ଲାଗୁ କରିଛନ୍ତି।ନଭେମ୍ୱର ୯ , ୨୦୨୦ ରେ ଏହି ନିୟମ ଲାଗୁ କରିବା ପାଇଁ ଏକ ବୈଠକ ବସି ଥିଲା।

ତେବେ ଏହା ପରେ ଏହି ନିୟମ ଲାଗୁ ହୋଇଛି ଆଉ ଏହା ସମସ୍ତ ଙ୍କୁ ମାନିବାକୁ ବାଧ୍ୟ । ତେବେ ଯିଏ ନ ମାନିବ ତାକୁ ଦଣ୍ଡ ଦିଆ ଯିବ ଆଉ ଅନେକ ଧାରା ଲଗାଇ ତାକୁ ଗିରଫ କରା ଯିବ। ତେବେ ଏହି ନିୟମ ଦ୍ୱାରା ଅନେକ ଲୋକ ଦୁର୍ଘଟଣା ରୁ ବଞ୍ଚି ଯିବେ,ଅନେକ ଲୋକ ଙ୍କ ଜୀବନ ଯିବାରୁ ମଧ୍ୟ ରକ୍ଷା ପାଇ ପାରିବେ। ତେବେ ସମସ୍ତେ ଏହାକୁ ମାନିବ ଉଚିତ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।