ହେ ଭଗବାନ ! ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଇସୋଲେସନ ଭର୍ତ୍ତି, ତାଙ୍କର ଅବସ୍ଥା ଅଧିକ ଗୁରୁତର, ତାଙ୍କ ଆରୋଗ୍ୟ କାମନା ପାଇଁ ପ୍ରାଥନା କରନ୍ତୁ…..

0

୨୦୨୦ ବର୍ଷ ଟି ବୋଧହୁଏ ଆମ ସମସ୍ତଙ୍କ ପାଇଁ ଏକ ଅଭିଶପ୍ତ ବର୍ଷ ଅଟେ ଯେଉଁ ଥିରେ ସାରା ବିଶ୍ୱ ନିଜକୁ ନିଜ ର ପାରିସୀମା ମଧ୍ୟରେ ବନ୍ଦ ରଖିବାକୁ ବାଧ୍ୟ ହୋଇଛି । ବର୍ତ୍ତମାନ ସମଗ୍ର ଦେଶ ଏହି ମାରାତ୍ମକ କରନା ଭୁତାଣୁ ଠାରୁ ନିଜକୁ ମୁକୁଳେଇବାକୁ ଚେଷ୍ଟା ପରେ ଚେଷ୍ଟା କରିଚାଲିଛି ।ମାତ୍ର ଏହାର ପ୍ରକୃତ ନିରାକରଣ କଣ ଏପର୍ଯ୍ୟନ୍ତ କେହି ଜାଣିବାର ସକ୍ଷ୍ୟମ ହୋଇନଥିଲେ ମଧ୍ୟ ଏହା ବହୁତ ଶୀଘ୍ର ସମ୍ଭବ ହେବ ବୋଲି ଆଶା କରାଯାଉଛି ।


ତେବେ ଏହି ଭୁତାଣୁ ର ବିନାଶ କରିବା ପାଇଁ ଦେଶର ପ୍ରାୟ ସମସ୍ତ ଦେଶ ନିଜ ନିଜର ଚେଷ୍ଟା ଦ୍ୱାରା ଏହାର ଭ୍ୟାକସିନ ବାହାର କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଭାରତ ମଧ୍ୟ ଏହି ଭ୍ୟାକସିନ ପ୍ରସ୍ତୁତ କରିବା ପାଇଁ ବହୁତ ଅର୍ଥ ଖର୍ଚ୍ଚ କରିବା ସହ ବାରମ୍ବାର ନିଜର ଚେଷ୍ଟା କରିବାରେ ଲାଗିଛି ।ତେବେ ବର୍ତ୍ତମାନ ସୁଦ୍ଧା ଏହି ରୋଗ ରେ ପ୍ରାୟ ଆମ ଦେଶ ର ୪୦ ପ୍ରତିଶତ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସେଥି ମଧ୍ୟରୁ ୧୫ ପ୍ରତିଶତ ଲୋକେ ମୃତ୍ୟୁ ବରଣ କରିସାରିଲେଣି ।


ଏହି ମହାମାରୀ ଆମ ଦେଶର ସାଧାରଣ ଲୋକ ଙ୍କ ସହ ଅନେକ ମାନ୍ୟ ଗଣ୍ୟ ଲୋକ ତଥା ରାଜନୈତିଜ୍ଞ , ଡାକ୍ତର , ଅଭିନେତା ଅଭିନେତ୍ରୀ ଙ୍କର ଜୀବନ ନେଲାଣି ।ତେବେ ବର୍ତ୍ତମାନ ର ସୂଚନା ଅନୁସାରେ ଏହି ମହାମାରୀ ର ନଜର ପଡିଛି ଆମ ବୋଲିଉଡ଼ ର ସୁପରଷ୍ଟାର ସଲମାନ ଙ୍କ ଉପରେ ।ସୂଚନା ଅନୁସାରେ ବର୍ତ୍ତମାନ ବୋଲିଉଡ଼ ର ସୁପରଷ୍ଟାର ଆଇସଲେସନ ରେ ଅଛନ୍ତି ।କରନା ଯୋଗୁଁ ୩ ମାସ ଧରି ସମସ୍ତ ସୁଟିଂ ବନ୍ଦ ରହିବା ପରେ ଏବେ ଫିଲ୍ମ ସୁଟିଂ ଆରମ୍ଭ ହୋଇଥିଲା ।

ତେବେ ସଲମାନ ଖାନ ବିଗ ବଶ ସିଜିନ ୧୩ ର ସୁଟିଂ କରିବା ସମୟରେ ତାଙ୍କର ଦୁଇ ଜଣ କର୍ମଚାରୀ କରନା ରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଛନ୍ତି। ସେମାନଙ୍କ ର ରିପୋର୍ଟ ପାସିଟିଭ ଆସିବା ପରେ ସଲମାନ ଖାନ ଆଇସଲେସନ ରେ ରହି ଚିକିତ୍ସା ହେଉଛନ୍ତି । ସୂଚନାଯୋଗ୍ୟ ଯେ ଗତ ସୋମବାର ଦିନ ସଲମାନ ଙ୍କର ଦୁଇ ଜଣ କର୍ମଚାରୀ ଙ୍କ ସହ ତାଙ୍କର ଗାଡି ଡ୍ରାଇଭର ଙ୍କ ପାଖରେ କରନା ର ଲକ୍ଷନ ଦେଖା ଦେବା ପରେ ସେମାନ ଙ୍କର ରିପୋର୍ଟ ପଜିଟିଭ ଆସିଛି ।

ତେବ ବର୍ତ୍ତମାନ ସଲମାନ ଙ୍କ ସହ ତାଙ୍କର ଦୁଇ ଜଣ ଭାଇ ଏବଂ ମା ଙ୍କୁ ମଧ୍ୟ ଆଇସଲେସନ ରେ ରଖାଯାଇଛି ।ତେବେ ଏହି ସମୟରେ ସଲମାନ ଖାନ ନିଜର ସମସ୍ତ ସୁଟିଂ ସ୍ଥଗିତ ରଖିଛନ୍ତି ବୋଲି ସୂଚନା ଦେଇଛନ୍ତି ।ଏବଂ ସେ ଆଗକୁ ବିଗ ବଶ ସିଜିନ ୧୩ ର ସୁଟିଂ ଚାଲୁ ରଖିବେ କି ତାହାକୁ କରିବେ ନାହିଁ ସେ ନେଇ କୌଣସି ସୂଚନା ମିଳିନାହିଁ । କିନ୍ତୁ ଏବେ ପର୍ଯ୍ୟନ୍ତ ବୋଲିଉଡ଼ ର ସୁପରଷ୍ଟାର ସଲମାନ ଖାନ ଙ୍କର ରିପୋର୍ଟ ଆସି ନଥିବା ଜଣାଯାଇଛି। ତେବେ ତାଙ୍କର ପ୍ରସଂଶକ ମାନେ ଭଗବାନ ଙ୍କ ଠାରେ ତାଙ୍କର ସୁସ୍ଥ ହେବା ଲାଗି ପ୍ରାର୍ଥନା କରୁଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।